ଡିଭୋର୍ସ ମହିଳାଙ୍କୁ ଫସେଇବାକୁ ମାଟ୍ରିମୋନିରେ ବାଡ଼ୁଅ ପରିଚୟ
Feb 5, 2025, 10:21 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଆପଣମାନେ ଦେଖିଥିବେ ଲୋକମାନେ ବିବାହ କରିବା ପାଇଁ ଅନେକ ପ୍ରକାରର ଅନଲାଇନ୍ ମାଧ୍ୟମ ବାହାରିଲାଣି । ଏବେ ପ୍ରାୟ ପୁରୁଷ ଆଉ ମହିଳା ଏହି ଅନଲାଇନ୍ ମାଟ୍ରିମୋନି ସାହାଯ୍ୟରେ ବିବାହ କରୁଛନ୍ତି । ଏହି ଅନଲାଇନ୍ ମାଟ୍ରିମୋନିରେ ନିଜ ବିଷୟରେ ସବୁ ତଥ୍ୟ ଏବଂ ଫଟୋ ଦେଉଛନ୍ତି ଆଉ ତାପରେ ବିବାହ ପାଇଁ ଝିଅ କି ପୁଅ ଖୋଜା ଚାଲୁଛି । ଯାହାକୁ ଯିଏ ମ୍ୟାଚ୍ କରିବ ସେ ତାଙ୍କୁ ବିବାହ କରିବ । ଏବେ ଏଭଳି ଏହି ମାଟ୍ରିମୋନିରେ ଜଣେ ବ୍ୟକ୍ତି କିଛି ମିଥ୍ୟା ତଥ୍ୟ ଦେଇ ବିବାହ କରିବାକୁ କହିଥିଲେ ।

ଏହି ବ୍ୟକ୍ତି ଜଣକ ପୂର୍ବରୁ ବିବାହ କରିଥିଲେ ଆଉ ବିବାହ କରି ମଧ୍ୟ ସେ ନିଜକୁ ଅବିବାହିତ ବୋଲି ପରିଚୟ ଦେଇଥିଲେ । ଏବେ ଏହି ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ହେଉଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ ଏବେ ଏହି ମିଥ୍ୟା ତଥ୍ୟ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଙ୍କ ନାଁରେ ବହୁ ମାମଲା ରହିଛି । ଏହି ବ୍ୟକ୍ତି ଜଣକ ମାଟ୍ରିମୋନି ସାଇଟରେ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ଅନେକ ମହିଳାଙ୍କୁ ଫସାଇଛି । ଏହି ଯୁବକ ଜଣକ ଗୋଟିଏ ନୁହେଁ ବରଂ ଅନେକ ଯୁବତୀଙ୍କୁ ମିଥ୍ୟା କହି ଫସାଇ ଦେଇଛନ୍ତି ।

ଏବେ ଏହି ଯୁବକ ଜଣଙ୍କର ସତ୍ୟ ସାମ୍ନାକୁ ଆସିଛି । ସତ୍ୟ ସାମ୍ନାକୁ ଆସିବା ପରେ ଅନେକ କିଛି ବିଷୟରେ ଜଣାପଡିଛି । ଚନ୍ଦ୍ରଶେଖରପୁର ଥାନାରେ ଏହି ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଆଉ ଏହାପରେ ଏହି ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଛି । ନିଜକୁ ଅବିବାହିତ ଏବଂ ଅନେକ କିଛି ନିଜ ବିଷୟରେ ମିଥ୍ୟା ତଥ୍ୟ ମାଟ୍ରିମୋନିରେ ଦେଇଥିଲା । ଆଉ ଏହି ଅଭିଯୋଗ ଆଧାରରେ ଏବେ ପୋଲିସ ଗିରଫ କରିଛି । ପୋଲିସ ପଚାରିବାରୁ ଅନେକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଏବେ ଏହିସବୁ ଚର୍ଚ୍ଚାକୁ ଆସିଛି ।
ଏହି ଯୁବକ ଜଣକ ଏଭଳି ଅନେକ ମିଥ୍ୟା କହି ଅନେକ ଝିଅଙ୍କୁ ଫସାଇବା ସହ ଟଙ୍କା ବି ଆଣିଛି ବୋଲି ସୂଚନା ମିଳିଛି । ଏବେ ଏହି ଆଧାରରେ ଅଭିଯୋଗ ଆସିଥିବାରୁ ଏହି ବ୍ୟକ୍ତି ଜଣଙ୍କୁ ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ଜଣକ ନାଁରେ ଅଧିକ ମାମଲା ରୁଜ୍ଜୁ ହେଲେ ପୋଲିସ ଏହି ଘଟଣାର ତଦନ୍ତ କରିବା ପାଇଁ ଯୁବକ ଜଣଙ୍କୁ ରିମାଣ୍ଡରେ ଆଣିବେ ବୋଲି କହିଛନ୍ତି । ଏଭଳି ଅନେକ କଥା ଏବେ ପୋଲିସ କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ପୋଲିସ ଏହି ଘଟଣାକୁ ନେଇ କହିଥିବା କଥା ଆପଣମାନେ ଜାଣିପାରିଲେ ।