Movie prime

କ୍ରିକେଟ ଛାଡି ରାଜନୀତିରେ ପାଦ ଦେଲେ କି ରବୀନ୍ଦ୍ର ଜାଡେଜା !! ଦେଖନ୍ତୁ ଆସିଲା ବହୁତ୍ ବଡ଼ ଅପଡେଟ

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Tt
ବନ୍ଧୁଗଣ ଦେଖିକାକୁ ମିଳିଛି ଯେ ଏବେ ରବୀନ୍ଦ୍ର ଜାଡେଜା କଲେ ନୂଆ ଇନିଂସ୍। କ୍ରିକେଟ ଛାଡ଼ି ରାଜନୀତିରେ ସାମିଲ ହେଲେ ରବୀନ୍ଦ୍ର ଜାଡେଜା। ବିଜେପିରେ ଏବେ ସାମିଲ ହେଇଛନ୍ତି ଟିମ୍ ଇଣ୍ଡିଆ ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜା। ଭାରତୀୟ କ୍ରିକେଟ୍ ଟିମର ଅଲରାଉଣ୍ଡର ଖେଳାଳି ରବୀନ୍ଦ୍ର ଜାଡେଜା ବିଜେପିରେ ସାମିଲ ହୋଇଛନ୍ତି। ଗୁରୁବାର ସେ ଦଳରେ ସାମିଲ ହୋଇଥିବା ନେଇ ତାଙ୍କ ପତ୍ନୀ ରିଭାବା ଜାଡେଜା ଏକ୍ସରେ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ରିଭାବା ଗୁଜରାଟ ଜାମନଗରରୁ ବିଜେପି ବିଧାୟକ ଅଛନ୍ତି ରିଭାବା ଜାଡେଜା। 
Yg
ନିକଟରେ ଜାଡେଜା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ଟେଷ୍ଟ ଏବଂ ଦିନିକିଆ ଉପରେ ତାଙ୍କର ଫୋକସ୍। ସେ ଭାରତ ପାଇଁ ମୋଟ୍ ୭୪ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ଏହି ସମୟ ମଧ୍ୟରେ ସେ ୪୧ ଇନିଂସରେ ୫୧୫ ରନ ସଂଗ୍ରହ କରିଥିଲେ। ଏହି ଫର୍ମାଟରେ ଜାଡେଜା ହାରାହାରି ୨୯.୮୫ ଏବଂ ୭.୧୩ର ଇକୋମିରେ ୫୪ ୱିକେଟ ନେଇଛନ୍ତି। ଜାଡେଜା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୯୭ଟି ଏକ ଦିବସୀୟ ଖେଳିଛନ୍ତି। 
ଏହି ସମୟ ମଧ୍ୟରେ ସେ ୧୩୨ ଇନିଂସରେ ୨୭୫୬ ରନ ସଂଗ୍ରହ କରିଛନ୍ତି। ଜାଡେଜା ଏକ ଦିବସୀୟରେ ୧୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଏହି ଫର୍ମାଟରେ କୌଣସି ଶତକ ସ୍କୋର କରିନାହାଁନ୍ତି। ଏହା ବ୍ୟତୀତ ଜାଡେଜା ୧୮୯ ରନରେ ୨୨୦ ୱିକେଟ ନେଇଛନ୍ତି। ରବୀନ୍ଦ୍ର ଜାଡେଜା ପତ୍ନୀ ରିଭାବାଙ୍କ ସହ ଅନେକଥର ବିଜେପି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ସେ ଅନେକ ରୋଡ୍ ସୋ ମଧ୍ୟ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.