Movie prime

ଦିନରେ ଅନ୍ଧାର ହୋଇଗଲା ରାଜଧାନୀ ଭୁବନେଶ୍ବର..ଏହି ୧୯ଟି ଜିଲ୍ଲାକୁ ମିଳିଲା ଚେତାବନୀ

 
Ff
ଦିନରେ ଅନ୍ଧାର ହୋଇଗଲା ରାଜଧାନୀ ଭୁବନେଶ୍ଵର। ଝିପିଝିପି ବର୍ଷା କୁ କୋହଲା ପାଗ ସେମାନଙ୍କ ପାଇଁ ସାଜିଲା ଦାଉ। ଆକାଶ ରେ ଏବେ କଳା ହାଣ୍ଡିଆ ମେଘ ଖେଳୁଛନ୍ତି ଲୁଚକାଳି। ଏହି ୧୯ ଜିଲ୍ଲାକୁ ଏବେ ମିଳିଛି ଚେତାବନୀ। ଦିନ ଦ୍ୱିପ୍ରହରରେ ରାଜଧାନୀ ପୂରା ବାଦଲରେ ମଣ୍ଡିତ ହେବା ପରେ ଚାରିଆଡ ପୂରା ଅନ୍ଧାରମୟ ଦେଖା ଯାଇଥିଲା। ଝିପିଝିପି ବର୍ଷା ସହ ଦେହରେ କୋହଲା ପବନ ର ମଧ୍ୟ ଖୁବ୍ ମାଡ଼ ହେଉଥିଲା।
Fg
ହେଲେ ବର୍ତ୍ତମାନ ସମୟରେ ଯେଉଁ ଥଣ୍ଡା ପବନର ମାଡ଼ ତାହା ଜନ ଜୀବନକୁ ଅସ୍ତବ୍ୟସ୍ତ ହୋଇ ଦେଇଛି। ଗୋଟେ ଦୁଇ ଦିନର ଶୁଖିଲା ପାଗ ପରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ବର୍ଷା। କାଲି ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଅନେକ ସ୍ଥାନ ମାନଙ୍କରେ ବର୍ଷା ହେବ ବୋଲି ଏନେଇ ପାଣିପାଗ ବିଭାଗ କେନ୍ଦ୍ର ତରଫରୁ ମଧ୍ୟ ପୂର୍ବାନୁମାନ କରାଯାଇଛି।୧୯ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ସେହି ସବୁ ଜିଲ୍ଲା ମାନଙ୍କରେ,
Tt
ଏବେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ତାହା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ଯଦି ଦେଖିବା ଗଞ୍ଜାମ,ଗଜପତି , କୋରାପୁଟ,ରାୟଗଡ଼ା, ମାଲକାନଗିରି, ପୁରୀ , ଖୋର୍ଦ୍ଧା , କଟକ , ଯାଜପୁର , ଭଦ୍ରକ , ଜଗତସିଂହପୁର, ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , କେନ୍ଦ୍ରାପଡ଼ା , ବୌଦ୍ଧ , ଅନୁଗୁଳ , ଢେଙ୍କାନାଳ ଜିଲ୍ଲା ଏହାରି ମଧ୍ୟରେ ରହିଛନ୍ତି। ଏହି ଜିଲ୍ଲାର ବର୍ଷା ସହିତ ହାଲୁକା ପବନ ମଧ୍ୟ ବହିବାର ସମ୍ଭାବନା ରହିଛି।
ଏହାକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ବର୍ଷାକୁ ନେଇ ଏବେ ସାରା ଓଡ଼ିଶାବାସୀ ମଧ୍ୟ ଖୁବ ଚିନ୍ତିତ ଅଛନ୍ତି। ସେମାନେ ମଧ୍ୟ ଚାହୁଁଛନ୍ତି କି ଏହି ବର୍ଷା ଖୁବ୍ ଶୀଘ୍ର ବନ୍ଦ୍ ହେଉ ବୋଲି।କରଣ ସେମାନଙ୍କର ଚାଷ ଏବେ ସବୁ ବରବାଦ ହୋଇ ସାରିଲାଣି। ଯାହାକୁ ନେଇ ସାରା ରାଜ୍ୟରେ ଚାଷୀ ମାନେ ମଧ୍ୟ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି। କାରଣ ତାଙ୍କର ବର୍ଷକ ଯାକର ପରିଶ୍ରମ ଏବେ ପୂରା ମାଟିରେ ମିଶି ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.