Movie prime

ତୁରନ୍ତ ଆଧାର କାର୍ଡରେ କରନ୍ତୁ ଏହି କାମ ନହେଲେ ପରେ ପେସ୍ତେଇବେ ଦେଖନ୍ତୁ ଆସିଲା ବଡ଼ ଅପଡେଟ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hg
ଯାହା କିଛି ଘଟଣା ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ ବର୍ତ୍ତମାନ ସମୟରେ ଆଧାର ଡିଟେଲ୍ସ ଜରୁରୀ ହେଇପଡ଼ିଛି। ସରକାର ପ୍ରତି ୧୦ ବର୍ଷରେ ଅତିକମରେ ଥରେ ଆଧାର ଡକମେଣ୍ଟ ସବଜେକ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ପ୍ରୋସେଶ ଆଧାରକାର୍ଡ ହୋଲ୍ଡର୍ସଙ୍କ ପାଇଁ ଲାଭଦାୟକ ମଧ୍ୟ ଅଟେ। 
Bv
କାରଣ ଏହା ସୁନିଶ୍ଚିତ କରେ କି ନୂଆ ତଥ୍ୟ ଏବଂ ଠିକଣା ଆପଣଙ୍କର ଉପଡେଟ ହେଇ ରହିଛି ବୋଲି। କିନ୍ତୁ ଏବେବି ଅନେକ ଲୋକେ ରହିଛନ୍ତି ଯେଉଁ ମାନେ କି ନିଜର ଆଧାରକାର୍ଡ ଉପଡେଟ କରିନାହାଁନ୍ତି। ଅନଲାଇନ ଉପଡ଼େଟ ପାଇଁ ଆପଣ "ମାଇ ଆଧାର ଡ଼ଟ୍ ୟୁଆଇ ଦିଆଇ ଡଟ ଜିଓଭି ଡ଼ଟ୍ ଇନରେ" ମାଇ ଆଧାର ପୋର୍ଟାଲକୁ ଯାଆନ୍ତୁ। ଆଉ ତାପରେ ନିଜର ଆଧାର ନମ୍ବର ଓ ଦେଇଥିବା ମୋବାଇଲ ନମ୍ବରକୁ ଆସିଥିବା ଓଟିପି ବ୍ଯବହାର କରି ଲଗିଇନ୍ କରନ୍ତୁ। ଏହାପରେ କରିବେ ଭେରିଫାଏ। 
ଯଦି କିଛି ଭୁଲ ଅଛି ତେବେ ମେନୁରେ ଉପଯୁକ୍ତ ଡ୍ରକ୍ ଡାଉନ୍ ମେନୁ ଉପଯୁକ୍ତ ପରିଚୟ ବାଛି ତାକୁ କରିବେ ଅପଲୋଡ଼। ତେବେ ସେପ୍ଟେମ୍ୱର ୧୪ ତାରିଖ ଭିତରେ ଆପଣ ମାଗଣାରେ ଏହାକୁ କରାଇ ପାରିବେ। ସରକାର ପରାମର୍ଶ ଦିଅନ୍ତି କି ପ୍ରତି ୧୦ ବର୍ଷରେ ଅତିକମରେ ଥରେ ନିଜର ଆଧାର ଉପଡେଟ୍ କରିବା ଜରୁରୀ। ଏହାଦ୍ୱାରା ଜଣାପଡିପାରିବ କି ଆଧାର ରେକର୍ଡରେ ଆପଣଙ୍କର ସମସ୍ତ ତଥ୍ୟ ପଡେଟ ହୋଇ ରହିଛି। ତେବେ ତାରିଖ ସାରିବା ପୂର୍ବରୁ

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.