ଶନିବାର ଦିନ ବରଗଛ ତଳେ ରଖିଆସନ୍ତୁ ଏହି ଜିନିଷ ! ରାତାରାତି ହୋଇଯିବେ କୋଟିପତି

ବିଳାସପୂର୍ଣ ଜୀବନ ବଞ୍ଚିବା ପାଇଁ ସମସ୍ତେ ଚାହାନ୍ତି। ବଡ ବଡ ଘରେ ରହିବା ଓ ଦାମୀ କାରରେ ବୁଲିବା ଇତ୍ୟାଦିକୁ କିଏ ମନା କରିବ। ଏହିସବୁକୁ ପାଇବା ପାଇଁ ସମସ୍ତେ ଦିନରାତି ପରିଶ୍ରମ କରିଥାନ୍ତି। କିନ୍ତୁ ସମସ୍ତଙ୍କୁ ଏହା ମିଳିନଥାଏ। ମଣିଷ କାମ କରି କରି ଥକିଯାଏ ଓ ଶେଷରେ ନିରାଶ ମଧ୍ୟ ହୋଇଯାଏ। ଆପଣ ନିରାଶ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ, ଯାହା ଆପଣଙ୍କର ଭାଗ୍ୟ ବଦଳାଇବ। ତେବେ ଆସନ୍ତୁ ଜାଣିବା… ଏହି ଉପାୟ ପାଇଁ ଆପଣଙ୍କୁ ଏକ ବରଗଛ ନିକଟକୁ ଯିବା ପାଇଁ ପଡିବ। ସେଠାରେ ଏହି ଉଲ୍ଲେଖିତ କାର୍ଯ୍ୟ କରିବାକୁ ପଡିବ।

ପ୍ରଥମ କାର୍ଯ୍ୟ ହେଲା, ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ପ୍ରଥେମ ବରଗଛ ନିକଟକୁ ଯାଆନ୍ତୁ। ଗଛ ନିକଟରେ ପାନ, ଗୁଆ ଓ ୧ଟଙ୍କା ମୁଦ୍ରା ରଖିଦିଅନ୍ତୁ। କିଛିଦିନ ମଧ୍ୟରେ ଫଳ ଦେଖନ୍ତୁ। କୁହାଯାଏ ଶନିବାର ଦିନ ବରଗଛରେ ହଳଦୀ ଏବଂ କେଶର ଚଢାଇବା ଫଳରେ ଲାଭ ମିଳିଥାଏ। ହଳଦିଆ ରଙ୍ଗର ସୂତା ବାନ୍ଧିବା ଫଳରେ ବ୍ୟବସାୟ ଆଗକୁ ବଢିଥାଏ।

ଦ୍ଵିତୀୟ ଉପାୟ, ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦିଅନ୍ତୁ। ଏଥିରେ କର୍ମକ୍ଷେତ୍ରରେ ନିଶ୍ଚିତ ରୂପରେ ସଫଳତା ମିଳିବ। କିନ୍ତୁ ଏହାକୁ କେବଳ ଶନିବାର ଦିନ ହିଁ କରନ୍ତୁ।

ତୃତୀୟ ଉପାୟ, ଶନିବାର ଦିନ ବରଗଛ ତଳେ ଘିଅ ଦ୍ଵିପ ଜଳାଇବା ଫଳରେ ଅତିଶୀଘ୍ର ବ୍ୟବସାୟରେ ଲାଭ ମିଳିଥାଏ, ଏବଂ ବ୍ୟବସାୟ କ୍ଷେତ୍ରରେ ବନ୍ଦ ହୋଇଥିବା ପଇସା ଲାଭ ସହିତ ଫେରି ଆସିଥାଏ।

ଚତର୍ଥ ଉପାୟ, ଶନିବାର ଦିନ ଘରକୁ ଏକ ବରଗଛର ଡାଳ ଆଣିବା ଦ୍ଵାରା ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ। ଜ୍ଯୋତିଷଙ୍କ ଅନୁସାରେ ବରଗଛରେ ଧଳା ସୂତାକୁ ୧୧ଥର ବାନ୍ଧିବା ଦ୍ଵାରା ଘରର ଦାରିଦ୍ର୍ୟତା ଦୂର ହୋଇଥାଏ।

ପଞ୍ଚମ ଉପାୟ, ଶନିବାର ଦିନ ବରଗଛ ତଳେ ସୋରିଷ ତେଲର ଦ୍ଵିପ ଜାଳିବା ଫଳରେ ବରଗଛ ପୂଜାର ଲାଭ ମିଳିଥାଏ। ଏହା ମଧ୍ୟ କୁହାଯାଏ, ଘରୋଇ କଳହ ଯୋଗୁଁ ଚିନ୍ତାରେ ରହୁଥିବା ବ୍ୟକ୍ତି ବରଗଛରେ କର୍ପୁର, ଲବଙ୍ଗ, ଜଳାଇବା ଫଳରେ ଧନଲାଭ ହୋଇଥାଏ। ମଙ୍ଗଳବାର ଦିନ ୧୧ଟି ବରଗଛ ପତ୍ରରେ ହନୁମାନଙ୍କର ସିନ୍ଦୁରରେ ରାମ ନାମ ଲେଖି ଘରେ ରଖିବା ଦ୍ଵାରା ଅନେକ ଲାଭ ମିଳିଥାଏ।

Leave a Reply

Your email address will not be published. Required fields are marked *