Movie prime

ହେ ଠାକୁରେ ବଞ୍ଚେଇ ଦିଅ କୁନି ପୁଅ ର ଦୁଃଖ କହିଲେ ନ ସରେ

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ କରିବେ।ଜଣେ ଛୋଟ ପିଲାଟି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତିନି ବର୍ଷ ହୋଇଗଲାଣି ତାଙ୍କ ବାପା ମା ଡାକ୍ତରଖାନା କୁ ଚିକିତ୍ସା କରିବା ପାଇଁ ନେଉଛନ୍ତି।ଆଉ ଭଲ କରି ଦେବାପାଇଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛନ୍ତି।ଆଖିରେ ଆଖିଏ ସ୍ବପ୍ନ। ପାଠ ପଢି ବଡ଼ ମଣିଷ ହେବ ଆଉ ବଡ଼ ହେଲେ ଦୁଃଖ କଷ୍ଟ ରେ ରହୁଥିବା ବାପା ମା ଙ୍କ ର ଦୁଃଖ ବୁଝିବ। 
Yg
ଏ ସ୍ବପ୍ନ ଯେମିତି ଅଧାରେ ରହିଗଲା ପରି ଶିଶୁ ଟିକୁ ଲାଗୁଛି।ଏହି ନିବେଦନ କେବଳ ଛୋଟ ପିଲାଟିର ନୁହେଁ,ସାଙ୍ଗ ସାଥି ଠାରୁ ଆରମ୍ଭ କରି ଗ୍ରାମବାସୀ ପର୍ଯ୍ୟନ୍ତ ମନ୍ଦିର ରେ ଦୀପ ଜାଳି ପୂଜାର୍ଚ୍ଚନା କରୁଛନ୍ତି।ଛୋଟ ପିଲାଟିକୁ ଜଲ୍ଦୀ ଭଲ କରିଦିଅ ବୋଲି ଭଗବାନ ଙ୍କ ନିକଟରେ ଜଣାଇଛନ୍ତି।ଗ୍ରାମର ଯୁବକ ଙ୍କ ଠାରୁ ମହିଳା ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ହେ ଭଗବାନ କୁନି ପିଲାଟିକୁ ଭଲ କରିଦିଅ।ଏପଟେ ମା ଆଖିରେ ଧାର ଧାର ହୋଇ ଲୁହ ଝରି ଯାଉଛି।ମା ର ମନ କେବେ ହେଲେ ସହି ପାରିବ ନାହିଁ।
Bb
କେତେବେଳେ ନିଜ ପୁଅକୁ ଧରି ହସ୍ପିଟାଲ ଯାଉଛନ୍ତି ଆଉ କେତେବେଳେ ମନ୍ଦିର।ଆଉ କାନି ପତେଇ ସମସ୍ତଙ୍କ ଆଗରେ ଭିକ ମାଗୁଛି।କାରଣ ଯାହା ସବୁ ଘରେ ଥିଲା ତାହା ବିକ୍ରୀ କରି ପୁଅର ଚିକିତ୍ସା କରି ସାରିଲେଣି।ଏବେ ଆଉ ଅର୍ଥ ନାହିଁ। ପୁଅକୁ ଭଲ କରିବାକୁ ହେଲେ ବଡ଼ ଡାକ୍ତରଖାନା କୁ ନେବାକୁ ପଡିବ ବୋଲି ଡାକ୍ତର କହିଛନ୍ତି।
ଆଉ ସେଠାରେ ଲକ୍ଷ୍ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।୧୦ ବର୍ଷର ପୁଅକୁ କୋଳେଇ କାଖେଇ ବଢେଇ ଥିବା ମା ଏମିତି କହିଛନ୍ତି।ଛୋଟ ପିଲାଟିର କ୍ୟାନ୍ସର ହୋଇଛି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web