Movie prime

ଦୁଇ ଜଣ ନର୍ସଙ୍କ ପ୍ରେମ ଶେଷରେ ସ୍ବାମୀକୁ ସଜେଇଦେଲା ସାଇକୋ ଆଉ ତାପରେ

 
Gg
ଦୁଇ ନର୍ସ ଙ୍କ ପ୍ରେମ ସ୍ବାମୀଙ୍କୁ ସଜାଇ ଦେଲା ସାଇକୋ କିଲର୍। ଅନ୍ୟପକ୍ଷରେ ରୋଗୀ ମାନଙ୍କ ସୁରକ୍ଷା କବଚ ସାଜିଥିବା ନର୍ସ ନିଜେ ହିଁ ରୋଗୀର ଜୀବନ ନେଇଗଲା। ଅନ୍ୟପକ୍ଷରେ ଜଣେ ଫାର୍ମାସିଷ୍ଟ , ଦୁଇଜଣ ନର୍ସ ଙ୍କ ପ୍ରେମରେ ବଳି ପଡ଼ିଗଲା ଏକ ନିରୀହ ଜୀବନ। କାରଣ ଫାର୍ମାସିଷ୍ଟ ସ୍ବାମୀ ଆଉ ଦୁଇଜଣ ନର୍ସ ମିଳିମିଶି ସ୍ତ୍ରୀ ଙ୍କୁ ଅନାଥେଶିଆ ଇଞ୍ଜେକସନ ଦେଇ ଦେଇଥିଲେ। ଏହାକୁ ନେଇ ପୋଲିସ ଖୁଲାସା କରିଛି।
Hh
ଚାରି ବର୍ଷ ତଳେ ଯେଉଁ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ। ଯେତେବେଳେ ଏହି ପ୍ରେମ ଖଟା ଲାଗିଥିଲେ ସେତେବେଳେ ସେ ତାଙ୍କର ସ୍ତ୍ରୀ କୁ ରାସ୍ତାରୁ ହଟାଇବାକୁ ଚାହୁଁ ଥିଲେ। ଆଉ ନିଜ ମନ ବଳାଇ ଥିଲେ କି ଯଦି ଚାହିଁବେ ତେବେ ଦୁଇ ଦୁଇ ଜଣ ପ୍ରେମିକା ନର୍ସ ମାନଙ୍କ ସହ ରହି ପାରିବେ। ସେହି ଦୁଇ ପ୍ରେମିକା ପ୍ରାଇଭେଟ୍ ମେଡିକାଲ ରେ ନର୍ସ ଭାବରେ ଚାକିରୀ କରିଥିଲେ। ପ୍ରେମ ପାଇଁ ଅନ୍ଧ ହୋଇ ଯାଇଥିଲା ସ୍ବାମୀ,
Gg
ଆଉ ସେହି ପ୍ରେମରେ ପାଗଳ ହୋଇ ନିଜ ସ୍ବାମୀଙ୍କୁ ଅନାଥେଶିଆ ଇଞ୍ଜେକସନ ଦେଇ ମାରି ଦେଇଥିଲେ। ସେମାନେ ଏହାକୁ ଆ-ତ୍ମ-ହ-ତ୍ୟା ରୂପ ଦେଇ ଦେଇଥିଲେ। ମହିଳା ଜଣକ ବୟସ ହେଉଛି ୨୬ ବର୍ଷ। ହେଲେ ସେ ନିରୀହ ସ୍ତ୍ରୀ ଜାଣି ନଥିଲା କି ତାର ସ୍ବାମୀ ତା ସହ ଏଭଳି କିଛି କରିବ ବୋଲି। ଯାହାକୁ ନେଇ ଏବେ ଫାର୍ମାସିଷ୍ଟ ସ୍ବାମୀ ଓ ତାଙ୍କର ଦୁଇଜଣ ପ୍ରେମିକା କୁ ଗିରଫ କରିଛି ପୋଲିସ।
ଆଉ ଏହି ଘଟଣା ଏବେ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଖବର ପ୍ରସାର ହେବାରେ ଲାଗିଛି। ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ଏହି ସ୍ଵାମୀ ଓ ଦୁଇଜଣ ପ୍ରେମିକା ଙ୍କୁ ଖୁବ୍ ନିନ୍ଦା କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.