Movie prime

ଦୁଇ ମାସର ଗର୍ଭବତୀ ସ୍ତ୍ରୀ କହୁଛି କିଏ ମୋ ସ୍ବାମୀ...!

 
Gg
ସ୍ବାମୀ ଏବେ ଏଭଳି କିଛି କଥା କହିଛି ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ସେ କହିଥିଲେ କି ପୋଲିସ୍ ନେଇ ଆସିଥିଲେ ବାପ ଘର ଲୋକେ ଆଉ ସ୍ତ୍ରୀ କୁ ଉଠାଇ ନେଇ ଯାଇଥିଲେ। ଏହାପରେ ଏବେ ଯେତେବେଳେ ସ୍ବାମୀ ସ୍ତ୍ରୀ ପାଖକୁ ଯାଉଛନ୍ତି ସେତେବେଳେ ତାଙ୍କର ସ୍ତ୍ରୀ ତାଙ୍କୁ ଆଦୌ ହେଲେ ମଧ୍ୟ ଚିହ୍ନି ପାରୁ ନାହାଁନ୍ତି। ଯେଉଁ ସ୍ତ୍ରୀ ଟ୍ରେନ୍ ରେ ପାଞ୍ଚଟି ବଗି ଡେଇଁ ତାଙ୍କ ପାଖକୁ ଦୌଡ଼ି ଆସୁଥିଲା ଦେଖା କରିବା ପାଇଁ,
Bb
ସେହି ସ୍ତ୍ରୀ ଏବେ ଚିହ୍ନି ପାରୁ ନାହିଁ। ଦୁହେଁ ଦୁହିଁଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଏବେ ତାଙ୍କ ସ୍ତ୍ରୀ କୁ ତାର ବାପ ଘର ଲୋକ ନେଇ ଯାଇଛନ୍ତି। ଆଉ ସ୍ତ୍ରୀ ଏବେ ନିଜର ସ୍ବାମୀକୁ ହିଁ ଚିହ୍ନି ପାରୁ ନାହିଁ। ତାଙ୍କୁ ଗୁଣି କରି ଦେଇଛନ୍ତି ତାର ବାପ ଘର ଲୋକେ। ପୋଲିସ ମଧ୍ୟ ସବୁ ଜାଣି ଶୁଣି ଜବରଦସ୍ତି ତାଙ୍କର ସ୍ତ୍ରୀ ଙ୍କୁ ଉଠେଇ ନେଇ ଯାଇଥିଲା। ଏଭଳି ଅଭିଯୋଗ ଆଣିଛନ୍ତି ଏବେ ଜଣେ ସ୍ବାମୀ।
Gv
ବିନା ପୋଲିସ ରେ ନୋଟିସ ମଧ୍ୟ ନଥାଇ ଘରକୁ ଆସିଲେ ଆଉ ବୋହୂ କୁ ଉଠାଇ ନେଇଗଲେ। ଦୁଇଜଣ କରିଥିଲେ ପ୍ରେମ ବିବାହ ଦୁହେଁ ଅଲଗା ଅଲଗା ଜାତିର ଥିଲେ ହେଲେ ହାଇଦରାବାଦ ରେ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା ପ୍ରେମ। ଝିଅର ଭାଇ କରିଥିଲା ଗୋଟେ ଦୋକାନ ଆଉ ଏହି ସ୍ବାମୀ ଜଣକ ମଧ୍ୟ କରିଥିଲେ ଗୋଟେ ଦୋକାନ। ସେଠାରେ ହିଁ ଦେଖା ସାକ୍ଷାତ ହୋଇଥିଲା ଆଉ ପ୍ରେମ ଆଗକୁ ମଧ୍ୟ ବଢିଥିଲା।
ଏହାପରେ ପ୍ରେମ ପରେ ଦୁଇଜଣ ମଧ୍ୟ ବିବାହ କରିଥିଲେ। ବିବାହ କଥା ଶୁଣିବା ପରେ ଝିଅର ବାପ ଘର ଲୋକେ ପାଞ୍ଚ ମାସ ତଳେ କେସ କରିଥିଲେ। ଏହାପରେ ସବୁକିଛି ମଧ୍ୟ ରଫା ଦଫା ହୋଇ ଯାଇଥିଲା। ଝିଅ ମଧ୍ଯ ନିଜ ଇଚ୍ଛା ରେ ବାହା ହୋଇ ଯାଇଥିଲା। ଏହାପରେ ମନ ମତାନ୍ତର ହୋଇଥିଲା ଆଉ ଝିଅକୁ ଧରି ଚାଲି ଯାଇଥିଲେ ବାପ ଘର ଲୋକେ। ଆଉ ଏବେ ସ୍ତ୍ରୀ ଚିହ୍ନି ପାରୁନି ତାର ସ୍ବାମୀ କୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.