Movie prime

ଦୁର୍ଗା ପୂଜାରେ ଆସୁଛି ବଡ଼ ବାତ୍ୟା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଅପଡେଟ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ମାଡ଼ି ଆସୁଛି ବଡ ଲଘୁଚାପ। ଦୁର୍ଗା ପୂଜାରେ ପୁଣି ବଡ ଲଘୁଚାପ। ବାତ୍ୟା ମାସରେ ପୁଣି ଆଉ ଏକ ବଡ ଲଘୁଚାପ। ଏବେ ଠାରୁ ସମସ୍ତଙ୍କ ମନରେ ସୃଷ୍ଟି ହେଲାଣି ଭୟ। ଲଘୁଚାପ ନେଇପାରେ ବଡ ବାତ୍ୟାର ରୂପ। ଦୁର୍ଗା ପୂଜାକୁ ଫିକା କରିପାରେ ବର୍ଷା। ଆସୁଛି ଆଉ ଏକ ବଡ ବାତ୍ୟା। ୨୭ ରୁ ୩ ଅକ୍ଟୋବର ଯାଏଁ ଏବଂ ଅକ୍ଟୋବର ୧୦ ଯାଏଁ ନାହିଁ ନିସ୍ଥାର। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏବେ ଠାରୁ ସତର୍କ ରହିବାକୁ ଚେତାବନୀ ଦିଆଗଲାଣି। ପୁଣି ୬ ତାରିଖରୁ ହେବ ବଡ଼ ଲଘୁଚାପ। 
Bb
ଏଥର ବର୍ଷାରେ ଭିଜିବ ଦୁର୍ଗା ପୂଜା। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସୃଷ୍ଟି ହେଇପାରେ ଲଘୁଚାପ। ୪ ରୁ ୧୦ ପର୍ଯ୍ୟନ୍ତ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। ଭାରତୀୟ ପାଣିପାଗର ସୂଚନା ଅନୁସାରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଲଘୁଚାପ ସୃଷ୍ଟି ହେଇପାରେ। ବର୍ଷାରେ ଭିଜିବ ପୂଜା। ପାର୍ବଣରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅକ୍ଟୋବରରେ ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଇପାରେ ଆଉ ଏକ ବଡ ଲଘୁଚାପ। 
Gg
ଏହାର ପ୍ରଭାବରେ ଅକ୍ଟୋବର ୪ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ବାତ୍ୟା ମାସରେ ଲଘୁଚାପ ସୃଷ୍ଟି ହେଇଥିବାରୁ ଆହୁରି ଘନୀଭୂତ ହେବ ବୋଲି ସନ୍ଦେହ ସୃଷ୍ଟି ହେଉଛି। ଦଶହରା ପୂର୍ବରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାଇ ପ୍ରଥମ ସପ୍ତାହରେ ଅର୍ଥାତ ସେପ୍ଟେମ୍ୱର ୨୭ ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଇପାରେ। 
ଏହି ସପ୍ତାହରେ ରାଜ୍ୟରେ ମୋଟାମୋଟି ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅକ୍ଟୋବର ୪ ରୁ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇପାରେ। ତେବେ ଏହି ସମୟରେ ଦୁର୍ଗା ପୂଜା ପଡୁଥିବାରୁ ପାର୍ବଣକୁ ବର୍ଷା ଫିକା କରିପାରେ ବୋଲି କୁହାଯାଉଛି।