ଦୁ-ଷ୍କ-ର୍ମ କରି କରି ଥକିଗଲା ପରେ.. ଯୁବତୀ କୁ ଗୁଳି କରି ଚାଲିଗଲା...
Oct 8, 2024, 15:37 IST
ଦୁ-ଷ୍କ-ର୍ମ କରି ଶାନ୍ତି ହେଲାପରେ ଗୁଳି ମାରିଦେଲା। ଛାତିକୁ ଗୁଳି ମାରି ହତ୍ୟା କଲା ଦୁ-ଷ୍କ-ର୍ମକାରୀ।ଘରେ ପଶି ତିନି ଜଣକୁ ଗୁଳି ମାରି ଫେରାର ହୋଇଗଲା। ପ୍ରଥମେ ଜୋର ଜବରଦସ୍ତି ଭାବରେ ଦୁ-ଷ୍କ-ର୍ମ କରିଥିଲା। ମନଭରି ଘଣ୍ଟା ଘଣ୍ଟା ଧରି ଦୁ-ଷ୍କ-ର୍ମ କରି ଚାଲିଥିଲା। କଷ୍ଟରେ ଯୁବତୀ ଜଣକ ଖୁବ୍ ଚିତ୍କାର ମଧ୍ୟ କରିବାରେ ଲାଗିଥିଲେ। ହେଲେ ନର ରୁପି ରାକ୍ଷସ କିଛି ହେଲେ ମଧ୍ୟ ଶୁଣୁ ନଥିଲା। ହାତ ଗୋଡ ବାନ୍ଧି ଦେହର ଭୋକ ମେଣ୍ଟାଉ ଥିଲା।
କାହାରି କଥାକୁ ମଧ୍ୟ ଶୁଣି ନଥିଲା। ଆଉ ଯେତେବେଳେ ପୀଡ଼ିତା ଜନଯା ମୁହଁ ଖୋଲିଥିଲେ ସେତେବେଳେ ପୂରା ପରିବାର କୁ ଗୁଳି ମାରି ଦେଇଥିଲା ଦୁ-ଷ୍କ-ର୍ମକାରୀ। ଝିଅଟି କଣ ପାଇଁ ମୁହଁ ଖୋଲିଲା ସେନେଇ ଝିଅକୁ ଧମକ ଦେଇଥିଲା ଦୁ-ଷ୍କ-ର୍ମକାରୀ। ଆଉ କହିଥିଲା କି କି ତୁ ଆଉ ବଞ୍ଚି ପାରିବୁ ନାହିଁ। ହେଲେ ଏହା କେବଳ ଧମକ ନଥିଲା ବରଂ ସେ ଏହା କରି ଦେଖାଇ ଦେଇଥିଲା ଅଭିଯୁକ୍ତ ଦୁ-ଷ୍କ-ର୍ମକାରୀ ଜଣକ।
କାହାରିକୁ ହେଲେ ମଧ୍ୟ ସେ ଛାଡ଼ିଲା ନାହିଁ। ଘରେ ପଶି ଜଣ ଜଣକୁ ଗୁଳି କରି ଦେଇଥିଲା। ଅଭିଯୁକ୍ତର ନାମ ହେଉଛି ଭୋଲା।୧୭ ବର୍ଷର ଝିଅକୁ ବାରମ୍ବାର କରିଥିଲା ଦୁ-ଷ୍କ-ର୍ମ। ଯେତେ ସେ ଚିତ୍କାର କରିଥିଲେ ମଧ୍ୟ ତାକୁ ଛାଡି ନଥିଲା। ଅଭିଯୋଗ ମୁତାବକ ମଧ୍ୟପ୍ରଦେଶର ଛତ୍ରପୁର ରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ଅଭିଯୁକ୍ତ ନାମରେ ମଧ୍ୟ ଦୁଇ ବର୍ଷ ହେବ ଏକ ମମଲା ରୁଜୁ ହୋଇ ସାରିଥିଲା।
ଏହାପରେ ପୋଲିସ ଅଭିଯୁକ୍ତ କୁ ଖୋଜି ବୁଲୁଥିଲା।ବାରମ୍ବାର ପୀଡ଼ିତା ଙ୍କ ପରିବାର ଲୋକଙ୍କୁ ସେ ଧମକ ଦେଇ ଆସୁଥିଲା। ଏହାପରେ ତାଙ୍କୁ ଥାନାରୁ କେସ ଉଠାଇବା ପାଇଁ କହିଥିଲା। ହେଲେ ପୀଡ଼ିତା ଙ୍କ ପରିବାର ଲୋକ ଏଭଳି କରିବେନି ବୋଲି ବାରଣ କରି ଦେଇଥିଲେ। ଏହାପରେ ତାଙ୍କର ପରିବାର ଲୋକ ଙ୍କ ଉପରେ ଗୁଳି ଚଳାଇ ସେଠାରୁ ଫେରାର ହୋଇ ଯାଇଥିଲା। ଏବେ ପୋଲିସ ତାକୁ ଖୋଜି ବୁଲୁଛି।

