Movie prime

ଏ ସରକାର ଓଡ଼ିଆ ଅସ୍ମିତା ଛାଡ଼ି ଆମଦାନୀ ନୀତିରେ ମାତିଛି...

 
5g
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ରାଜନୀତିକୁ ନେଇ ଆସୁଥିବା ଖବର ବିଷୟରେ କିଛି ସୂଚନା ପାଇପାରିବେ । ବିଜେଡି ବିଧାୟକ ଅରୁଣ ସାହୁ କିଛି କଥା କହିଛନ୍ତି । ଏବେ ସାରା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଛି । ଆଉ ଏବେ ଓଡ଼ିଆ ଅସ୍ମିତାକୁ ନେଇ କିଛି କଥା ଆସୁଛି । ଏହି ବିଷୟରେ ବିଧାୟକ ଅରୁଣ ସାହୁ କହିଛନ୍ତି । ଓଡ଼ିଆ ଅସ୍ମିତାର ଧାରକ ହେଉଛନ୍ତି ବିଜେଡି ଦଳ ।
Gg
ଆଉ ଡବଲ ଇଞ୍ଜିନ ହେଉଛି ଦୁଇଟି ମୁହଁ ନୀତି । ଡବଲ ଇଞ୍ଜିନ ଏବେ ଏଭଳି ସବୁ କାମ କରୁଛି ତାକୁ ଏତେ ବୁଦ୍ଧି ଦେଉଛି କିଏ । ଡବଲ ଇଞ୍ଜିନ ସରକାର ନାରା ଦେଇଛନ୍ତି ରାସ୍ତାଘାଟ, ଜଳସେଚନ, ଘରଦ୍ୱାର ଏବଂ ସବୁକିଛି ଦେଖିବ । ମହାପୁରୁଷ ଜନ୍ମଦିନରେ ଛୁଟି ହେବ ବୋଲି କହୁଛ । ମାର୍ଚ୍ଚ ୫ ତାରିଖରେ ଛୁଟି କରିବ ବୋଲି କହିଥିଲ କିନ୍ତୁ ଏହାକୁ ପୂର୍ବ ରାତିରେ ବନ୍ଦ କରିଦେଉଛ । ଆଉ ଏହି ସବୁ ଓଡ଼ିଆ ଅସ୍ମିତାକୁ ନଷ୍ଟ କରୁଛି । ବିଜୁ ସରକାର ହେଉଛି ଓଡ଼ିଆ ଅସ୍ମିତାର ପରିଚୟ । 
Gg
ବିଜୁ ବାବୁ ହେଉଛନ୍ତି ଓଡ଼ିଆ ଅସ୍ମିତାର ପରିଚୟ । ଏବେ ଯେଉଁ ନୀତି କରୁଛନ୍ତି ଡବଲ ଇଞ୍ଜିନ ସରକାର ତାହାର ଦୁଇଟି ମୁହଁ । ଲୋକମାନେ ଏବେ କ୍ରୋଧିତ ହୋଇଗଲେଣି । ଏହି ବୁଦ୍ଧି ତାଙ୍କୁ ଦେଉଛି କିଏ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ଏହାସହ ସେ କହିଛନ୍ତି ଏହି ବୁଦ୍ଧି ହେଉଛି ଆମଦାନୀ ବୁଦ୍ଧି ଆଉ ଏହା ଗୁଜୁରାଟ ଆଡୁ ଆସୁଛି । ଯେତେବେଳେ ରାଜନୀତି ଚିନ୍ତାଧାରା ଦେବାଳିଆ ହୋଇଯିବ ସେତେବେଳେ ଏଭଳି ଚିନ୍ତାଧାରା ଆସିଥାଏ ।
ଏହି ଈର୍ଷା, ପରସିକାତରତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ମହିଳା ମାନଙ୍କୁ ସଂରକ୍ଷଣ , ହରିଜନଙ୍କୁ ସଂରକ୍ଷଣ ବଢାଇଲେ, ପଞ୍ଚାୟତିରାଜ କରିଲେ, ଏହାପରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ କରାଯିବ ବୋଲି ସରକାର କହିଲେ । କିନ୍ତୁ ଏବେ ଏହାକୁ ପାଳନ କରିବାକୁ ମନା କରୁଛନ୍ତି ଡବଲ ଇଞ୍ଜିନ ସରକାର । ପଞ୍ଚାୟତ ରାଜ ଦିବସ ବିଜୁବାବୁ ଜୟନ୍ତୀ ଭାବରେ ପାଳନ ହୋଇଥାଏ । ୧୯୯୪ ମସିହାରୁ ଏହା ପାଳନ ହେଉଛି । ଏହାକୁ ଏବେ ବନ୍ଦ କରିଦେଲେ ଓଡ଼ିଶାର ଲୋକମାନେ କ୍ରୋଧିତ ହୋଇ ଯାଉଛନ୍ତି । ଏହାକୁ ବନ୍ଦ କର ବୋଲି ଏବେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ।

Around The Web