Movie prime

ଏଇ ଝିଅ ପାଇଁ ବନ୍ଧା ହେଇଗଲା ଆତଙ୍କବାଦୀ କସାବ...ଦେଖନ୍ତୁ ସେଦିନ ର କେମିତି ହେଇଥିଲା ପୁରା ଘଟଣା...

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଆଉ କିଛି ବିଷୟରେ ସୂଚନା ପାଇପାରିବେ । ଜଣେ ମହିଳାଙ୍କୁ ଗୁଳି ମରା ଯାଇଥିଲା । ନଭେମ୍ବର ମାସ ୨୬ ତାରିଖ ୨୦୦୮ ମସିହାରେ ଏହି ଯୁବତୀ ଜଣଙ୍କ ଉପରେ ଗୁଳି ଚଲା ଯାଇଥିଲା । ଏହି ଯୁବତୀ ଜଣଙ୍କ ଦେହରେ ଗୁଳି ବାଜିଥିଲା କିନ୍ତୁ ସେ ବଞ୍ଚି ଯାଇଥିଲେ । ତାଙ୍କୁ ଯିଏ ଗୁଳି ମାରିଥିଲା ତାଙ୍କୁ ସେ ଚିହ୍ନଟ କରି ଦେଇଥିଲେ । ଏହି ଯୁବତୀ ଜଣକ ହେଉଛନ୍ତି ଦେବୀକା ।
Gg
ଦେବୀକା ଋତୁୱାନ ଏହି ଆତଙ୍କବାଦୀ କସାବଙ୍କୁ ଚିହ୍ନଟ କରି ଦେଇଥିଲେ । ଦେବୀକା ସେତେବେଳେ ବଞ୍ଚି ଯାଇଥିଲେ ସିନା କିନ୍ତୁ ସେ ଏବେବି କାନ୍ଦୁଛନ୍ତି । ଏବେ ଦେବିକା ସେହି ରାତିର ଘଟଣାକୁ ଭୁଲି ପାରୁନାହାନ୍ତି । ଦେବିକା ସେହି ରାତିରେ ଘଟିଥିବା ଘଟଣା ବିଷୟରେ ମନେ ପକାଇଲେ ତାଙ୍କ ଦେହ ଅସ୍ତବ୍ୟସ୍ତ ହୋଇଯାଉଛି । ଏହି ଘଟଣା ଘଟିଥିଲା ୨୦୦୮ ମସିହାରେ ଆଉ ଆଜି ହେଉଛି ୨୦୨୪ ମସିହା । ଏହି ଘଟଣାକୁ ୧୬ ବର୍ଷ ବିତିଯାଇଛି । ଏହି ଘଟଣା ଘଟିବା ବେଳେ ଦେବିକାଙ୍କୁ ମାତ୍ର ୯ ବର୍ଷ ହୋଇଥିଲା । ଦୁନିଆକୁ ଭଲରେ ବୁଝି ନଥିବା ବେଳେ ତାଙ୍କ ସହିତ ଘଟିଥିଲା ଏଭଳି ଘଟଣା ।
Gg
ଏହି ଘଟଣା ସମୟରେ ଯୁବତୀ ଜଣଙ୍କ ଦେହରେ ଗୁଳି ବାଜିଥିଲା । ମୁମ୍ବାଇ ସହରରେ ୨୦୦୮ ମସିହାରେ ହୋଇଥିବା ଆତଙ୍କବାଦୀ ହାମଲାରେ ଏହି ପୀଡ଼ିତା ଦେବୀକା ଆତଙ୍କବାଦ ଅଜମର କରିଥିବା କସାବଙ୍କୁ ଚିହ୍ନଟ କରିଥିଲେ । ସେ ଏହି ଘଟଣାର ମୁଖ୍ୟ ସାକ୍ଷୀ ଅଟନ୍ତି । ଛତ୍ରପତି ଶିବାଜୀ ମହାରାଷ୍ଟ୍ର ଟର୍ମିନାଲରେ ପୋଲିସ ଆଉ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ହାମଲାର ଶିକାର ହୋଇଥିଲେ ଦେବିକା । ସେଦିନ ଦେବିକାଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଆଉ ଏବେ ଦେବିକାଙ୍କୁ ୨୫ ବର୍ଷ । 
ସେଦିନ ଯାହା ସବୁ ଘଟିଥିଲା ସେଦିନର ସବୁ କଥା ସେ ମନେ ରଖିଛନ୍ତି । ସେ ଆଉ ତାଙ୍କ ବାପା ଆଉ ଭାଇ ତାଙ୍କ ବଡ ଭାଇଙ୍କୁ ଦେଖା କରିବାକୁ ପୁନେ ଯାଉଥିଲେ । ଆଉ ସେ ବାନ୍ଦ୍ରାରେ ପହଞ୍ଚିବା ପରେ ଏଭଳି ଘଟଣା ଘଟିଥିଲା । ଏହି ଘଟଣାରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା ଆଉ ଏବେ ମଧ୍ୟ ତାଙ୍କ ଗୋଡ ଯନ୍ତ୍ରଣା ହେଉଛି । ଏହି ଯୁବତୀ ଜଣକ କହିଛନ୍ତି ସେ ଆଉ ତାଙ୍କ ବାପା ଆତଙ୍କବାଦୀଙ୍କୁ ଦେଖିଥିଲେ । ଆଉ ଏହି ବିଷୟରେ ସେ ସବୁ କଥା କହିଥିଲେ । ଏବେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି ।