Movie prime

ବଜାରକୁ ଆସିଲା ଇଲେକ୍ଟ୍ରୋନିକ ଲୁଣ ଚାମଚ୍ ଏହାର ବ୍ୟବହାର ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Vb
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ବନ୍ଧୁଗଣ ଆପଣ ଇଲେକ୍ଟ୍ରିକୁକୁର, ଇଲେକ୍ଟ୍ରିବସ ବିଷୟରେ ଜାଣିଥିବେ। କିନ୍ତୁ ଆପଣ ମାନେ ହୁଏତ ଇଲେକ୍ଟ୍ରିବସ ବିଷୟରେ ଜାଣିନଥିବେ। ଏବେ ମାର୍କେଟକୁ ଆସିଯାଇଛି ଇଲେକ୍ଟ୍ରିଚାମଚ। ଲୁଣ ବ୍ୟବହାର କମାଇବା ପାଇଁ ଜାପାନାର ଏକ ଡ୍ରୀଙ୍କସ କମ୍ପାନୀ ଗ୍ରୀନ ହୋଲ୍ଡିଂସ ଏକ ନୂଆ ଚାମଚ ଆଣିଛି। 'ଇଲେକ୍ଟ୍ରିଲୁଣ ଚାମଚ' ନାମକ ଏହି ଚାମଚ ପ୍ଲାଷ୍ଟିକ ଏବଂ ଧାତୁରେ ତିଆରି ହୋଇଛି।
Hh
ଏହାର ଓଜନ ୬୦ ଗ୍ରାମ ଏଵଂ ଏହା ରିଚାର୍ଜେବଲ ଲିଥିୟମ ବ୍ୟାଟେରୀ ଦ୍ୱାରା ଚାଲିଥାଏ।ଏହି ଚାମଚକୁ ବ୍ୟବହାର କରିବା ପାଇଁ ଏକ ସୁଇଜ ଦିଆଯାଇଛି। ଯେତେବେଳେ ଚାମଚକୁ ଖାଦ୍ୟ ସହିତ ପାଟିରେ ରଖିବେ ସେଥିରେ ଏକ ପତଳା ବିଦ୍ୟୁତ କ୍ଷତ୍ରେ ସୃଷ୍ଟି ହୁଏ। ଯାହା ଜିଭରେ ସ୍ଵାଦ ସୃଷ୍ଟି କରୁଥିବା ଅଣୁଗୁଡ଼ିକୁ ବଢ଼ାଇଥାଏ ଏଵଂ ଆପଣଙ୍କୁ ଖାଦ୍ୟରେ ଲୁଣର ସ୍ଵାଦ ଅନୁଭବ ହେବ।
ଖାଦ୍ୟର ଲୁଣନଥିଲେ ବି ଯେତେବେଳେ ଆପଣ ଏହି ଚାମଚରେ ଖାଇବେ ସେତେବେଳେ ଆପଣଙ୍କୁ ଖାଦ୍ୟରେ ଲୁଣର ସ୍ଵାଦ ଅନୁଭବ ହେବ। ଏହି ଚାମଚ ଦ୍ୱାରା ଆପଣ ସୁପ, ଭାତ, ନୁଡଲ୍ସ ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇପାରିବେ। ଏହି ଚାମଚ ଆପଣଙ୍କ ଲୁଣର ବ୍ୟବହାରକୁ ବହୁ ମାତ୍ରାରେ କମ୍ କରିବ।
ଗବେଷକ ମାନଙ୍କ କହିବା ଅନୁସାରେ ଏହି ଚାମଚରେ ଖାଦ୍ୟ ଖାଇଲେ ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ରହିବ। ମେ ମାସରେ ପ୍ରାୟ ୨୦୦ ଇଲେକ୍ଟ୍ରିକଚାମଚ ବିକ୍ରି ପାଇଁ ତିଆରି କରାଯାଇଛି। ଜୁନ ମାସରେ ରିଟେଲ ଷ୍ଟୋରରେ ଏହି ଚାମଚ୍ ସେଲ୍ ପାଇଁ ଉପଲବ୍ଧ ହେବ। କୁହାଯାଉଛି ବହୁତ ଶୀଘ୍ର ଏହି ଚାମଚ ଭାରତରେ ଉପଲବ୍ଧ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.