ଏମିତି ଏକ ଅଜବ ଗାଁ ଯେଉଁଠି ରାତି ପାହିଲେ ସ୍ତ୍ରୀ ବଦଳାଏ ସ୍ୱାମୀ
Oct 1, 2024, 16:42 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଗାଁ ବିଷୟରେ ଜାଣିବେ ଯେଉଁ ଗାଁରେ ଏବେବି ଦ୍ରୌପଦୀ ପ୍ରଥା ଚାଲିଛି । ଏହି ଗାଁରେ ରାତି ପାହିଲେ ସ୍ଵାମୀ ବଦଳାନ୍ତି ସ୍ତ୍ରୀମାନେ । ଏହି କଥା ବେଆଇନ ନୁହେଁ ବରଂ ଏହା ଏକ ପ୍ରଥା । ଭାରତର ଏଠାରେ ଆଜିବି ଚାଲୁଛି ମହାଭାରତର ଦ୍ରୌପଦୀ ପ୍ରଥା । ଏହି ପ୍ରଥା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ପରିବାରର ବଡ ପୁଅ ଯାହାକୁ ବାହା ହେବେ ତାଙ୍କ ସ୍ତ୍ରୀ ତାଙ୍କର ଅନ୍ୟ ଭାଇଙ୍କର ସ୍ତ୍ରୀ ହେବେ । ଏହା ବେଆଇନ ନୁହେଁ ଏହା ହେଉଛି ଗାଁର ପ୍ରଥା ବୋଲି ଏବେ ଏହାକୁ ଲୋକମାନେ ମାନି ନେଉଛନ୍ତି । ମହିଳା ଜଣକ ସହିତ ଯିଏ ରୁମରେ ସମୟ ବିତାଇବ ସେ ବାହାରେ ଟାଙ୍ଗିବ ଟୋପି । ଏହି କାରଣରୁ ଯେଉଁ ଭାଇ ରୁମ୍ ଭିତରେ ଥିବେ ତାହା ଜଣା ପଡ଼ିଯିବ । ଭାରତରେ ଆଜିବି ଚାଲିଛି ଦ୍ରୌପଦୀ ପ୍ରଥା । ଯେଭଳି ମହାଭାରତରେ ଦ୍ରୌପଦୀ ପାଣ୍ଡବଙ୍କ ସହିତ ବିବାହ କରିଥିଲେ ।
ଭୁଲ ବୁଝାମଣା ପାଇଁ ଦ୍ରୌପଦୀଙ୍କୁ ପାଞ୍ଚ ଜଣ ସ୍ଵାମୀ ମିଳିଥିଲେ କିନ୍ତୁ ସେମିତି ଏହି ଗାଁର ମହିଳାମାନେ କରିଥାନ୍ତି । ସେମାନେ ପ୍ରତିଦିନ ସ୍ଵାମୀ ବଦଳାଇ ଥାଆନ୍ତି । ହିମାଚଳପ୍ରଦେଶରେ ଗୋଟିଏ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଏଭଳି ସ୍ଵାମୀ ବଦଳେଇ ଥାଆନ୍ତି । ସେମାନେ ପ୍ରତିଦିନ ଜଣେ ଜଣେ ପୁରୁଷଙ୍କୁ ବିବାହ କରନ୍ତି । ହିମାଚଳ ପ୍ରଦେଶର ସିରାମଲ୍ ଜିଲ୍ଲାରେ ଏହି ପ୍ରଥା ପାଳନ କରାଯାଏ । ଏହି ପ୍ରଥାର ନାମ ହେଉଛି ଯୋଡ଼ିଦାର ପ୍ରଥା । ଏହି ପରମ୍ପରାରେ ବଡ ଭାଇ ଯାହାକୁ ବିବାହ କରିବେ ତାଙ୍କୁ ସାନ ଭାଇମାନେ ବିବାହ କରିବେ ।
ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ ରାଜ୍ୟରେ ଏହିସବୁ ପ୍ରଥା ଏବେବି ଚାଲିଛି । ଭାରତ ବାହାରେ ମଧ୍ଯ ଏହି ପରମ୍ପରା ଚାଲିଛି । ଭାରତ ବାହାର ତିବତ୍ତରେ ଏହି ପରମ୍ପରା ଚାଲିଛି । ଅନେକ
ପରିବାର ଏହି ପରମ୍ପରା ପାଳନ କରୁଛନ୍ତି । ମହିଳାମାନେ ବହୁତ କଷ୍ଟରେ ଏହି ପରମ୍ପରା ପାଳନ କରନ୍ତି । ଘରର ବଡ ପୁଅ ଯେଉଁ ମହିଳାଙ୍କ ବିବାହ କରନ୍ତି ସାନ ଭାଇମାନେ ତାଙ୍କୁ ବିବାହ କରନ୍ତି । ଆଉ ତାଙ୍କର ସନ୍ତାନ ହେଲେ ବଡ ଆଉ ବଡ ଭାଇର ବୋଲି ଜଣା ପଡ଼ିଥାଏ । ସମ୍ପତ୍ତିର ଭାଗ ହେବ ନାହିଁ ବୋଲି ଏଭଳି ପ୍ରଥା ରହିଛି ବୋଲି ଜଣାପଡ଼ୁଛି ।