Movie prime

ଏମିତି ରଙ୍ଗ ଖେଳୁଥିଲେ ଅନୁଭବ-ଜାଗ୍ରତୀ ଦେଖି ସମ୍ଭାଳି ପାରିଲେନି ବର୍ଷା ଆଉ ତାପରେ

 
Cf
ଜାଗୃତି ଙ୍କ ସହ ରଙ୍ଗ ଖେଳିଲେ ଅନୁଭବ ମହାନ୍ତି। ଏପଟେ ଓଡ଼ିଆ ହିରୋଙ୍କ ଦେହରେ ରଙ୍ଗ ଲଗାଇଲେ ବର୍ଷା ପ୍ରିୟଦର୍ଶିନୀ। ଗୋଟେ ପଟେ ଅନୁଭବ ମହାନ୍ତି ନୂଆ ନୂଆ ବାହା ହୋଇଥିବା ଜାଗୃତି ଙ୍କ ସହ ଫଟୋ ଉଠାଇଛନ୍ତି। ଅନ୍ୟ ପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ଯିଏକି ଓଡ଼ିଆ ହିରୋ ଙ୍କ ସହ ଏଭଳି ଭାବରେ ହୋଲି ଖେଳି ଖେଳି ଫଟୋ ଉଠାଇ ଥିବାର ଦେଖିବାକୁ ମିଳିଛି। ଏବେ ଏଭଳି ଫଟୋ ସବୁ ହୋଲି ଅବସରରେ ଭାଇରାଲ ହେବାରେ ଲାଗିଛି।
Gc
ଯେଉଁ ଫଟୋ ରେ ଗୋଟେ ପଟେ ଅନୁଭବ ମହାନ୍ତି ହୋଲି ଖେଳିଥିବା ବେଳେ ବର୍ତ୍ତମାନ ଆଉ ଏକ ଫଟୋ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଏହି ହୋଲି ଖେଳିଥିବା ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ଏବେ ଅଲଗା ଅଲଗା ହୋଲି ଖେଳିଲେ ବର୍ଷା ଆଉ ଅନୁଭବ। ଯେଉଁ ସ୍ୱାମୀ ସ୍ତ୍ରୀ ଦିନେ ମିଶିକି ରଙ୍ଗର ପର୍ବ କୁ ପାଳନ କରୁଥିଲେ ସେହି ସ୍ୱାମୀ ସ୍ତ୍ରୀ ଙ୍କ ରଙ୍ଗ ଏବେ ଅନ୍ୟ କାହା ହାତରେ ଲାଗିବାକୁ ଯାଉଛି।
Gg
ଦିନଥିଲା ବର୍ଷା ଅନୁଭବ ଙ୍କ ରଙ୍ଗ ଲଗାଇ ଥିଲେ ହେଲେ ଆଜି ସେ ଏହି ଓଡ଼ିଆ ଅଭିନେତାଙ୍କ ରଙ୍ଗ ଲଗାଇ ଥିବା ଦୃଶ୍ୟ ସାମ୍ନା କୁ ଆସିଛି। ସେଭଳି ଭାବରେ ଏବେ ଜାଗୃତି ଙ୍କ ଦେହରେ ରଙ୍ଗ ଲଗାଇଛନ୍ତି ଅନୁଭବ ମହାନ୍ତି। ଏହି ଫଟୋ ମଧ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଏବେ ଏହା କହୁଛନ୍ତି କି ଏହି ରଙ୍ଗର ପର୍ବ ଦୁହିଁଙ୍କ ପାଇଁ ଏବେ ସବୁକିଛି ଅଲଗା କରିଦେଲା ବୋଲି।
ଯେଉଁ ରଙ୍ଗ ବର୍ଷା ଓ ଅନୁଭବ ଙ୍କୁ ଏକ କରିଥିଲା ଆଜି ସେହି ରଙ୍ଗ ହିଁ ଜଣେ ଅନ୍ୟ ଜଣକ ଠାରୁ ଅଲଗା କରି ଦେଇଥିଲା। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଥିଲା। ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ଆଉ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.