ଏକ୍ସପୋଜ ହେଲା ପୋଲିସ୍ ବାବୁଙ୍କ ରୋମାନ୍ସ ରାତି ହେଲେ ଏହି ମହିଳାଙ୍କ ଠାରୁ ଦେହ ଗରମ କରୁଥିଲେ IIC
Feb 27, 2025, 11:15 IST

ମହଙ୍ଗା ପଡିଲା ପୋଲିସ ବାବୁଙ୍କ ପ୍ରେମ ଲୀଳା। ମହିଳାଙ୍କ ଇଜ୍ଜତ ସହ ଖେଳୁଥିଲେ ସଂପୃକ୍ତ ଆଇଆଇସି ବାବୁ। ସାମ୍ନା କୁ ଆସିଲା ପୋଲିସ ବାବୁଙ୍କ ରାସଲୀଳା। ବିବାହର ପ୍ରତିଶୃତି ଦେଇ ପୋଲିସ ବର୍ଦି ପିନ୍ଧି ପ୍ରେମରେ ଉବୁଟୁବୁ ହେଉଥିଲେ ପୋଲିସ ବାବୁ। ରସିକିଆ ପୋଲିସ ବାବୁଙ୍କ ରୋମାନ୍ସ କୁ ସମସ୍ତଙ୍କ ସାମ୍ନା କୁ ନେଇ ଆସିଥିଲେ ମହିଳା ହୋମଗାର୍ଡ। ଅପରାଧୀ ହୋଇ ଏବେ ପୋଲିସ ଗାଡ଼ିରେ ବସିଛନ୍ତି ପୋଲିସ ବାବୁ।

ରକ୍ଷକ ସାଜି ଯାଇଛନ୍ତି ଭକ୍ଷକ ମହଙ୍ଗା ପଡିଲା ପୋଲିସ ବାବୁଙ୍କ ପ୍ରେମ ଲୀଳା। ବିବହାର ପ୍ରତିଶ୍ରୁତି ଦେଇ ମହିଳା ହୋମ ଗାର୍ଡ ଙ୍କ ସହ ରଖୁଥିଲେ ଶାରୀରିକ ସମ୍ପର୍କ। ରାତି ହେବା ମାତ୍ରେ ହୋମ ଗାର୍ଡ ଙ୍କୁ ପାଖକୁ ଡାକୁ ଥିଲେ। ଏହାପରେ ଶାରୀରିକ ସମ୍ପର୍କ ରଖୁଥିଲେ। ହେଲେ ଏହା ଦିନେ କି ଦୁଇଦିନ ନୁହେଁ ଏମିତି ଅନେକ ଦିନ ଧରି ସମ୍ପର୍କ ରଖି ଆସୁଥିଲେ ପୋଲିସ ବାବୁ। ପୋଲିସ ବାବୁ ଜଣକୁ ଘାରି ଥିଲା ପ୍ରେମ ନିଶା।

ସବୁଦିନ ବର୍ଦ୍ଦି ପିନ୍ଧି ଥାନା କୁ ଆସି ମହିଳା ହୋମ ଗାର୍ଡ ଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ସେ ଥିଲେ ଆଇଆଇସି ତପନ ନାହାକ। ନିଜ ଡିପର୍ଟମେଣ୍ଟ ର ଜଣେ ମହିଳା ହୋମ୍ ଗାର୍ଡ ଙ୍କ ସହ ଚାଲିଥିଲା ତାଙ୍କର ପ୍ରେମ ସମ୍ପର୍କ। ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ଯ ରଖୁଥିଲେ। ହେଲେ ଏହାପରେ ସେ ବିବାହ କରିବା ପାଇଁ ମନା କରି ଦେଇଥିଲେ। ଯାହା ଫଳରେ ମହିଳା ହୋମ ଗାର୍ଡ ଜଣକ ନିରୁପାୟ ହୋଇ ଯାଇଥିଲେ।
ନ୍ୟାୟ ପାଇଁ ସେ ଜଗତସିଂହପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଜଗତସିଂହପୁର କୁଜଙ୍ଗ ଥାନାର ଆଇଆଇସି ତପନ ନାହାଲ ଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆସିଛି ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।