ବାହାଘର ଠିକ୍ ହେଲା ପରେବି ରଖୁଥିଲା ଶାରୀରିକ ସଂପର୍କ ଦେଖନ୍ତୁ ଆସିଲା ବଡ଼ ଖବର
Updated: Aug 22, 2024, 19:54 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜଣେ ଝିଅ ଆଣିଛନ୍ତି ଜଣେ ବ୍ୟକ୍ତିଙ୍କ ବିଷୟରେ ତାହା ଜାଣିପାରିବେ । ଆପଣମାନେ ଆଜିକାଲି ସମାଜରେ ଅନେକ ଘଟଣା ଘଟୁଛି ଯାହା ଜାଣି ପାରୁଛନ୍ତି । ଏବେ ଜଣେ ଯୁବତୀ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯାହା ଶୁଣିଲେ ଆପଣ ବି କାନ୍ଦି ପକାଇବେ । ଏବେ ଜଣେ ଯୁବତୀ ତାଙ୍କ ପ୍ରେମିକ ବିଷୟରେ କହିଛନ୍ତି । ଏହି ଯୁବତୀ ଜଣକ ଯାହାକୁ ଭଲ ପାଉଥିଲେ ସେ ଏବେ ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି ।
ଏହି ଯୁବତୀ ଜଣକ ଜଣେ ଯୁବକଙ୍କୁ ବହୁତ ଭଲ ପାଉଥିଲେ । ଆଉ ସେ ତାଙ୍କ ପାଖକୁ ଆସିଥାନ୍ତି । ଆଉ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥାନ୍ତି । ଏହି ଯୁବକ ଜଣକ ନିଶା ସେବନ କରନ୍ତି । ଆଉ ସେ ଜୋମାଟୋ କାମ କରୁଥିଲେ । ଯେତେବେଳେ ସେ ଯୋମାଟୋ କାମ କରୁଥିଲେ ସେତେବେଳେ ସେ ତାଙ୍କ ସହିତ ଖରାପ କାମ କରିଥିଲେ । ଏହି ଯୁବତୀ ଜଣକ ଚାକିରୀ କରୁଥିଲେ । ଆଉ ସେ ଭଡ଼ାଘରେ ରହୁଥିଲେ । ଭଡ଼ାଘରେ ରହୁଥିବା ଯୋଗୁଁ ଏହି ଯୁବକ ଜଣକ ତାଙ୍କ ପାଖକୁ ଯାଇଥାନ୍ତି । ଏହାପରେ ତାଙ୍କ ସହିତ ଏଭଳି କାମ କରନ୍ତି ।
ଏହି ଯୁବତୀ ଜଣକ ଗ-ର୍ଭ-ବ-ତୀ ମଧ୍ଯ ହୋଇଥିଲେ । ଆଉ ଏହି ଯୁବକ ଜଣକ ତାଙ୍କୁ ମେଡିସିନ ଦେଇ ନଷ୍ଟ କରିବାକୁ କହିଥିଲେ । ଏହି ଯୁବତୀ ଜଣକ ନଷ୍ଟ କରିବେ ନାହିଁ ବୋଲି କହିଥିଲେ । ଯୁବତୀ ଜଣକ ଅନେକ ଥର ତାଙ୍କ ପ୍ରେମିକଙ୍କୁ ତାଙ୍କ ଘରେ ତାଙ୍କ ବିଷୟରେ କହିବାକୁ କହିଥିଲେ କିନ୍ତୁ ଏହି ପ୍ରେମିକ ଜଣକ ତାଙ୍କ ଘରେ ଜଣାଇ ନଥିଲେ । ଏହି ଯୁବତୀ ଜଣକ ଥରେ ନୁହେଁ ଦୁଇଥର କି ତିନିଥର ଗ-ର୍ଭ-ବ-ତୀ ହୋଇଥିଲେ କିନ୍ତୁ ଏହି ଯୁବକ ଜଣକ ତାଙ୍କର ଗର୍ଭ ନଷ୍ଟ କରିବାକୁ କହୁଥିଲେ । ଏହି ଯୁବକ ଜଣକର ବିବାହ ଠିକ୍ ହୋଇଥିଲା ।
ସେଥିପାଇଁ ସେ ଘରକୁ ଯାଇଥିଲେ । ସେ ଘରକୁ ଯିବା ପୂର୍ବରୁ ଏକାଠି ଦେଖା ହୋଇଥିଲେ । ଆଉ ଏହି ଯୁବକ ଜଣକ କହିଥିଲା କି ସେ ଘରେ ଠିକ୍ କରିଥିବା ଯୁବତୀଙ୍କୁ ବିବାହ କରିବା ପରେ ଏହି ଯୁବତୀ ଜଣଙ୍କୁ ଭୁବନେଶ୍ୱର ଆସି ବିବାହ କରିବେ ବୋଲି କହିଥିଲେ । ଏହାପରେ ଯୁବତୀ ଜଣକ ଏହାକୁ ବାଧା ଦେଇଥିଲେ । ଯୁବକ ଜଣଙ୍କର ଘରଲୋକେ ଏହି ଯୁବତୀ ଜଣଙ୍କୁ ମାରଧର ସହ ଧମକ ଦେଇଥିଲେ । ଏବେ ଏହି ଯୁବକ ଜଣଙ୍କର ବିବାହକୁ ରୋକି ଦେଇଥିଲେ ଯୁବତୀ ଜଣକ । ଏବେ ଏହି ଯୁବତୀ ଜଣକ ସେହି ଯୁବକଙ୍କୁ ହିଁ ବିବାହ କରିବାକୁ ଚାହୁଁଛନ୍ତି । ଆଉ ତାଙ୍କ ସହିତ ରହିବାକୁ ଚାହୁଁଛନ୍ତି । ଏବେ ଏହି ଘଟଣାର ମୋଡ କଣ ହେଉଛି ତାକୁ ହିଁ ଅପେକ୍ଷା ।