Movie prime

ବିଶ୍ୱକପ ଜିତିବା ପରେ ମଧ୍ୟ ରୋହିତ ଶର୍ମାଙ୍କ ଏହି ସ୍ବପ୍ନ ରହିଛି ଅଧୁରା ଜାଣନ୍ତୁ କଣ

 
Ff
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣିପାରିବେ । ଆପଣମାନେ ଅନେକ କ୍ରିକେଟରଙ୍କୁ ଜାଣିଥିବେ । ଆପଣମାନେ ସମସ୍ତେ କ୍ରିକେଟର ରୋହିତ ଶର୍ମାଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣକ ବହୁତ ସୁନ୍ଦର ଖେଳ ପ୍ରଦର୍ଶନ କରନ୍ତି ।
Gg
ଏହି ଖେଳାଳି ଜଣକ ଭାରତ ଦଳ ପାଇଁ ଅନେକ କିଛି କରିଛନ୍ତି । ଏବେ ନିକଟରେ ଭାରତୀୟ ଦଳ ବିଶ୍ୱକପ୍ ଟ୍ରଫି ହାତେଇଛି । ଏବେ ଖବର ଆସୁଛି କି ରୋହିତ ଶର୍ମା ବିଶ୍ୱକପ୍ ଭାରତକୁ ଜିତାଇବା ପରେ ମଧ୍ୟ ସେ ଖୁସି ନାହାଁନ୍ତି । ଏବେବି ଅଧୁରା ଅଛି କ୍ରିକେଟର ରୋହିତ ଶର୍ମାଙ୍କ ସ୍ବପ୍ନ । ଏବେ ପ୍ରଶ୍ନ ଆସୁଛି କି ବିଶ୍ୱକପ୍ ଜିତିବା ପରେ ମଧ୍ୟ କାହିଁକି ଖୁସି ନାହାଁନ୍ତି ରୋହିତ ? ପୂରଣ ହେବ କି ହିଟ ମ୍ୟାନଙ୍କ ଏହି ସ୍ବପ୍ନ । ୨୯ ଜୁନ ୨୦୨୪ ଏହି ତାରିଖ ସବୁଦିନ ପାଇଁ କ୍ରିକେଟରଙ୍କ ମନେ ରହିଛି ।
Vh
ଏହି ଦିନ ଭାରତୀୟ ଟିମ୍ ସାଉଥ୍ ଆଫ୍ରିକାକୁ ହରାଇ ବିଶ୍ୱକପ୍ ନିଜ ହାତକୁ ଆଣିଥିଲା ଭାରତୀୟ ଟିମ୍ । ଆଇସିସି ଟ୍ରଫି ଜିତିଥିଲା ଭାରତ । ଏହା ପୂର୍ବରୁ ୨୦୧୩ ମସିହାରେ ବିଶ୍ୱକପ୍ ଟ୍ରଫି ଜିତିଥିଲା । ୨୦୦୭ ମସିହାରେ ମଧ୍ୟ ଭାରତୀୟ ଟିମ୍ ବିଶ୍ୱକପ୍ ଜିତିଥିଲା । ଆଉ ସେତେବେଳେ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଟିମର ଅଧିନାୟକ ହୋଇଥିଲେ । ଆଉ ଏବେ ୨୦୨୪ ମସିହାରେ ବିଶ୍ୱକପ୍ ଜିତି ସାରିବା ପରେ ବିଶ୍ୱକପ୍ ଖେଳରୁ ବିରାଟ କୋହଲି, ରବିଦ୍ର ଜାଡେଜା ଏବଂ ରୋହିତ ଶର୍ମା ବିଦାୟ ନେଇଛନ୍ତି । 
ଦିନିକିଆ ଆଉ ଟେଷ୍ଟ ମ୍ୟାଚ୍ ରୋହିତ ଶର୍ମା ଖେଳିବେ । ଏବେ ମଧ୍ୟ ରୋହିତ ଶର୍ମାଙ୍କ ସ୍ବପ୍ନ ରହିଛି ୫୦ ଓଭରର ବିଶ୍ୱକପ୍ ଜିତିବା । ୨୦୧୧ ମସିହାରେ ଭାରତ ଯେତେବେଳେ ଓଡ଼ିଆଈ ବିଶ୍ୱକପ୍ ଜିତିଥିଲା ସେତେବେଳେ ରୋହିତ ଶର୍ମା ସଦସ୍ୟ ନଥିଲେ । ସେ ଏଥିପାଇଁ ମନ ଦୁଃଖ କରିଛନ୍ତି । ଏବେ ରୋହିତ ଶର୍ମାଙ୍କ ଏଭଳି ବୟାନ ଶୁଣି ସମସ୍ତେ ଭାବୁଛନ୍ତି ସେ ୨୦୨୭ ମସିହାରେ ହେବାକୁ ଥିବା ଓଡ଼ିଆଇ ବିଶ୍ୱକପ୍ ଖେଳିବେ । ସେତେବେଳକୁ ରୋହିତ ଶର୍ମା ୪୨ ବର୍ଷର ହୋଇ ସାରିଥିବେ । ଆଉ ଦେଖିବାକୁ ବାକି ରହିଲା ସେତେବେଳେ ରୋହିତ ଶର୍ମା କ୍ରିକେଟ ଖେଳୁଥିବେ ନା ନାହିଁ ।