Movie prime

ସମସ୍ତେ କରୁଛନ୍ତି ଏହି ପୋଲିସ ଅଧିକାରୀଙ୍କୁ ସଲାମ ଦେଖନ୍ତୁ ୮ ମାସର ଗ-ର୍ଭ-ବ-ତୀ ହୋଇ ମଧ୍ୟ କରୁଛନ୍ତି ନିଜ କର୍ତ୍ତବ୍ୟ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Tg
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ଏସପି ନିବେଦିତା ନାଇଡୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ନିବେଦିତା ଆଠମାସର ଗ-ର୍ଭ-ବ-ତୀ ହୋଇ ମଧ୍ୟ ସେ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି। ସୂଚନା ଅନୁସାରେ ନିବେଦିତା ନାଇଡୁ ମା ହେବାକୁ ଯାଉଛନ୍ତି। ହେଲେ ସେ ପ୍ରଥମେ ଦେଶ ପାଇଁ କାମ କରିଛନ୍ତି। 
Tg
ନିର୍ବାଚନ ପାଇଁ ଆଠମାସର ଗ-ର୍ଭ-ବ-ତୀ ଥିବା ସତ୍ତ୍ଵେ ନିବେଦିତା ନାଇଡୁ ନାଇଟ ପେଟ୍ରିଲିଂ ଠାରୁ ଆରମ୍ଭ କରି ଜିଲ୍ଲା ଚେକିଂ ପର୍ଯ୍ୟନ୍ତ ସବୁ କାମ କରୁଛନ୍ତି। ଖାଲି ସେତିକି ନୁହେଁ ତାଙ୍କ ସ୍ଵାମୀ ବାହାର ଦେଶରେ କାମ କରୁଥିବା ବେଳେ ସେ ନିଜକୁ ସମ୍ଭାଳିବା ସହିତ ଘରେ ତିନିବର୍ଷର ଝିଅର ମଧ୍ୟ ଲାଳନପାଳନ ଏକାକୀ କରୁଛନ୍ତି।
ଏହି କର୍ତ୍ତବ୍ୟନିଷ୍ଠ ଏସିପଙ୍କ ଏକ ଭିଡିଓ ଏବଂ ଫୋଟ ଭଇରାଲ ହେଉଛି। ଯାହାପରେ ସବୁଠି ନିବେଦିତାଙ୍କୁ ପ୍ରଶଂସା କରୁଛନ୍ତି। ସାଧାରଣତଃ ଗ-ର୍ଭ-ବ-ତୀ ସମୟରେ ମହିଳା ମାନେ ଆରାମ କରିଥାନ୍ତି। ଏପରିକି ସମସ୍ତ କାର୍ଯ୍ୟରତ ମହିଳାଙ୍କ ପାଖରେ ମାଟନିଟି ଛୁଟି ନେବା ଅଧିକାର ରହିଛି।
କିନ୍ତୁ ମଧ୍ୟପ୍ରଦେଶ ବୁମେରିଆ ଏସପି ନିବେଦିତା ନାଇଡୁ ଜଣେ ମା'ର କର୍ତ୍ତବ୍ୟ ପାଳନ କରିବା ପୂର୍ବରୁ ଦେଶ ପ୍ରତି କର୍ତ୍ତବ୍ୟକୁ ଆଗ ପାଳନ କରିଛନ୍ତି। ନିର୍ବାଚନ ଡିୟୁଟିରେ ନିୟୋଜିତ ଅଛନ୍ତି ଏହି ଆଠମାସର ଗ-ର୍ଭ-ବ-ତୀ ପୋଲିସ ଅଧିକାରୀ। ତାଙ୍କର ଏଭଳି ସାହସିକତାକୁ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହିତ ସଲାମ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.