Movie prime

ସରପଞ୍ଚ ହେବତ ଠିକ୍ ଏହିପରି ଦେଖନ୍ତୁ କରୁଛନ୍ତି ଏପରି କାର୍ଯ୍ୟ ସମସ୍ତେ କହୁଛନ୍ତି ବାଃ ବାଃ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଜଣେ ସରପଞ୍ଚଙ୍କ ବିଷୟରେ କିଛି ଖବର ଆପଣମାନେ ଜାଣିପାରିବେ । ସରପଞ୍ଚ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବୁଝିଥାନ୍ତି।
Bh
କିନ୍ତୁ ଆଜିକାଲି ଯୁଗରେ ଏଭଳି ସରପଞ୍ଚ ହେଉଛନ୍ତି ଯେଉଁମାନେ କେବଳ ନିଜ କଥା ବୁଝିଥାନ୍ତି । ଆଉ ସେମାନେ ଏଭଳି ସବୁ କାମ କରନ୍ତି ଯେଉଁଥିପାଇଁ ଲୋକମାନେ ତାଙ୍କ ଉପରେ ରାଗି ଯାଇଥାନ୍ତି କି ତାଙ୍କୁ ପସନ୍ଦ କରନ୍ତି ନାହିଁ । 
କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଜଣେ ସରପଞ୍ଚଙ୍କ ବିଷୟରେ ଜାଣିବେ କି ଯିଏ ହେଉଛନ୍ତି ସମସ୍ତଙ୍କ ପାଇଁ ଏକ ଉଦାହରଣ । ଏହି ସରପଞ୍ଚ ଜଣକ ଏଭଳି ପ୍ରଂଶସାର କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସମସ୍ତେ ତାଙ୍କୁ ବାଃ ବାଃ କହୁଛନ୍ତି । ସେ ଗ୍ରାମବାସୀଙ୍କ ସେବା କରିବା ସହିତ ଏହି ପ୍ରଚଣ୍ଡ ଖରାରେ ପକ୍ଷୀମାନଙ୍କୁ ଖାଇବାକୁ ଦେଉଛନ୍ତି । ପକ୍ଷୀମାନେ ଗଛରେ ରହିଥାନ୍ତି ଆଉ ସେ ଗଛ ପାଖକୁ ଯାଇ ସେଠାରେ ଖାଦ୍ୟ ଆଉ ପାନୀୟ ଦେଉଛନ୍ତି । 
Hh
ପକ୍ଷୀମାନଙ୍କର ଶୋଷ ମେଣ୍ଟାଇବା ପାଇଁ ସେ ପକ୍ଷୀମାନଙ୍କୁ ପାଣି ପିଇବାକୁ ଦେଉଛନ୍ତି । ଦୂର ଦୂରାନ୍ତରୁ ପାଣି ମିଳୁ ନଥିବା ବେଳେ ଏହି ସରପଞ୍ଚ ବାବୁ ଜଣକ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରୁଛନ୍ତି । ଏବେ ଖରା ପ୍ରବଳ ମାତ୍ରାରେ ହେଉଛି । ଆଉ ପାଣି ଏହି ସମୟରେ ସମସ୍ତଙ୍କୁ ଦରକାର ଆଉ ସେଥିପାଇଁ ଏହି ସରପଞ୍ଚ ଜଣକ ଏଭଳି ମହାନ୍ କାମ କରୁଛନ୍ତି । ବଲାଙ୍ଗୀର ଜିଲ୍ଲା ଧୁମଭଟା ଗ୍ରାମର ସରପଞ୍ଚ ଏଭଳି କାମ କରିଛନ୍ତି । ପିଇବା ପାଣିର ବ୍ୟବସ୍ଥା କରିଛନ୍ତି । ସେ ରାସ୍ତାରେ ଯାଉଥିବା ବେଳେ ପକ୍ଷୀମାନଙ୍କର ମୃ-ତଦେହ ପଡିଥିବାର ଦେଖିଥିଲେ ।
ଏହି ପ୍ରବଳ ଖରାରେ ଏଭଳି ପାଣି ଅଭାବରେ ପକ୍ଷୀମାନେ ମୃତ୍ୟୁବରଣ କରୁଛନ୍ତି ଆଉ ସେଥିପାଇଁ ସେ ତାଙ୍କ ପାଇଁ ପାଣିର ବ୍ୟବସ୍ଥା କରିଛନ୍ତି । ଏବେ ଏହି ସରପଞ୍ଚ ଜଣଙ୍କର ଏଭଳି କାମ ଦେଖି ସମସ୍ତେ ତାଙ୍କର ପ୍ରଶଂସା କରିବା ସହିତ ତାଙ୍କୁ ଅନେକ ସାବାସୀ ଦେଇଛନ୍ତି । ଆଉ ସେ ସମସ୍ତଙ୍କୁ ମଧ୍ୟ ପଶୁପକ୍ଷୀଙ୍କୁ ଏଭଳି ପାଣି ପିଇବାକୁ ଦେବାକୁ କହିଛନ୍ତି । ଏବେ ପଶୁପକ୍ଷୀଙ୍କ ପାଇଁ ଜଳ ଛତ୍ର ଖୋଲିଛନ୍ତି ସରପଞ୍ଚ ଜଣକ । ଆଉ ଏଭଳି ଏକ ମହାନ୍ କାମ କରିଥିବାରୁ ଅଞ୍ଚଳବାସୀ ତାଙ୍କୁ ପ୍ରଂଶସା କରିଛନ୍ତି ।