Movie prime

ଫେରିଲା କାଳ ବୈଶାଖୀ ଦେଖନ୍ତୁ ଏହିସବୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ହେବ ବର୍ଷା

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Vv
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। 
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ପୁଣି ଦେଖାଦେବ ପାଗରେ ପରିବର୍ତ୍ତନ। ପୁଣି ଫେରିବ ବର୍ଷା। କିଛି ସମୟ ପରେ କାଳବୈଶାଖୀ ବର୍ଷ ହେବା ସହିତ ଘଡଘଡି ସହ ପବନ ବି ବହି ପାରେ।
Cc
କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଭାଙ୍ଗି ଯାଇପାରେ ଘରଦ୍ବାର ଏବଂ ଉପୁଡ଼ି ଯାଇପାରେ ଗଛ। ଏବଂ ଏହା ସହିତ ଘଣ୍ଟା ଘଣ୍ଟା ଧରି କାଟି ପାରେ ଲାଇନ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏମିତି କାଳବୈଶାଖୀର ରୂପ ଦେଖାଇବ। 
କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା,ବାଲେଶ୍ବର, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗରୁ ସୂଚନା ମିଳିଛି। ସେହିପରି ୨ ତାରିଖରେ ଉପକୂଳ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 
ଏପଟେ ତୁହାକୁତୁହା ବର୍ଷାରେ ଚାଷ କାର୍ଯ୍ୟ ଆଗେଇ ଯିବ ବୋଲି ଚାଷୀ ମାନେ ବହୁତ ଖୁସି ଅଛନ୍ତି। କେରଳରେ ଦୁଇଦିନ ପୂର୍ବରୁ ପ୍ରଵେଶ କରିଛି ମୌସୁମୀ। ପ୍ରାୟତଃ କେରଳରେ ମୌସୁମୀ ପ୍ରବେଶ ତାରିଖ ହେଉଛି ଜୁନ ୧। କିନ୍ତୁ ଚଳିତବର୍ଷ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଅତିକ୍ରମ କରି ଉତ୍ତରପୂର୍ବ ଭାରତ ଅନେକ ଅଞ୍ଚଳରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.