Movie prime

ଏଇଠି ଶସ୍ତାରେ ମିଳୁଛି I Phon ଜାଣନ୍ତୁ କେଉଁଠି ଏହି ସ୍ଥାନ ଘରକୁ ନେଇ ଯାଆନ୍ତୁ ଆପଣଙ୍କ ସ୍ୱପ୍ନର ଫୋନ୍ ଏତିକି ଦାମରେ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ଆପଣଙ୍କ ଭିତରୁ ଅନେକ ଆଇଫୋନ୍ ଧରିବାକୁ ତ ଇଚ୍ଛା ରଖିଥିବେ। କିନ୍ତୁ ଏହାର ଦମ୍ ଅଧିକ ଥିବାରୁ ଏହା ଧରିବା ସମ୍ଭବପର ନୁହେଁ। ଖାସ୍ କରି ମଧ୍ୟବିତ୍ତ ପାରିବାରର ଲୋକେ ଆଇଫୋନ୍ ଧରି ପାରନ୍ତି ନାହିଁ। 
Bb
କିନ୍ତୁ ଏବେ ଆପଣଙ୍କର ଏହି ଇଚ୍ଛା ପୂରଣ ହେଇପାରେ। ତେବେ ଆସନ୍ତୁ ଜାଣିବା କେଉଁଠି ଶସ୍ତା ରେ ମିଳୁଛି ଆଇଫୋନ। ଏକ ରିପୋର୍ଟରୁ ଜଣାପଡ଼ିଛି କି, ଶସ୍ତା ଆଇଫୋନ ଦୁବାଇରେ ମିଳେ। କିନ୍ତୁ ଏଥିରେ କେତେ ସତ ଅଛି ସେହିକଥା ଜାଣିବା ନିହାତି ଜରୁରୀ। କାରଣ ଭାରତ ତୁଳନାରେ ଆଇଫୋନ ଦୁବାଇରେ ଶସ୍ତାରେ ମିଳିପାରେ। କିନ୍ତୁ ଆମେରିକାରେ ଆପଣ ସବୁଠାରୁ ଆଇଫୋନ ୧୬ କିଣି ପାରିବେ। ଆମେରିକାରେ ମଧ୍ୟ ଏହାର ବହୁତ ଡିମାଣ୍ଡ ରହିଛି। 
Hh
ସେଠାରୁ ଯଦି ଆପଣ ଆଇଫୋନ୍ କିଣୁଛନ୍ତି ତେବେ ଆପଣଙ୍କୁ ୭୯୯ ଡଲାର୍ ଖର୍ଚ୍ଚ କରିବାକୁ ପଡିବ। ଏହାପରେ ଆସୁଛନ୍ତି ଚିନ୍, ହଙ୍କଙ୍ଗ ଓ ଦୁବାଇ ଯେଉଁଠି ଶସ୍ତାରେ ଆଇଫୋନ ମିଳେ। ତେବେ ଆମେରିକାରେ ଆଇଫୋନ୍ ହେଉଛି ଦୁଇ ପ୍ରକାର। ଗୋଟିଏ ମୋବାଇଲ ନେଟୱର୍ କମ୍ପାନୀ ପକ୍ଷରୁ ପ୍ରୋଭାଇଡ କରାଯାଏ। ଆଉ ଗୋଟିଏ ହେଉଛି ଅନଲକ୍ ଫୋନ୍। ମୋବାଇଲ ନେଟୱର୍କ କମ୍ପାନୀ ପକ୍ଷରୁ ଦିଆ ଯାଉଥିବା ଫୋନ୍ ଲକ୍ ଥାଏ। 
ଅର୍ଥାତ୍ ଆପଣ କେବଳ ସେଥିରୁ ସେହି ନେଟୱର୍କ ବ୍ୟବହାର କରି ପାରିବେ। ଏହା ବ୍ୟତୀତ ଅନ୍ୟ କୌଣସି ନେଟୱକ ର ବ୍ୟବହାର କରିବା ପାଇଁ ଆପଣ ଏହାକୁ ଅନଲକ୍ କରିବାକୁ ହେବ। ଆଉ ଏହାର ଅନୁମତି କେବଳ ସେହି କମ୍ପାନୀ ହିଁ ଦେଇ ପାରିବ। ମୋଟା ମୋଟି ଭାବରେ ଦେଖିବାକୁ ଗଲେ ଲକ୍ ଆଉ ଅନଲକ୍ ଆଇଫୋନ୍ ର ପାର୍ଥକ୍ୟ ଆପଣଙ୍କୁ ନଜର ଆସିବ। ଏହା ବ୍ୟତୀତ ଏହାର ଆଉ କୌଣସି ଫରକ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.