Movie prime

ଆରଥର ଆସି ଡାଲମା ଖାଇଥିଲି ଏବେ ଓଡ଼ିଶାର ଦହିବରା ଖାଇବି - sunil setty

 
Vh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ ।
Vv
ଆପଣମାନେ ସମସ୍ତେ ଅଭିନେତା ଆଉ ଅଭିନେତ୍ରୀମାନଙ୍କୁ ତ ଜାଣିଥିବେ । ଏହି ଭିଡିଓ ମାଧ୍ୟମରେ ବଲିଉଡ ଜଗତର ଅଭିନେତା ଜଣଙ୍କୁ ନେଇ କିଛି ଖବର ଆସିଛି । ଆପଣମାନେ ସମସ୍ତେ ବଲିଉଡ ଜଗତର ଅଭିନେତା ସୁନୀଲ ସେଠୀଙ୍କୁ ଜାଣିଥିବେ ।
ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତା ଜଣଙ୍କର ଅଭିନୟ ବହୁତ ସୁନ୍ଦର ହୋଇଥାଏ ତାଙ୍କର ଅଭିନୟ ଦେଖିବାକୁ ସବୁବେଳେ ଲୋକମାନେ ଅପେକ୍ଷା କରି ରହିଥାନ୍ତି । ଆପଣମାନେ ସମସ୍ତେ ତ ଜାଣିଥିବେ ଅନେକ ବଲିଉଡ କଳାକାର ଆମ ଓଡ଼ିଶାକୁ ଆସିଥାନ୍ତି ।
ଆଉ ଓଡ଼ିଶାର ଅନେକ କିଛି ଜିନିଷ ଭଲ ଭଲ ଜିନିଷ ଦେଖିଥାନ୍ତି । ଆଉ କିଛି ପ୍ରସିଦ୍ଧ ଜିନିଷ ଖାଇଥାନ୍ତି । ଏବେ ଅଭିନେତା ସୁନୀଲ ସେଠୀ ଓଡ଼ିଶା ଆସିଛନ୍ତି । ଆଉ ସେ ପୂର୍ବରୁ ମଧ୍ୟ ଓଡ଼ିଶା ଆସିଥିଲେ ।ଅଭିନେତା ସୁନୀଲ ସେଠୀ ଲାଲଚନ୍ଦ୍ ଜ୍ୱେଲରୀ ସପକୁ ଆସିଥିଲେ । ଆଉ ସେ ଏହାର ଉଦଘାଟନ କରିବା ପାଇଁ ସେଠାକୁ ଆସିଥିଲେ ।
Bb
ସେଠାରେ ତାଙ୍କୁ ପଚରା ଯାଇଥିଲା ଆପଣ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ କିଛି ଖାଇଛନ୍ତି କି ? ସେ କହିଥିଲେ କି ସେ ପୂର୍ବଥର ଓଡ଼ିଶା ଆସିଥିଲେ ଆଉ ଡାଲମା ଖାଇଥିଲେ । ଆଉ ଏବେ ତାଙ୍କୁ କଟକର ଦହିବରା ଆଳୁଦମ ବିଷୟରେ ପଚରା ଯାଇଥିଲା । ଏହାପରେ ସେ ଏହାକୁ ଏହିଥର ଖାଇବେ ବୋଲି କହିଥିଲେ । ସେ କଟକ ଆସି ବହୁତ ଖୁସି ଅଛନ୍ତି । 
କଟକ ଆସି ସେ ବହୁତ ଖୁସି ଅଛନ୍ତି ବୋଲି କହିବା ସହ ଅନେକ କଥା ମଧ୍ୟ ହୋଇଛନ୍ତି । ଆଉ ସେ ଏହି ସୁନା ଦୋକାନ ଉଦଘାଟନ ପାଇଁ ଆସିଥିଲେ । ସେ ଭୁବନେଶ୍ବର ପ୍ରଥମେ ଆସିଲେ ଆଉ ଏବେ ସେ ସଙ୍ଗେ ସଙ୍ଗେ କଟକ ଆସିଥିଲେ । ଆଉ କଟକ ଆସି ସେ ତାଙ୍କ କାମ ସାରି ଦହିବରା ଆଳୁଦମ ଖାଇବେ ବୋଲି କହିଛନ୍ତି ।
ଏହି ଅଭିନେତା ଜଣଙ୍କର କଥା ଶୁଣି ଲୋକମାନେ ଏବେ ବହୁତ ଖୁସି ଅଛନ୍ତି । ଅଭିନେତା ଜଣକ ଆମ ଓଡ଼ିଆ ଖାଦ୍ୟକୁ ବହୁତ ପସନ୍ଦ କରୁଛନ୍ତି ବୋଲି ଜଣାପଡିଛି । ଏବେ ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ହେଉଛି ।