Movie prime

ପତ୍ନୀଙ୍କ ପାଇଁ ଜିତିଲେ ପ୍ରିତିରଞ୍ଜନ ଘଡେ଼ଇ ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଓଲିଉଡ ବଲିଉଡ ଏବଂ ରାଜନୀତିକୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବଙ୍ଗଳା ହିରୋଇନ୍ ହୋଇଥିଲେ ମଧ୍ୟ ସେ ଓଡ଼ିଆ ଫିଲ୍ମ୍ କରୁଥିଲେ ।
Hh
ତାଙ୍କର ଫିଲ୍ମ୍ ବହୁତ ଭଲ ଲାଗିଥାଏ । ଏହି ଅଭିନେତ୍ରୀ ଜଣଙ୍କର ଅଭିନୟ ଦେଖିବାକୁ ଦର୍ଶକମାନଙ୍କର ଭିଡ ଲାଗିଥାଏ । ଏହି ଅଭିନେତ୍ରୀ ଜଣକ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କୁ ବିବାହ କରିଥିଲେ । ଏହି ବିଧାୟକ ଜଣକ ଲୋକମାନଙ୍କର ସେବା କରିଥାନ୍ତି । ଏହି ବିଧାୟକ ଜଣକ ଏବେ ସୁକିନ୍ଦା ଅଞ୍ଚଳରେ ବିଧାନସଭା ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି । ଆଉ ସେ ଯେତେବେଳେ ପ୍ରଚାର କରୁଥିଲେ ସେତେବେଳେ ତାଙ୍କ ସହିତ ତାଙ୍କ ସ୍ତ୍ରୀ ଥିଲେ । ତାଙ୍କ ସ୍ତ୍ରୀ ସେହି ଅଞ୍ଚଳକୁ ପ୍ରଚାର କରିବାକୁ ଯାଇଥିଲେ । 
Gh
ବିଧାୟକ ପ୍ରିତିରଞ୍ଜନ ଘଡାଇ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟଙ୍କୁ ସୁଟିଂ ସେଟରେ ଦେଖିଥିଲେ । ସେ ସେଠାରେ ତାଙ୍କୁ ଦେଖି ଭଳପାଇ ଥିଲେ । ଏହାପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନେ ବିବାହ କରି ଏବେ ଖୁସିରେ ଅଛନ୍ତି । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । ତାଙ୍କର ଦୁଇଟି କନ୍ୟା ସନ୍ତାନଙ୍କ ସହିତ ସେ ଏବେ ଖୁସିରେ ଅଛନ୍ତି । ପୂର୍ବରୁ ଅନେକ ବର୍ଷ ହେଲା ସୁକିନ୍ଦା ବିଧାୟକ ହୋଇଥିଲେ ପ୍ରିତିରଞ୍ଜନ ଘଡାଇ । ପ୍ରିତିରଞ୍ଜନ ଘଡାଇ ୧୫ ବର୍ଷ ହେଲା ସୁକିନ୍ଦା ଅଞ୍ଚଳରେ ଶାସନ କରୁଛନ୍ତି । 
ଆଉ ସେ ଜଣେ ଭଲ ଶାସକ ଅଟନ୍ତି । ଏହି ଶାସକ ଜଣଙ୍କର ଶାସନରେ ସମସ୍ତେ ଖୁସି ଅଛନ୍ତି । ଝିଲିକ ଭଟ୍ଟାଚାର୍ଯ୍ୟ ସ୍ବାମୀ ପ୍ରିତିରଞ୍ଜନ ଘଡାଇଙ୍କର ପ୍ରଚାର କରିଛନ୍ତି । ସେ ଘର ଘର ବୁଲି ପ୍ରଚାର କରିଥିଲେ । ସେ ତାଙ୍କ ସ୍ବାମୀଙ୍କୁ ସବୁବେଳେ ସପୋର୍ଟ କରନ୍ତି । ଆଉ ସେ ତାଙ୍କୁ ସପୋର୍ଟ କରିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଆଉ ସେ ପ୍ରଚାର କରିଥିଲେ । ଆଉ ତାଙ୍କ ପ୍ରଚାର ପାଇଁ ଆଜି ତାଙ୍କ ସ୍ଵାମୀ ଜିତିଯିବେ ବୋଲି ଖବର ଆସୁଛି । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି ।