Movie prime

ଜବରଦସ୍ତି ନିଜ ଖୁଡି କୁ ବାରିପଟ କୁ ଟାଣି ନେଇ ରଖିଲା ପଶୁ ଭଳି ଶା-ରୀ-ରି-କ ସମ୍ପର୍କ..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଖୁଡି ପୁତୁରା ଙ୍କ ସମ୍ପର୍କ ମା ପୁଅ ଙ୍କ ସମ୍ପର୍କ ଭଳି ହୋଇ ଥାଏ।ତେବେ ଆଜି ସେହି ପୁତୁରା ଏଭଳି କିଛି ନିଜ ଖୁଡି ଙ୍କ ସହିତ କରି ଦେଇଚି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ସାମାନ୍ୟ ଘଟଣା ପାଇଁ ଲାଗି ଯାଇଚି ଖୁଡି ପୁତୁରା ଙ୍କ ମଧ୍ୟରେ କଳହ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଯେଉଁ ପୁତୁରା ଦିନେ ଖୁଡି ଖୁଡି ହୋଇ ପଛରେ ଗୋଡ଼ାଇ ଥିଲା ଆଜି ସେ ବଡ ହୋଇ ଏପରି କିଛି କରି ଦେଲା ଯାହାକୁ ଆପଣ ମାନେ ବିଶ୍ଵାସ କରି ପାରିବେ ନାହିଁ।
Bh
ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ର କୁଣ୍ଢେଇ ଗୋଳା ଗାଁ ରେ।ସେଠାରେ ଗତ କିଛି ଦିନ ତଳେ ଭଞ୍ଜ କିଶୋର ବେହେରା ଙ୍କ ପତ୍ନୀ ସହିତ ଏଭଳି କିଛି ଘଟି ଯାଇଚି।ତାଙ୍କ ପତ୍ନୀ ଙ୍କ ନାମ ହେଉଚି ରମ୍ଭା ବେହେରା।
ଯିଏ କି ଘରେ ଏକୁଟିଆ ରହୁ ଥିଲେ।ତାଙ୍କ ଦେଢ଼ ସୁର କ୍ଷମା ନିଧି ଙ୍କ ସହିତ ତାଙ୍କର ଅନେକ ବର୍ଷ ତଳୁ ଝଗଡ଼ା ଲାଗି ରହି ଥିଲା।କ୍ଷମା ନିଧି ଘଟଣା ଦିନ ତାଙ୍କୁ କୁଅ ରୁ ପାଣି କାଢ଼ିବାକୁ ଦେଇ ନ ଥିଲେ।କୁଅ ଚାରି ପଟେ ବାଡ ଦେଇ ବନ୍ଦ କରି ଦେଇ ଥିଲେ।
Gh
ଏହାକୁ ବିରୋଧ କରି ଥିଲେ ରମ୍ବା ବେହେରା।ସେ ଏ କଥା କ୍ଷମା ନିଧି କୁ କହିବାରୁ ଉଭୟ ଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହୋଇ ଥିଲା।ଏହା ପରେ କ୍ଷମା ନିଧି ଙ୍କ ଦୁଇ ପୁଅ ଝଗଡ଼ା କରିବାକୁ ଚାଲି ଆସି ଥିଲେ।ସେମାନେ ଖୁଡି ଙ୍କ ଚୁଟି ଧରି ଘୋଷାଡି ଆଣି ଥିଲେ।
ଏହା ପରେ ତାଙ୍କ ଲୁଗା ପଟା ଖୋଲି ଦେଇ ଥିଲେ।ଏହାକୁ ଜଣେ ବ୍ୟକ୍ତି ନିଜ ଫୋନ୍ ରେ ରେକର୍ଡ କରି ରଖି ଦେଇ ଥିଲେ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।ପୁତୁରା ହୋଇ ଖୁଡି ଙ୍କ ସହିତ ଏପରି କରିବା ଠିକ୍ ନୁହଁ ବୋଲି କିଛି ଲୋକ ମତ ଦେଇଛନ୍ତି।
ଏହା ପରେ ରମ୍ଭା ନିକଟସ୍ଥ ଥାନା କୁ ଯାଇ ଦୁଇ ପୁତୁରା ଓ ଦେଢ଼ ସୁର ଙ୍କ ବିରୋଧ ରେ ଅଭିଯୋଗ କରି ଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲା।ଏହା ପରେ ଉଭୟ ପରିବାର କୁ ବୁଝା ସୁଝା କରି ପୋଲିସ ଛାଡି ଦେଇ ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.