Movie prime

ପୁତୁରା ବାହାଘରରେ କାହିଁକି ଯାଇ ନଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜାଣନ୍ତୁ ଆସିଲା ବଡ଼ ଖବର

 
Yh
ସମସ୍ତେ ଭାବିଥିଲେ ଓଡ଼ିଶା ରାଜନୀତିରେ ଆସିବ ବଡ଼ ପରିବର୍ତ୍ତନ । ନବୀନ ବାବୁଙ୍କ ଗାଦି ସମ୍ଭାଳିବେ ଅରୁଣ ପଟ୍ଟନାୟକ । ହେଲେ କିନ୍ତୁ ଏହା ବାସ୍ତବରେ ହେବନାହିଁ ବୋଲି ସଫା ସଫା ଜଣାପଡ଼ି ସାରିଲାଣି । ନବୀନ ବାବୁଙ୍କ ସହ ଅରୁଣ ପଟ୍ଟନାୟକଙ୍କ ସମ୍ବନ୍ଧ ବହୁତ୍ ଭଲ ରହିଛି । କିନ୍ତୁ ବାକି ରହିଲା ରାଜନୀତିରେ ପ୍ରବେଶ କଥା ଏହି କ୍ଷେତ୍ରରେ ନିଜ ସ୍ଵଇଛା ଦ୍ଵାରା ହିଁ ହୋଇଥାଏ । ତେଣୁକରି ଆଗାମୀ ଦିନରେ କଣ ହେବ ତାହା ସମୟ ହିଁ କେବଳ ଉତ୍ତର ଦେଇ ପାରିବ । 
Gg
କିନ୍ତୁ ଏବେ ଜଣାପଡିଛି ଯେ ଅରୁଣ ତାଙ୍କ ବାହାଘର ପାଇଁ ଦାଦା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ। ହେଲେ କୌଣସି କାରଣ ପାଇଁ ବାହାଘରରେ ସାମିଲ ହେଇପାରିନଥିଲେ ନବୀନ ପଟ୍ଟନାୟକ। ନବୀନ ଯେତେବେଳେ ଶପଥ ନେଉଥିଲେ ଠିକ୍ ସେହି ସମୟରେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ଦେଖିବାକୁ ମିଳିଥିଲା ଯେ, ନବୀନଙ୍କ ପୁତୁରା ବାହା ହେଇଛନ୍ତି ବୋଲି। 
Bb
ବନ୍ଧୁଗଣ ଅରୁଣ ଗତ ୧୧ ତାରିଖରୁ ବାହା ହେଇସାରିଛନ୍ତି କିନ୍ତୁ ସେ ଏବେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫୋଟକୁ ପୋଷ୍ଟ କରିଛନ୍ତି। ତେବେ ଓଡିଶାରେ ଏବେ ରାଜନୈତିକ ମହଲ ଠିକ୍ ନଥିବା ବେଳେ ସେପଟେ ୨୪ ବର୍ଷ ପରେ ପରାସ୍ତ ହେଇଛି ବିଜେଡି। ଏହା ସହିତ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଥିଲା। ଅରୁଣଙ୍କ ବାହାଘର ନେଦ୍ରଲ୍ୟାଣ୍ଡରେ ହେଉଥିବାରୁ ନବୀନ ପଟ୍ଟନାୟକ ଏତେ ଦୂର ଯାଇପାରିନଥିଲେ। ଯଦି ବି ନବୀନ ପଟ୍ଟନାୟକ ଅରୁଣଙ୍କ ବାହାଘରକୁ ଯାଇଥାନ୍ତେ, ତାହାଲେ ଶପଥ ଗ୍ରହଣ ପୂର୍ବରୁ ଓଡ଼ିଶାରେ ଆସି ପହଞ୍ଚି ପାରିନଥାନ୍ତେ। 
ଏବଂ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥାରେ ମଧ୍ୟ ବାଧା ହେଇଥାନ୍ତା । ସେଥିପାଇଁ ନବୀନ ପଟ୍ଟନାୟକ ତାଙ୍କ ପୁତୁରା ଅରୁଣଙ୍କ ବାହାଘରକୁ ନେଦ୍ରଲ୍ୟାଣ୍ଡ ଯାଇନାହାନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ନବୀନ ତାଙ୍କ ପୁତୁରାଙ୍କ ବାହାଘରକୁ ଯାଏନପାରିଲେ ବି ଘରେ ବସି ଆଶୀର୍ବାଦ ଦେଇଛନ୍ତି। ନବୀନ ତାଙ୍କ ପୁତୁରା ଅରୁଣଙ୍କୁ ବହୁତ ଭଲପାଆନ୍ତି। ସେପଟେ ଏବେ ଚର୍ଚ୍ଚା ହେଉଛି ଯେ ନବୀନ ନିବାସକୁ ଆସିପାରନ୍ତି ନବଦମ୍ପତ୍ତି।