Movie prime

ମଦ ବନ୍ଦ ହେବା କଥା ଶୁଣି ଗଜପତିଙ୍କ ହେଇଗଲା ହାର୍ଟ ଆଟାକ ଦେଖନ୍ତୁ କଣ କହିଲେ ମିଡ଼ିଆ ସାମ୍ନାରେ

 
6y
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ତ ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଅନେକ ୟୁଟ୍ୟୁବରଙ୍କୁ ମଧ୍ୟ ଜାଣିଥିବେ । ଆପଣମାନେ ସମସ୍ତେ ଗଜପତିଙ୍କୁ ତ ଚିହ୍ନିଥିବେ । ତାଙ୍କର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ । ସେ ସବୁ ପ୍ରକାରର କଥାକୁ ବା ରାଜ୍ୟରେ ଘଟୁଥିବା ଘଟଣାକୁ ନେଇ ମନ୍ତବ୍ୟ ଦେଇଥାନ୍ତି । ଏବେ ତ ଓଡ଼ିଶାରେ ବିଜେପି ଶାସନ ଚାଲିଛି । ଆଉ ଓଡ଼ିଶାରେ ମୋହନ ସରକାର ଚାଲିଛି ।
Gg
ଅନେକ ନୂଆ ନୂଆ ନିୟମ କରିଛନ୍ତି ଏହି ବିଜେପି ସରକାର । ଆଉ ଏବେ ମଦ ବନ୍ଦ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ମଦ ବନ୍ଦ କରିବାକୁ ନେଇ ଗଜପତି କିଛି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାକୁ ଅନେକ ଆଗରୁ ମଦ ବନ୍ଦ କରିବାକୁ ଲାଗିଛନ୍ତି କିନ୍ତୁ କେହି କରି ପାରିନାହାନ୍ତି । ମଦ ବନ୍ଦ ହୋଇଗଲେ ବାହାଘରରେ ଲୋକମାନେ କଣ ଲେମ୍ବୁ ପାଣି ପିଇବେ । ହୁଏତ ମଦର ଦର ବଢିପାରେ । ଏଭଳି କିଛି ହୋଇପାରେ କିନ୍ତୁ ମଦ ବନ୍ଦ ହୋଇ ପାରିବନି । ଓଡ଼ିଶାରେ ମଦ ବନ୍ଦ ହୋଇଗଲେ ଅନେକ କିଛି ହେବ ।
Bb
ଓଡ଼ିଶାରେ ମଦ ବନ୍ଦ ହୋଇଗଲେ ଓଡ଼ିଶାର ରାଜସ୍ବ ଆୟ ବନ୍ଦ ହୋଇଯିବ । ସେ ଏହି ମଦ ବନ୍ଦ କଥା ଶୁଣି ତାଙ୍କୁ ହାର୍ଟ ଆଟାକ ହେବାର ଅଭିନୟ କରିଛନ୍ତି । ଆଉ କହିଛନ୍ତି ଓଡ଼ିଶାରେ ସରକାର ବଦଳି ହୋଇଗଲା ସମ୍ଭାଳି ହେବ କିନ୍ତୁ ମଦ ବନ୍ଦ ହୋଇଯିବ ଏହି କଥା ବିଶ୍ବାସ ହେଉନାହିଁ । ମଦ ବନ୍ଦ ହୋଇଯିବା କଥା ତାଙ୍କର ବିଶ୍ୱାସ ହେଉନାହିଁ । ଓଡ଼ିଶାରେ ଯେଉଁ ସରକାର ଥିଲେ ସେ ମଦ ବନ୍ଦ କରିବାକୁ ଚାହୁଁ ନଥିଲେ । ମଦ ବନ୍ଦ ହେବ ବୋଲି ଲାଗୁନାହିଁ । ଯଦି ମଦ ବନ୍ଦ ହେବ ତାହେଲେ ଏହା ଭଲ ନିଷ୍ପତ୍ତି ।
ମଦ ବନ୍ଦ ହୋଇଗଲେ ମଧ୍ୟ ମଦ ଅଧିକ ଦରରେ ମିଳିବ ଆଉ ଲୋକ ଯେତେ ଅଧିକ ହେଲେ ମଧ୍ୟ ଯିଏ ମଦୁଆ ସେ ମଦ କିଣି ପିଇବ । ଏହାପରେ ଗଜପତି କହିଛନ୍ତି ସରକାର ମଦ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି ଏହା ଏକ ଭଲ ନିଷ୍ପତ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ସ୍ତ୍ରୀକୁ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ହୋଇଯିବେ କିନ୍ତୁ ମଦ ଛାଡିବେ ନାହିଁ । ଯେଉଁମାନେ ପ୍ରତିଦିନ ମଦ ପିଅନ୍ତି ସେମାନେ ଏହି କଥା କହିଥାନ୍ତି । ମଦ ବନ୍ଦ ହୋଇଯିବା ପରେ କିଛି ଘର ସୁଧୁରି ଯିବ । ଆଉ ଯେଉଁମାନେ ମଦ ବିନା ରହିପାରିବେ ନାହିଁ ସେମାନଙ୍କ ଅବସ୍ଥା ଖରାପ ହେବ । ବିଜେଡି ସରକାର ଭାଙ୍ଗିବାର ଥିଲା ଆଉ ବିଜେପି ସରକାର ୧ ବର୍ଷ ପରେ କଣ କରୁଛନ୍ତି ତାହା ଦେଖିବା ବାକି ରହିଲା ।