ଗର୍ଜିଲେ ଚିନୁ କିନ୍ନର,ଭୁବନେଶ୍ବର ପାର୍କରେ..ଝିଅମାନେ ଡ୍ରେସ୍ ଖୋଲି ପୁଅମାନଙ୍କୁ ଡାକୁଛନ୍ତି
Updated: Oct 24, 2024, 18:07 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଚିନୁ ଯିଏକି ଜଣେ କିନ୍ନର ଅଟନ୍ତି ସେ ଏଭଳି କିଛି କହିଥିଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ବାପା ମାଆ କାନଫୁଲ ବନ୍ଧା ପକାଇ ପଇସା ଆଣି ଯେଉଁ ପଠାଇ ଦେଉଛନ୍ତି ଆଉ ଝିଅ ମାନେ ସେହି ପଇସା ରେ ଷ୍ଟାଇଲ ମାରୁଛନ୍ତି। ଏଭଳି କି ତାଙ୍କର ଗୋଟେ ଲିପଷ୍ଟିକର ଦାମ୍ ହଜାର ଟଙ୍କା ବୋଲି କହିଥିଲେ। ଟ୍ରେନ୍ ରେ ଚିନୁ ଭିକ୍ଷା ମାଗିଥାନ୍ତି।

ସେ ଛୋଟ ବେଳୁ ବହୁତ୍ ହଇରାଣ ର ସମ୍ମୁଖୀନ ହୋଇଛନ୍ତି। ଆଉ ଏବେ ସେ ନିଜେ ହିଁ ପଇସା ରଖି ରଖି ଅନାଥ ଆଶ୍ରମ କରିଲେ , ବୃଦ୍ଧା ଆଶ୍ରମ କରିଲେ ନିଜେ ସେ ଅନେକ ସଂଘର୍ଷ କରୁଛନ୍ତି। ତାଙ୍କର ଆଶ୍ରମ ପାଇଁ ହିଁ ସେ ଭିକ ମାଗୁଛନ୍ତି। ଝିଅ ମାନଙ୍କୁ ସେ ଖୁବ ସୁରକ୍ଷା ଦିଅନ୍ତି ଓ ସମ୍ମାନ ମଧ୍ୟ କରନ୍ତି। ସେ କହିଥିଲେ କି ଥରେ ସେ ପାର୍କ ଯାଇଥିଲେ ଝିଅ ମାନେ ସେଠାରେ ନଗ୍ନ ହୋଇ ପୁଅ ମାନଙ୍କୁ ଫୋନ କରି ଡାକୁ ଛନ୍ତି।

ମିଛ କଥା କହି ଘରେ କଲେଜ ନାଆଁ କହି ଆସିଥାନ୍ତି। ସେଥିପାଇଁ ସେ କହିଥିଲେ କି ଝିଅ ମାନଙ୍କ ଉପରେ ତାଙ୍କର ଘୃଣା ଆସି ଯାଇଛି। ଝିଅ ମାନଙ୍କର ଏବେ ଗୋଟେ ଗୋଟେ ବେପାର ହୋଇ ଯାଇଛି ବାପା ମାଆ ମଜୁରୀ ଲାଗି ତାଙ୍କୁ ପଇସା ଆଣି ଦେଇଛନ୍ତି। ଆଉ ସେମାନେ ସେସବୁ ଆଣି ଏଭଳି ଭାବରେ କିଛି କରୁଛନ୍ତି। ଇଜ୍ଜତ ହରାଇ ରାଜ ରାସ୍ତାରେ ଯାଇ ସେମାନେ ଏଭଳି କିଛି କରୁଛନ୍ତି। ଯାହାକି ଖୁବ ନିନ୍ଦନୀୟ ଅଟେ।
ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଚିନୁ ମଧ୍ୟ ଝିଅ ମାନଙ୍କ ସଂପର୍କରେ ଏଭଳି ଅନେକ କଥା କହିଥିଲେ। ଯାହାକି ଆପଣ ଏହି ଭିଡିଓ ଦେଖିଲେ ହିଁ ସମ୍ପୂର୍ଣ୍ଣ ଭାବରେ ଜାଣି ପାରିବେ। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ କି ଆପଣ ଚିନୁ ଙ୍କ କଥାରେ କେତେଦୂର ଏକମତ ଅଟନ୍ତି।