Movie prime

ଗାୟିକା ର ହ-ତ୍ୟା ମାମଲା..ରୁକୁ ସୁନା ଘୋଷଡା ହେବେ ଜେଲ୍ କୁ ..

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ। ଏବେ ଜଣେ କଣ୍ଠଶିଳ୍ପୀଙ୍କ ବିଷୟରେ କିଛି ଖବର ଆସୁଛି । ଏହି ଖବର ତ ଆପଣମାନେ ଜାଣିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ସିଙ୍ଗରଙ୍କୁ ନେଇ ଆସିଛି କିଛି ଖବର । ଆପଣମାନେ କଣ୍ଠଶିଳ୍ପୀ ରୁକସାନାଙ୍କୁ ଜାଣିଥିବେ । ସେ ବହୁତ ସୁନ୍ଦର ଗୀତ ଗାଇଥାନ୍ତି । ଏବେ ଏହି ଗାୟିକା ଜଣକ ସମ୍ବଲପୁରୀ ଗୀତ ଗାଇଥାନ୍ତି । ଏବେ ସେ ଆଉ ଏହି ଦୁନିଆରେ ନାହାଁନ୍ତି । 
Gg
ଏବେ ରୁକସାନାଙ୍କ ମାଆ ଆଉ ଭଉଣୀ ତାଙ୍କ ଭଉଣୀର ମୃତ୍ୟୁକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏବେ ଏହି ଗାୟିକା ଜଣଙ୍କର ମୃ-ତ୍ୟୁରେ ଜଣେ ଗାୟକଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି । ଗାୟକ ରୁକୁ ସୁନାଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଅଞ୍ଚଳର ଗାୟିକା ରୁକସାନା ଭଲ ଗୀତ ଗାଇ ଥାଆନ୍ତି । ସେ ଅନେକ ଗୀତ ଗାଇଛନ୍ତି । ତାଙ୍କ ମୃ-ତ୍ୟୁକୁ ନେଇ ଏବେ ଅନେକ କିଛି ଖବର ଆସୁଛି ।
Gg
ଏହି ଗାୟିକା ଜଣକ ଅଭିନେତ୍ରୀ ମଧ୍ୟ ଅଟନ୍ତି । ତାଙ୍କର ମୃ-ତ୍ୟୁରେ ଏବେ ଗାୟକ ରୁକୁ ଶୁନାଙ୍କ ନାଁରେ ଅଭିଯୋଗ ଆସିଛି । ତାଙ୍କର ମୃ-ତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା ବୋଲି ଖବର ଆସିଥିବା ବେଳେ ଏବେ ଆଉ କିଛି ଅନେକ ତଥ୍ୟ ଆସୁଛି । ଗାୟିକା ଜଣଙ୍କର ମୃ-ତ୍ୟୁ ଏବେ ଅନେକ କିଛି ଘଟଣାର ତଦନ୍ତ କରାଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି କି ତାଙ୍କୁ ବିଷ ଜୁସରେ ଦେଇ ମରା ଯାଇଛି । ଏବେ ଗାୟିକାଙ୍କ ମାଆ ଆଉ ଭଉଣୀ ଅଭିଯୋଗ ଆଣିଛନ୍ତି । 
ଏବେ ଏହି ଅଭିଯୋଗକୁ ଗ୍ରହଣ କରିଛନ୍ତି ଥାନାର ଆଇଆଇସି । ସମ୍ବଲପୁରୀ ଗାୟକ ରୁକୁ ଶୁନା ଏବଂ ତାଙ୍କର ଦୁଇ ସହଯୋଗୀ ଏହି ଗାୟିକା ଜଣଙ୍କୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ ଆଉ ମାଆ । ଏବେ ସେ ନ୍ୟାୟ ଦାବି କରିଛନ୍ତି । ସୋମବାର ଦିନ ଭବାନୀ ପାଟଣା ଥାନାରେ ଅଭିଯୋଗ ଦେଇଛନ୍ତି । ଏବେ ତାଙ୍କ ଭଉଣୀ କହିଛନ୍ତି ତାଙ୍କ ଭଉଣୀ ଆଉ ଫେରିବେ ନାହିଁ ଆଉ ସେ ଆଉ କାହାର ଭଉଣୀ ସହିତ ଏଭଳି ହେବାକୁ ଦେବେ ନାହିଁ ବୋଲି କହିଛନ୍ତି । ଏବେ ସେମାନେ ନ୍ୟାୟ ଆଶାରେ ଅଛନ୍ତି ।