Movie prime

ଘଡ଼ ଘଡ କରି ଉପକୂଳ କୁ ଆସିଗଲାଣି ବାତ୍ୟା..."ଦାନା" ଭୟ ରେ ପୁରୀ ଛାଡ଼ିଲେଣି ପର୍ଯ୍ୟଟକ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏହାକୁ ନେଇ ଏବେ ଡରାଇଲାଣି ବାତ୍ୟା ଦାନା। ଦୀପାବଳୀ ଆଗରୁ ନୂଆ ଅତିଥି ଭାବରେ ଓଡିଶାରେ ଦାନା ଆସିବାକୁ ଯାଉଛି। ଯାହାର ପ୍ରଭାବରେ ୨୩ ରୁ ୨୫ ପର୍ଯ୍ୟନ୍ତ ନିର୍ଦ୍ଧୁମ ଭାବରେ ଛେଚିବ ବର୍ଷା। ଏହି ନଅ ଜିଲ୍ଲାର ଲୋକମାନେ ଘରୁ ପାଦ କାଢି ପାରିବେ ନାହିଁ। ସେଥିପାଇଁ ଏବେ ତାଙ୍କୁ ଆଲର୍ଟ ମଧ୍ୟ ଜାରୀ କରାଇ ଦିଆ ଯାଇଛି। ବାତ୍ୟା ପ୍ରଭାବରେ ନଅ ଜିଲା ବର୍ଷାକୁ ନେଇ ଏହି ଆଲର୍ଟ ଜାରୀ କରା ଯାଇଛି।
Bg
ସମ୍ଭାବ୍ୟ ବାତ୍ୟା ଦାନା ର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୪ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକୁ ମଧ୍ୟ ଛୁଟି କରିଦିଆ ଯାଇଛି।୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବର୍ଷା।୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ଭାବରେ ବର୍ଷା ହେବ। ଘଣ୍ଟାପ୍ରତି ୧ ୦ ୦ ରୁ ୧ ୨ ୦ କିଲୋମିଟର ବେଗରେ ପବନ ବହିବ।ଯାହାକୁ ନେଇ ଏବେ ଭୟରେ ଥରିଲେଣି ପୁରୀ ଏବଂ ବାଲେଶ୍ବର ଅଞ୍ଚଳର ଲୋକ।ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ନେଇ ସୁଚନା ଦେଇଛି ପାଣିପାଗ ବିଭାଗ।
Jh
ଆସୁଛି ବାତ୍ୟା, ସ୍ପଷ୍ଟ କଲା ଆଇଏମଡି।ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ।ଆଜି ରାତି ସୁଦ୍ଧା ନେଇପାରେ ଲଘୁଚାପର ରୂପ।୨୨ ରୁ ୨୩ ତାରିଖ ମଧ୍ୟରେ ଅବପାତର ରୂପ ନେବ ଲଘୁଚାପ।୨୫ ତାରିଖ ରେ ବାତ୍ୟା ଉପକୂଳ ରେ ଲ୍ୟାଣ୍ଡଫଲ୍ କରିବ।ଏଥି ସହ ନଅ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି।ସେଥିପାଇଁ ବାଲେଶ୍ଵର,ଭଦ୍ରକ ,ଯାଜପୁର , କେନ୍ଦ୍ରାପଡ଼ା , କଟକ , ଜଗତସିଂହପୁର , ପୁରୀ , ଖୋର୍ଦ୍ଧା ଓ ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ କରା ଯାଇଛି। ଏହି ସବୁ ଜିଲା କୁ ସତର୍କ ମଧ୍ୟ କରା ଯାଇଛି।
ଯାହାକୁ ନେଇ ସାରା ରାଜ୍ୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ଭୟଭୀତ ହୋଇ ରହିଛନ୍ତି। ଯାହାକୁ ନେଇ ଲୋକମାନେ ଏବେ ଖୁବ ଚିନ୍ତା ରେ ଥିବା ବେଳେ। ସରକାର ଓ ପ୍ରଶାସକ ମଧ୍ୟ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛନ୍ତି। ତେବେ ଏହି ବାତ୍ୟା କୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.