Movie prime

ଘର ଭିତରେ ଗଡୁଛି କନେଷ୍ଟବଳ ସ୍ତ୍ରୀ ରଶ୍ମିର ମୁଣ୍ଡ ବାପା କହିଲେ ଏମିତି ଆଉ ତାପରେ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ବର ଆଉ କନ୍ୟା ବେଶରେ ଥିବା ଯୁବକ ଆଉ ଯୁବତୀଙ୍କୁ ଦେଖିପାରିବେ । ବର ବେଶରେ ସ୍ଵାମୀ ଜଣକ ଚୌକି ଉପରେ ବସିଥିବା ବେଳେ ସ୍ତ୍ରୀ ଜଣକ ତାଙ୍କ ପାଖରେ ଛିଡ଼ା ହୋଇଥିଲେ । ଏବେ ଏହି ବିଷୟରେ ବା ଏହି ସ୍ଵାମୀ ଆଉ ସ୍ତ୍ରୀଙ୍କୁ ନେଇ ଆସିଛି କିଛି ଖବର । ଏହି ସ୍ଵାମୀ ସ୍ତ୍ରୀଙ୍କ ବିବାହ ୮ ମାସ ତଳେ ହୋଇଥିଲା । ଉଭୟ ଏହି ବିବାହରେ ବହୁତ ଖୁସି ଥିଲେ । କିନ୍ତୁ ଏଭଳି ହୋଇଯିବ କେହି ଜାଣିନଥିଲେ ।
Vv
ହଠାତ୍ ତାଙ୍କ ସମ୍ପର୍କରେ ଯେମିତି କାହାର ନଜର ଲାଗିଗଲା । ଏହି ଯୁବକ ଜଣକ ପୋଲିସ କନେଷ୍ଟବଳ ଭାବରେ କାମ କରୁଥିଲେ । ସେ ବିବାହ କରିବା ପରେ ବୈବାହିକ ସମ୍ପର୍କ ଭଲରେ ଚାଲିଥିଲା କିନ୍ତୁ ଏଭଳି ହୋଇଯିବ ସେକଥା କିଏ ବା ଜାଣିଥିଲା । ସ୍ଵାମୀ ଜଣକ କନେଷ୍ଟବଳ ଥିବା ବେଳେ ସ୍ତ୍ରୀ ରଶ୍ମି ପୋଷ୍ଟାଲରେ କାମ କରୁଥିଲେ ।ଦୁଇଜଣ ଚାକିରୀ କରୁଥିଲେ ଆଉ ଦୁଇଜଣ ବେଶ୍ ଭଲରେ ରହୁଥିଲେ । ଖୁସିରେ ଆନନ୍ଦରେ ଦୁଇଜଣ ରହୁଥିଲେ କିନ୍ତୁ ଏଭଳି କିଛି ହୋଇଯିବ ଏକଥା କେହି ଜାଣି ନଥିଲେ । 
Gg
ସେମାନେ ଅତି ମଜାରେ ନିଜର ବୈବାହିକ ଜୀବନ ଅତିବାହିତ କରିଥିଲେ । ରଶ୍ମି ଭଲ ପାଠ ପଢି ଭଲ ପିଲା ଦେଖି ବିବାହ କରିଥିଲେ । କିନ୍ତୁ ଆଜି ତାଙ୍କର ସବୁ ସ୍ବପ୍ନ ମାଟିରେ ମିଶି ଯାଇଛି । ସେ ଏହି କଥା ନିଜେ ବି ଜାଣି ନଥିଲା ତାର ସବୁ ସ୍ବପ୍ନ ମାଟିରେ ମିଶିଯିବ ବୋଲି । ଗତ ୮ ମାସ ତଳେ ଏହି ଘଟଣା ଘଟିଥିଲା । ୩ ଜୁଲାଇ ୨୦୨୪ ମସିହାରେ ଏହି ଘଟଣା ଘଟିଥିଲା । ଏହି ତାରିଖ ଦିନ ରଶ୍ମି ଦେବାଶିଷଙ୍କୁ ବିବାହ କରିଥିଲେ । ସାତ ଜନ୍ମର ସାଥି ଦେବାଶିଷଙ୍କୁ ଛାଡି ଚାଲି ଯାଇଛନ୍ତି ରଶ୍ମି । ରଶ୍ମି ଭଲ ଥିଲେ କିନ୍ତୁ ହଠାତ୍ ଏଭଳି କଣ ହୋଇଗଲା । 
ସେମାନେ ରହୁଥିବା ଭଡ଼ା ଘରୁ ରଶ୍ମିଙ୍କ ମୃ-ତଦେହ ମିଳିଥିଲା । ପାରଳାଖେମୁଣ୍ଡି ସହରର ବିଦ୍ୟାନଗରର ରଶ୍ମି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗାଁର ଶରତ ମାଝୀଙ୍କ ପୁଅ ଦେବାଶିଷ ମାଝୀଙ୍କୁ ବିବାହ କରିଥିଲେ । ସେମାନଙ୍କର ନୂଆ ନୂଆ ବୈବାହିକ ଜୀବନ ଆରମ୍ଭ ହୋଇଥିଲା । କିନ୍ତୁ ବାହାଘର ଦିନ ଠାରୁ ରଶ୍ମିଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ ପୁଅର ପରିବାର ଲୋକେ । ଆଉ ତାଙ୍କୁ ମାନସିକ ଆଉ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ । ଏବେ ଭଡ଼ା ଘରୁ ରଶ୍ମିଙ୍କ ମୃ-ତଦେହ ମିଳିଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Around The Web