Movie prime

ଘରକୁ ନେଇ ଆସନ୍ତୁ ଏହି ଚମତ୍କାରି ବେଡ଼ସିଟ ଦେଖନ୍ତୁ ଆଉ ଦରକାର ହେବନି AC ଦେଖନ୍ତୁ ଏହାର ବିଶେଷତ୍ଵ କଣ ଏବଂ କେମିତି

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଦର୍ଶକ ମାନେ ବହୁତ ଖୁସି ହୋଇଯିବେ। ବେଡସିଟ ରୁ ମିଳିବ ଏସି ର ମଜା।ବିନା ଏସିରୁ ମିଳିବ ଗରମରୁ ମୁକ୍ତି।ଖରାଦିନେ ଆପଣମାନେ ଆରାମ ରେ ସୋଇ ପାରିବେ।
ଖରାଦିନେ ଗରମ ବଢିବା ସହିତ ଶରୀର ଟିକେ ଆରାମ ଖୋଜେ। ଗରମ ଦିନେ ଟିକେ ଭଲ ନିଦ ହେବା କଷ୍ଟକର ହୋଇଥାଏ।ସେପଟେ ଏସି ଅନ୍ କରିବା ଦ୍ୱାରା ଭାରି ଇଲେକ୍ଟ୍ରି ବିଲ ଚିନ୍ତା ମଧ୍ୟ ଅନ୍ୟ ଏକ ସଙ୍କଟ ଭଳି ମନେ ହୁଏ।
ତେବେ ଏସବୁ ଚିନ୍ତା ଦୂର କରିବା ପାଇଁ ଏକ ନୂଆ ଉପାୟ ଆସିଛି।ଯାହା କମ୍ ଦାମ ରେ ଶାନ୍ତି ନିଦ ଦେବ।ଏଥର ଖରାଦିନେ ଏସି କିମ୍ବା କୁଲର ବିନା ଥଣ୍ଡା ମଧ୍ୟ ମିଳିବ।
Special Report
ଏଣିକି ଖରାଦିନେ ବେଡ ରେ ତାତି ଆଉ ସହିବାକୁ ପଡ଼ିବ ନାହିଁ।କାରଣ ବଜାରରେ ଉପଲବ୍ଧ ହେଉଛି ଏସି ବେଡସିଟ।ଏହା ଏପରି ଏକ ବେଡସିଟ ଯାହା ବିସ୍ତାର ହେବାମାତ୍ରେ ଖଟ ରୁ ଥଣ୍ଡା ପବନ ବାହାରିବା ଆରମ୍ଭ କରିବ।
ଏହି ଏସି ବେଡସିଟ ର ବିଶେଷତ୍ଵ ହେଉଛି ଯେ ଏହା ଚାଲିବ ସମୟରେ ବହୁତ କମ ବିଜୁଳି ଖର୍ଚ୍ଚ ହେବ।ଖରାଦିନେ ଲୋକମାନେ ପ୍ରବଳ ଝାଳ ଓ ଗରମ ର ଶିକାର ହେଉଛନ୍ତି।ବହୁତ ଅସୁବିଧାରେ ମଧ୍ୟ ସମ୍ମୁଖୀନ ହୋଇଥାନ୍ତି।
ପ୍ରବଳ ଖରା ହେତୁ ଘର ଭିତରେ ରଖା ଯାଇଥିବା ବେଡସିଟ ରୁ ମଧ୍ୟ ଗରମ ବାହାରିଥାଏ।ଯେଉଁ କାରଣରୁ ଶୋଇବା ମଧ୍ୟ କଷ୍ଟକର ହୋଇ ଯାଇଥାଏ।ଯେଉଁ ମାନଙ୍କର ଏସି ଅଛି ସେମାନେ ମଧ୍ୟ ଅଧିକ ବିଲ ପାଇଁ ଭୟରେ ଅଧିକ ସମୟ ଏସି ଚଲାନ୍ତି ନାହିଁ।
ଏଭଳି ପରିସ୍ଥିତି ରେ ଲୋକମାନେ ଖରାଦିନ ରେ ଥଣ୍ଡା ପାଇବାକୁ ଇଚ୍ଛା କରନ୍ତି।ତେଣେ ଏହି ଏସି ବେଡସିଟ ଥଣ୍ଡା ଦେବା ସହିତ ଏହା ଚାଲିବା ସମୟରେ ଖୁବ୍ କମ୍ ବିଜୁଳି ଖର୍ଚ୍ଚ ହେବ।ସାଉଣ୍ଡ ମଧ୍ୟ ହୁଏ ନାହିଁ ତେଣୁ ଆପଣ ଶାନ୍ତିରେ ସୋଇ ପାରିବେ।
ଆପଣ ଉଭୟ ଅନଲାଇନ୍ ଆଉ ଅଫ ଲାଇନ ବଜାରରେ ଏହି ବେଡସିଟ କିଣି ପାରିବେ।ଅନଲାଇନ୍ ରେ କିଣିଲେ ଟିକେ ଶସ୍ତା ରେ ପାଇଯିବେ।ଏହା ଅନଲାଇନ୍ ରେ ୨ ହଜାର ଟଙ୍କା ଭିତରେ କିଣି ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.