Movie prime

ଘରେ ପଶି କବାଟ କିଳିଦେଲା ନୂଆବୋହୂ ଗଳିକି ଦେଖୁଛନ୍ତି ପୋଲିସ୍ ବାବୁ ଆଉ ତାପରେ

 
Fc
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ମହିଳାଙ୍କ ବିଷୟରେ ଜାଣିପାରିବେ । ଏହି ମହିଳା ଜଣକ ଘର ଭିତରେ ପଶି ଯାଇଥିଲେ ଆଉ ତାଙ୍କୁ ଯେତେ ଡାକିଲେ ମଧ୍ୟ ସେ ଶୁଣିଲେ ନାହିଁ ।ଏହି ମହିଳା ଜଣକ ନୂଆ କରି ବିବାହ କରିଥିଲେ । ଘରେ ପଶି ଯାଇଥିଲା ନୁଆବୋହୁ । ଖବର ପାଇ ଆସିଗଲେ ପୋଲିସ । ଘର ବାହାରେ ଛିଡା ହେଲେ ।
Gg
ଆଉ ପୋଲିସ ଯେତେ ଡାକିଲା ମଧ୍ୟ ଏହି ନୂଆ ବୋହୂ କବାଟ ଖୋଲିଲା ନାହିଁ । ଘର ଭିତରେ ଏହି ନୂଆ ବୋହୂ ଜଣକ ପଶି ଯାଇଛନ୍ତି ଆଉ ପୋଲିସ ଯେତେ ବି ଡାକିଲେ ସେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଏହି ନୂଆ ବୋହୂ ଜଣକ ଘର ଭିତରେ ପଶି କାନ୍ଦୁଥିଲେ ବୋଲି ସୂଚନା ମିଳିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପୋଲିସ କବାଟ ଫାଙ୍କରେ ଦେଖିଲା ବେଳକୁ ନୂଆ ବୋହୂ ଅନୁ ଘର ଭିତରେ କାନ୍ଦୁଛି ।
Gg
ବିଧବା ଶାଶୁ ଆଉ ସ୍ଵାମୀ ଘରେ ନଥିବା ବେଳେ ଏହି ନୂଆ ବୋହୂ ଜଣକ ଘରେ ପଶି ଯାଇଥିଲା । ଆଉ ଏଭଳି କାମ କରିଛି । ଜଗନ୍ନାଥ ପ୍ରସାଦ ଥାନା ଅଧୀନ ହନୁମାନ ମନ୍ଦିର ପଛ ଗଳିରେ ଏଭଳି ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଛି । ଏବେ ପୋଲିସ ଘର କବାଟ ଖୋଲିବାକୁ ବୋହୂକୁ କହିଥିବା ବେଳେ ବୋହୂ କିଛି ଶୁଣୁ ନାହାନ୍ତି । ପୋଲିସ ଏବଂ ପରିବାର ଘର ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ଘର ଖୋଲି ନଥିଲେ ।
ଦୀର୍ଘ ଦୁଇଦିନ ହେବ ଏହି ନୂଆ ବୋହୂ କବାଟ ଖୋଲୁ ନାହାନ୍ତି । ଏହି ନୂଆ ବୋହୂ ଜଣକ ହେଉଛନ୍ତି ଅନୁ ପୃଷ୍ଟି । ଆଉ ପୁଅ ସୌମ୍ୟରଞ୍ଜନ ବାହାରେ ଚାକିରି କରୁଥିଲେ । ଆଉ ଏହି ବୋହୂ ଜଣଙ୍କ ସହ କିଛି ମନ ମାଳିନ୍ୟ ହୋଇଥିଲା । ଶାଶୁ ଆଉ ସ୍ଵାମୀଙ୍କ ସହ ଏଭଳି କିଛି କରି ବୋହୂ ଜଣକ ଶାଶୁ ଆଉ ସ୍ଵାମୀ ଘରେ ନଥିବାର ସୁଯୋଗ ନେଇ ଘର ତାଳ ଭାଙ୍ଗି ଏହି ବୋହୂ ଅନୁ ଆଉ ତାଙ୍କ ପରିବାର ଲୋକେ ଘରେ ପଶି ଯାଇଛନ୍ତି ଆଉ କବାଟ ଖୋଲୁ ନାହାନ୍ତି । କିଛି ଅପ୍ରୀତିକର ପରିସ୍ଥିତି ନ ହେବା ପାଇଁ ସେଠାରେ ପୋଲିସ ମୁତୟନ କରାଯାଇଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.