Movie prime

ଘରୁ ଫେରାର ହେଇ ପ୍ରେମିକକୁ ବାହା ହେଇଥିଲା ଝିଅ..ଆଜି ଟେକି ନେଲା ପୋଲିସ୍ ଆଉ ତାପରେ....

 
Gg
ଘରୁ ଲୁଚି ଆସି ବାହା ହେଇ ଯାଇଥିଲା ଝିଅ। ଏହି ପୁଅକୁ ଭଲ ପାଉଥିଲା ଆଉ ବାପା ମାଆ କାହାକୁ ନକହି ଝିଅ ଘରୁ ଫେରାର ହେଇ ଆସିଥିଲା। ଏହି ପୁଅକୁ ଭଲ ପାଉଥିଲା ଆଉ ବାପା ମାଆ କାହାକୁ ନକହି ଝିଅ ଘରୁ ଫେରାର ହୋଇ ଯାଇଥିଲା। ଆଉ ପ୍ରେମିକ ସହ ଲୁଚି ଲୁଚି ମନ୍ଦିରରେ ବିବାହ ମଧ୍ୟ କରିଥିଲା। କିନ୍ତୁ ଆଜି ଲୁଚି ଲୁଚି ପ୍ରେମିକ କୁ ବିବାହ କରିଥିବା ଝିଅକୁ ପୋଲିସ ଧରି ପକାଇଛି।
Gg
ଆଉ ସେଠାରେ କଣ ସବୁ ଘଟି ଯାଇଥିଲା ସେ ଭିଡିଓ ଏବେ ଖୁବ ଜୋରେ ଭାଇରାଲ୍ ହେବାରେ ଲାଗିଛି। ଯୁବତୀ ଜଣକ ନାମ ହେଉଛି ରିତିସ୍ଵିନି ରାଉଳ। ଯାହାଙ୍କ ବୟସ ପାଖାପାଖି ୨୩ ବର୍ଷ ହେବ। ଯିଏକି ଘରୁ ଲୁଚି ଆସି ବିବାହ କରିଥିଲେ। ପ୍ରେମିକ ଅଭିଷେକ ଅନେକ ବର୍ଷ ଧରି ବିବାହ କରିଥିଲେ। ଝିଅକୁ ଘରୁ ଆଣି ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କରିଥିଲେ। ଦୁହେଁ ପୁର୍ବରୁ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ।
Gg
କୌଣସି କାରଣରୁ ଯୁବତୀ ଜଣକ ଘର କିଛି ନଜଣାଇ ତାଙ୍କର ପ୍ରେମିକ ନିକଟକୁ ଚାଲି ଆସିଥିଲେ। କେନ୍ଦ୍ରାପଡ଼ାରେ ଏଭଳି ଏକ ଘଟଣା ଘଟି ଯାଇଛି। ଯୁବତୀ ଜଣକ ଘର ଲୋକ ଥାନାରେ ଏନେଇ ଅଭିଯୋଗ କରିଥିଲେ ଏହାପରେ ପୋଲିସ ଯୁବତୀର ବୟାନ ରେକର୍ଡ କରିବା ପାଇଁ ଆସିଥିଲା। ମାତ୍ର ପୁଅ ଘର ଲୋକଙ୍କ ସହ କଥା କଟାକଟି ହୋଇଥିଲା। କାରଣ ସେ ତାଙ୍କର ବୋହୁ ଙ୍କୁ ଥାନା କୁ ଛାଡ଼ିବା ପାଇଁ ଆଦୌ ରାଜି ନଥିଲେ।
ଏହାପରେ ପୋଲିସ ଙ୍କ ବୋହୂ କୁ ଜୋର ଜବରଦସ୍ତ ଉଠାଇ ନେଇ ଯାଇଥିଲା। ଆଉ ଏହାକୁ ନେଇ ଅଭିଷେକ ଙ୍କ ବାପା କହିଛନ୍ତି କି ତାଙ୍କ ବୋହୂଙ୍କୁ ପୋଲିସ ଜୋର୍ ଜବରଦସ୍ତି ଉଠାଇ ନେଇ ଯାଇଛନ୍ତି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣା ସମ୍ପର୍କରେ ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.