Movie prime

ଘୋଷାଡି ନେଇଗଲା ଲକ୍ଷ୍ମୀ ବସ !! ସିଧା ମୁଣ୍ଡ ରୁ ବାହାରିଗଲା ଦହି !

 
Gv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ରାସ୍ତାରେ ଘୋଷାଡି ନେଇଗଲା ଲକ୍ଷ୍ମୀ ବସ। ଆଉ ସେହି ଠାରେ ହିଁ ଛଟପଟ ହେଇ ପ୍ରାଣ ହାରି ଦେଇଥିଲେ ସ୍ୱାସ୍ଥ୍ୟକର୍ମୀ।
Vv
ବନ୍ଧୁଗଣ ଲକ୍ଷ୍ମୀ ବସ ନେଇଗଲା ଜଣେ ସ୍ବାସ୍ଥ୍ୟକର୍ମୀର ଜୀବନ। ଝିଅର ମୃ-ତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ମଉଦା ନିକଟରେ ଯେଉଁ ଛାତିଥରା ଭୟଙ୍କର ଦୁ-ର୍ଘ-ଟ-ଣା ଘଟିଥିଲା ସେଥିରେ ଜୀବନ ହରାଇଥିଲେ ଜାନକୀ ପୃଷ୍ଟି। ସେ ଦୁ-ର୍ଘ-ଟ-ଣା ଏତେ ଭୟଙ୍କର ଥିଲା ଯେ ଯିଏ ନିଜ ଆଖିରେ ଦେଖିଛି ସେ ବି ଭୟଭୀତ ହେଇଯାଉଛି। 
ଶୋକାକୁଳ ପରିବେଶରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛଦ ହେଇଥିଲା। ଆଉ ଆଣି ଜାନକୀଙ୍କ ପାର୍ଥିବ ଶରୀରର ନିଜ ଜନ୍ମ ମାଟିକୁ ଫେରୁଥିବା ବେଳେ ପ୍ରଥମେ ଉଦଳା ଡାକ୍ତରଖାନାରେ ପହଞ୍ଚିଥିଲା। ସମସ୍ତେ ଜାନକୀଙ୍କୁ ଶେଷ ଦର୍ଶନ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏବଂ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା। "ଜାନକୀ ଅମର ରହେ" ଏହି ଶବ୍ଦଟି ମେଡିକାଲ ପରିସରରେ କମ୍ପି ଉଠୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.