Movie prime

ବିନା ପରୀକ୍ଷାରେ ସରକାରୀ ଚାକିରୀ ଦେଖନ୍ତୁ ଅପାୟୀ ମାନଙ୍କ ପାଇଁ ଆସିଲା ଖୁସି ଖବର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ବନ୍ଧୁଗଣ ଯେଉଁ ମାନେ ସରକାରୀ ଚାକିରୀ କରିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ରହିଛି ଏକ ଭଲ ଖବର। କାରଣ ଏକ ଅଧିସୂଚନା ଏବେ ଜାରୀ କରିଛି ୟୁପିଏସି। ଯାହା ଅନେକ ଗୁଡ଼ିଏ ପଦବୀକୁ ପୂରଣ କରିବା ପାଇଁ ବିଜ୍ଞାପନା ବାହାର କରିଛି। 
Hh
ବର୍ତ୍ତମାନ ଏଥିପାଇଁ ଆବେଦନ ପ୍ରୋସେସ ମଧ୍ୟ ଜାରି ରହିଛି। ଆବେଦନ କରିବାକୁ ଚାହୁଁଥିଲେ ଅଫିସୀୟାଲ ୱେବସାଇଡରେ ଯାଇ ଆପ୍ଲାଏ ମଧ୍ୟ କରିପାରିବେ। ଆବେଦନ କରିବାର ଶେଷ ତାରିଖ ରହିଛି ୨୦୨୪ ମେ ୩୧।
ବାସ୍ତବରେ ୟୁପିଏସି ଫର୍ମ ଜରିଆରେ ପୂରଣ କରିବ ପ୍ରାୟ ୮୩ଟି ପଦବୀ। ଯାହା ମଧ୍ୟରେ ମାର୍କେଟିଂ ଅଫିସର, ଆସିଷ୍ଟାଣ୍ଟ କମିଶନର, ଆସିଷ୍ଟାଣ୍ଟ ରିସର୍ଚ୍ଚ ଅଫିସର ଭଳି ପଦବୀ ରହିଛି। ଏହି ପଦବୀ ଗୁଡ଼କରେ ଆବେଦନ କରିବା ପାଇଁ ଯୋଗ୍ୟତା ମଧ୍ୟ ରହିଛି ଭିନ୍ନ ଭିନ୍ନ। 
କୃଷି ମନ୍ତ୍ରାଳୟରେ ଆସିଷ୍ଟାଣ୍ଟ କମିଶନର ପଦବୀ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ପାଖରେ ଏଗ୍ରୀକଲଚର୍ ଇକୋନୋମିକ୍ସ କମୋର୍ସରେ ମାଷ୍ଟର ଡିଗ୍ରୀ ରହୁଥିବା ଜରୁରୀ। ଏମିତି କି ୫ ବର୍ଷର ଅଭିଜ୍ଞତା ମଧ୍ୟ ଆବଶ୍ୟକ।
Gg
ତେବେ ବୟସ ୪୦ ବର୍ଷରୁ ଅଧିକ ହୋଇନଥିବା ଦରକାର। ସେହିପରି ଟେଷ୍ଟ ଇଞ୍ଜିନୟରିଙ୍ଗ୍ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ଏଗ୍ରୀକଲଚର୍ ଇଞ୍ଜିନୟରିଙ୍ଗ୍ ଥିବା ଦରକାର। ଏଥି ସହିତ ତିନି ବର୍ଷର ଏକ୍ସପିରିଏନ୍ସ ଥିବା ଦରକାର। 
ସମାନ ଭାବରେ ମାର୍କେଟିଂ ଅଧିକାରୀ ପାଇଁ ଆପ୍ଲାଏ କରିବାକୁ ହେଲେ ଏଗ୍ରୀକଲଚରରେ ମାଷ୍ଟର ହେବା ଆବଶ୍ୟକ। ତେବେ ଚାକିରୀ ପାଇବା ପରେ ମାଟ୍ରିକସ ହିସାବରେ ଆପଣଙ୍କୁ ୪୪ ହଜାର ୯୦୦
ଶହରୁ ଆରମ୍ଭ କରି ୧ ଲକ୍ଷ ୪୨ ହଜାର ୪୦୦ ଶହ ଟଙ୍କା ପର୍ଯ୍ୟନ୍ତ ସାଲାରି ମିଳିବ। ଆଉ ଏହି ପଦବୀ ଗୁଡିକ ପାଇଁ ସିଲେକସନ କେବଳ ଇଣ୍ଟରଭିୟୁ ମାଧ୍ୟମରେ ହେବ। ଏହି ପଦବୀରେ ଦେବାକୁ ପଡିବ ନାହିଁ କୌଣସି ପ୍ରକାର ପରୀକ୍ଷା।