Movie prime

ଏହି ତାରିଖରୁ ବନ୍ଦ ହୋଇଯିବ Gpay ଦେଖନ୍ତୁ ଆସିଲା ଶେଷ ତାରିଖ

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ବର୍ତ୍ତମାନ ୟୁପିଆଇ କ୍ଷେତ୍ରରେ ଫୋନ ପେ', ଗୁଗଲ ପେ’ର ଦବଦବା ରହିଛି। ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କର କଡା କାର୍ଯ୍ୟାନୁଷ୍ଠାନ ପରେ ଫୋନ ପେ, ଗୁଗଲ ପେ’ର ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ବଢିଛି। 
Hh
ଦିନକୁ ଦିନ ଡିଜିଟାଲ୍ ପେମେଣ୍ଟ ବଢିବାରେ ଲାଗିଛି। ଲୋକମାନେ ସିଧାସଳଖ ଟଙ୍କା ନେଣଦେଣ ନ କରି ଡିଜିଟାଲ୍ ମାଧ୍ୟମକୁ ପସନ୍ଦ କରୁଛନ୍ତି। ନିବେଶ ପାଇଁ ହେଉ ଅଥବା ସପିଂ ଲୋକମାନେ ଅନଲାଇନରେ ଟଙ୍କା ପୈଠ କରୁଛନ୍ତି।
ଏଥିପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡୁନଥିବା ବେଳେ ଅତି ସହଜରେ ମାତ୍ର କିଛି ସେକେଣ୍ଡରେ ପେମେଣ୍ଟ ହୋଇପାରୁଛି। ବନ୍ଧୁଗଣ ଗୁଗୁଲ ପେ ଉପଭୋକ୍ତଙ୍କ ପାଇଁ ବଡ଼ ଝଟକା। ୧୭ ଦିନ ମଧ୍ୟରେ ଗୁଗୁଲ ପେ ବନ୍ଦ ହେବାକୁ ଯାଉଛି। 
ଅନେକ ଲୋକ ଗୁଗୁଲ ପେ ବ୍ୟବହାର କରିଥାନ୍ତି। ସେ ଜଳଖିଆ ଦୋକାନ ହେଉ ବା ରାସନ ଦୋକାନ ହେଉ କିମ୍ବା ରିଚାର୍ଜ୍ କ୍ଷେତ୍ରରେ ହେଉ ସବୁ କ୍ଷେତ୍ରରେ ଏହି ଗୁଗୁଲ ପେ ଲୋକଙ୍କୁ ବହୁତ ସାହଯ୍ୟ କରୁଛି। ଡିଜିଟାଲ ଦୁନିଆରେ ଗୁଗୁଲ ପେ ମାଧ୍ୟମରେ ଟଙ୍କା ପଠାପଠି କରିଥାନ୍ତି।
Bb
ହେଲେ ଗୁଗୁଲ ପେ ଜରିଆରେ ଆଉ ଟଙ୍କା ପଠାପଠି ହେଇପାରିବନାହିଁ। ଜୁନ ୪ ତାରିଖରେ ଗୁଗୁଲ ପେ ସେବା ବନ୍ଦ ହେବାକୁ ଯାଉଛି। ୧୭ ଦିନ ମଧ୍ୟରେ ଗୁଗୁଲ ପେ ସେବା ଆମେରିକାରେ ସଂପୂର୍ଣ୍ଣ ରୂପେ ବନ୍ଦ ହେଇଯିବ। 
ତେବେ ଗୁଗୁଲ ପେ ଏଭଳି ଏକ ବଡ଼ ନିଷ୍ପତ୍ତି କାହିଁକି ନେଇଛି ତାହା ଜଣାପଡ଼ିନାହିଁ। କିନ୍ତୁ ଗୁଗୁଲ ପେ ନିଶ୍ଚିନ୍ତ କରିସାରିଛି ଯେ, ଜୁନ ୪ ତାରିଖ ଦିନ ଗୁଗୁଲ ପେ ସେବା ବନ୍ଦ ହେଇଯିବ। ଗୁଗୁଲ ପେ ସେବା ଭାରତରେ ନୁହେଁ ଆମେରିକାରେ ବନ୍ଦ ହେଇଯିବ।
ଜୁନ ୪ ତାରିଖ ପରେ ଗୁଗୁଲ ପେ ଆପ ଆମେରିକାରେ ବନ୍ଦ ହେଇଯିବ। କେବଳ ଭାରତ ଏବଂ ସୀଙ୍ଗାପୁରରେ କାମ କରିବ ଏହି ଆପ। ଆମେରିକାରେ ସମ୍ପୁର୍ଣ୍ଣ ରୂପେ ଅଦରକାରୀ ହେଇଯିବ ଏହି ଗୁଗୁଲ୍ ପେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.