DJ ଭୟଙ୍କର ସାଉଣ୍ଡ ପାଇଁ ହେଲା ବ୍ରେନ୍ ହାମ୍ରେଜ୍ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର
Updated: Sep 18, 2024, 16:32 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର ଖବର ପାଇ ପାରିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଅନେକ ଲୋକ ଅଛନ୍ତି ଯେଉଁମାନେ ଡିଜେ ସାଉଣ୍ଡ ଶୁଣି ଥାଆନ୍ତି ଆଉ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଏହି ଡିଜେ ସାଉଣ୍ଡ ଭଲ ଲାଗିଥାଏ । ଏବେ ଏହି ଡିଜେ ସାଉଣ୍ଡକୁ ନେଇ ଆସିଛି କିଛି ଖବର । ଡିଜେ ସାଉଣ୍ଡ ଶୁଣିବାକୁ ଭଲ ଲାଗୁଛି କି ? ଭୁଲରେ ବି ଶୁଣନ୍ତୁ ନାହିଁ ଡିଜେ ସାଉଣ୍ଡ ।
ଡିଜେ ସାଉଣ୍ଡ ପାଖରେ ରୁହନ୍ତୁ ନାହିଁ । ନହେଲେ ଆପଣଙ୍କର ହୋଇପାରେ ବ୍ରେନ ହାମରେଜ ।ଆଉ କିଛି କ୍ଷଣ ଭିତରେ ଚାଲି ଯାଇପାରେ ଜୀବନ । ଯଦି ଆପଣଙ୍କୁ ଡିଜେ ସାଉଣ୍ଡ ଶୁଣିବାକୁ ଭଲ ଲାଗୁଛି ବା ଆପଣ ଡିଜେ ସାଉଣ୍ଡ ପରିବେଶରେ ରହୁଛନ୍ତି ତାହେଲେ କେତେବେଳେ ବି ଆପଣଙ୍କର ଜୀବନ ଚାଲି ଯାଇପାରେ । ଛତିଶଗଡ଼ରେ ଜଣେ ବ୍ୟକ୍ତି ଏଭଳି କିଛିର ଶିକାର ହୋଇଛନ୍ତି । ଆଉ ଏବେ ଏହି ଖବର ସାମ୍ନାକୁ ଆସୁଛି । ମାତ୍ରାଧିକ ଡିଜେ ସାଉଣ୍ଡ କାରଣରୁ ମସ୍ତିସ୍କ ଖରାପ ହୋଇଛି ବୋଲି ସୂଚନା ମିଳିଛି ।
ଏବେ ଏହି ଖବର ଆସିବା ପରେ ଲୋକମାନେ ଭୟଭୀତ ହୋଇଗଲେଣି । ଆଉ ଲୋକମାନେ ଏବେ ଏହି ଖବର ଶୁଣି ଆଉ ଡିଜେ ସାଉଣ୍ଡ ପାଖକୁ ଯାଉ ନାହାଁନ୍ତି । ଆମ କାନ ଯେତିକି ଡେସିବିଲ ସାଉଣ୍ଡ ଶୁଣି ପାରିବ ତାଠାରୁ ଅଧିକ ଡେସିବିଲ ସାଉଣ୍ଡ ଥାଏ ଡିଜେରେ । ଡିଜେର ଅଧିକ ସାଉଣ୍ଡ ମଣିଷଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଛତିଶଗଡ ରାଜ୍ୟରେ ନିକଟରେ ଜଣେ ବ୍ୟକ୍ତି ଯାହାଙ୍କ ବୟସ ୪୦ ବର୍ଷ ତାଙ୍କର ଡିଜେ ସାଉଣ୍ଡ ଶୁଣିବା ପରେ ବ୍ରେନ ହାମରେଜ୍ ହୋଇଥିଲା ।
ଏହି ବ୍ୟକ୍ତି ଜଣଙ୍କର ମସ୍ତିସ୍କ ଘାତ ହୋଇଥିବାରୁ ତାଙ୍କର ଦେହାନ୍ତ ହୋଇଥିଲା । ଆଉ ଏହି ବ୍ୟକ୍ତି ଜଣଙ୍କର ଦେହାନ୍ତର କାରଣ ହେଉଛି ଡିଜେ ସାଉଣ୍ଡ ବୋଲି ଡାକ୍ତର ଅନୁମାନ କରିଛନ୍ତି । ଏହି ଘଟଣାଟି ପୂର୍ବ ସପ୍ତାହରେ ଘଟିଥିଲା । ଆଉ ଏହି ଘଟଣା ଛତିଶଗଡ ରାଜ୍ୟର ବଳରାମପୁର ଜିଲ୍ଲାରେ । ବଳରାମପୁର ଜିଲ୍ଲାର ସଞ୍ଜୟ ଜେସୱାଲ ଡିଜେ ଗାଡ଼ିରେ ଉପକରଣମାନ ରଖିଥିଲେ । ଆଉ ଏହାପରେ ସେ ଘରକୁ ଆସିଥିଲେ । ତାଙ୍କର ମୁଣ୍ଡ ବିନ୍ଧା ହୋଇଥିଲା । ଏହାପରେ ସେ ମେଡିକାଲ ଯାଇଥିଲେ ଆଉ ସେ ତାଙ୍କର ଦେହାନ୍ତ ହୋଇଥିଲା ଆଉ ଏହାର କାରଣ ଡିଜେ ଶବ୍ଦ ବୋଲି ଜଣାପଡିଥିଲା ।