Movie prime

ଶବକୁ ବସେଇ ଜୀବନ ଦେଉଚି ଗୁଣିଆ... ଡାକ୍ତର ଏବେ ବସି ବସି ଦେଖୁଛନ୍ତି ଲୀଳା..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଅନ୍ଧବିଶ୍ୱାସ କୁ ଏବେ ବି କିଛି ଲୋକ ମାନେ ମାନୁଛନ୍ତି।ଆମେ ଆଜି ସେଭଳି ଗୋଟିଏ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଯାହାକି କେନ୍ଦୁଝର ଜିଲ୍ଲାରେ ଘଟିଛି।ପିଲା ଟି ମରି ଯାଇଚି।ହେଲେ ଡାକ୍ତରଖାନା ଭିତରେ ପଶି ଜଣେ ବାବା ଝଡ଼ା ଫୁଙ୍କା କରୁଛନ୍ତି।ତେବେ ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଘୁରି ବୁଲୁଛି।ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Vv
ସୂଚନା ଅନୁସାରେ ସେହି ଜିଲ୍ଲା ର ପାଟୁଆ ଗାଁ ର ପଦ୍ମଲୋଚନ ନାମକ ଯୁବକ ନିଜ ସାଙ୍ଗ ସାଥୀ ଙ୍କ ସହିତ ଗୋଟିଏ କ୍ଳବ୍ ଘରେ ଶୋଇ ଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏଭଳି କିଛି ଘଟଣା ଘଟି ଯିବ।ରାତି ରେ ସମସ୍ତେ ଖାଇ ପିଇ ଶୋଇଲେ। ଅଧ ରାତି ସମୟ ରେ ପଦ୍ମଲୋଚନ ଶୋଇ ଥିବା ଘରେ ଗୋଟିଏ ବିଷାକ୍ତ ସାପ ଆସି ଥିଲା।ସେ ପଦ୍ମଲୋଚନ ଙ୍କୁ କାମୁଡି ଦେଇ ଥିଲା।ଏହାକୁ କେହି ବି ଦେଖି ପାରି ନ ଥିଲେ।କିଛି ସମୟ ରେ ସବୁ କିଛି ପରିବର୍ତ୍ତନ ହୋଇ ଗଲା।
Kk
ତାଙ୍କ ସାଙ୍ଗ ମାନେ ଯେତେବେଳେ ପଦ୍ମଲୋଚନ ଙ୍କ ପାଟି ରୁ ଫେଣ ବାହାରିବା ଦେଖି ଲେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଗଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କଲେ।ହେଲେ ତାଙ୍କ ବାପା ମା କୌଣସି ଏକ ଗୁଣିଆ ଙ୍କୁ ଡାକି ସେଠାରେ ଝଡାଫୁଙ୍କା କରି ଥିଲେ।ତାଙ୍କ ମୃତ ଦେହ କୁ ଲୋକ ମାନେ ଟେକି ଧରି ଥିଲେ।ସମସ୍ତେ ଭାବି ଥିଲେ ପଦ୍ମଲୋଚନ ବଞ୍ଚି ଯିବେ।
ହେଲେ ସେଭଳି କିଛି ବି ହୋଇ ନ ଥିଲା।ଏହା ପରେ ତାଙ୍କ ମୃତ ଦେହ କୁ ପୋଷ୍ଟ ମର୍ଟମ ପାଇଁ ପଠା ଯାଇ ଥିଲା।ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତେବେ ଲୋକ ଙ୍କ ମନ ରେ ଆଜି ଯାଏଁ ମଧ୍ୟ ଅନେକ ପ୍ରକାର ଅନ୍ଧ ବିଶ୍ବାସ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.