Movie prime

ଦୁ-ଷ୍କ-ର୍ମ ବିରୁଦ୍ଧରେ ସ୍ବର ଉଠାଇବା ପଡ଼ିଲା ମହଙ୍ଗା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହିଳା ଟ୍ରେନି ଡାକ୍ତରଙ୍କ ଦୁ-ଷ୍କ-ର୍ମ ବିରୋଧରେ ଆନ୍ଦୋଳନ କରୁଥିବା ଯୁବତୀଙ୍କୁ କଲେ ଦୁ-ଷ୍କ-ର୍ମ। କଲିକତାରେ ଟ୍ରେନି ମହିଳା ଡାକ୍ତର ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାର ପର୍ଦ୍ଦାଫାଶ ନହେଉଣ ପୁଣି ଆଉ ଜଣଙ୍କୁ ଦୁ-ଷ୍କ-ର୍ମ। ଯୋଉ ଠାରେ ଦୁ-ଷ୍କ-ର୍ମକୁ ନେଇ ଆନ୍ଦୋଳନ ହେଉଥିଲା ସେହି ଆନ୍ଦୋଳନରତ ଜଣେ ଯୁବତୀଙ୍କୁ ଦୁ-ଷ୍କ-ର୍ମର ଅଭିଯୋଗ। ପ୍ରଥମେ ବନ୍ଧୁତା କଲେ ଆଉ ତା'ପରେ ଘରକୁ ଯିବା ବାହାନାରେ ବାରମ୍ଵାର ବାରମ୍ଵାର କରିଥିଲେ ଦୁ-ଷ୍କ-ର୍ମ। 
Yh
ଜଷ୍ଟିସ ଫର ଆର.ଜି.କର ସ୍ଲୋଗାନ ଉଠାଇ ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦାବିରେ ଏବେ କଲିକତାରେ ଆନ୍ଦୋଳନ ହେଉଛି। ଆଉ ସେହି ଆନ୍ଦୋଳନ ସ୍ଥଳରେ ପୀଡ଼ିତା ଏବଂ ଯୁବକଙ୍କ ମଧ୍ୟରେ କଥାବାର୍ତ୍ତା ବଢିଥିଲା ଆଉ ପରିଚୟ ମଧ୍ୟ ବଢିଥିଲା। ପରେ ଫେସବୁକରେ ବନ୍ଧୁତା ବଢିଲା ଆଉ ଏହା ପରେ ଯୁବତୀ ଜଣଙ୍କ ସେହି ସଂଗ୍ରାମୀ ସାଥିର ଜାଲରେ ପଡ଼ିଥିଲେ। ଆଉ ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କୁ ଗ-ଣ-ଦୁ-ଷ୍କ-ର୍ମ ଅଭିଯୋଗରେ ହର୍ଦ୍ଧହ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। 
Tt
ଅଭିଯୋଗ ମୁତାବିକ ହର୍ଦ୍ଧହ ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଜାଣିବାକୁ ମିଳିଛି ଯେ, ଗିରଫ ହେଇଥିବା ବ୍ୟକ୍ତି ଜଣଙ୍କ ଅର୍ଘ୍ୟ ଦାସ ଶୁଭମ୍ ଧର ଉଭୟ ବେଲଘରିଆର ବାସିନ୍ଦା। ତେବେ ଶୁଭମ ଶନିବାର ରାତିରେ ତାଙ୍କ ବନ୍ଧୁ ଅର୍ଘ୍ୟ ଦାସଙ୍କୁ ସାଥିରେ ନେଇ ଯୁବତୀଙ୍କ ହର୍ଦ୍ଧହ ଘରକୁ ଯାଇଥିଲେ। ଅଭିଯୋଗ ଅନୁଯାଇ ମ-ଦ୍ୟ-ପ ଅବସ୍ଥାରେ ଦୁଇଜଣ ଯୁବତୀଙ୍କୁ ଗ-ଣ-ଦୁ-ଷ୍କ-ର୍ମ କରି ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ଏହା ମଧ୍ୟ ଅଭିଯୋଗ ହେଇଛି ଯେ ସେହି ଭିଡିଓ ଦେଖାଇ ପୀଡ଼ିତାଙ୍କୁ ବ୍ଲାକମେଲ କରାଯାଉଥିଲା। 
ଏହି ଘଟଣା ପରେ ପୀଡ଼ିତା ତାଙ୍କୁ ଭୟ ନକରି ରବିବାର ଫରଦର୍ ଥାନାରେ ଯାଇ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଅଧାରେ ଉଭୟଙ୍କୁ ଗିରଫ କରାଯାଇଛି। ତେବେ ସୋମବାର ଯେତେବେଳେ ଅଭିଯୁକ୍ତ ମାନଙ୍କୁ ଭାରତପୂର୍ ସବଡିଭିଜନ କୋର୍ଟରେ ହାଜର କରାଯାଇଥିଲା ସେତେବେଳେ ବିଚାରପତି ୫ ଦିନ ପୋଲିସ ହେପାଜତଙ୍କୁ ପଠାଇଛନ୍ତି। ସେପଟେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ହର୍ଦ୍ଧହସ୍ଥିତ ବଳରାମ ସେବା ମଣ୍ଡଳ ହସ୍ପିଟାଲରେ କରଯାଇଥିଲା। ରିପୋର୍ଟ ଆସିଲା ପରେ ଜଣାପଡିବ ଯୁବତୀଙ୍କ ସହିତ ଦୁ-ଷ୍କ-ର୍ମ ହେଇଛି କି ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.