Movie prime

ବନ୍ଦ୍ ହେଇଗଲା କି ଆହାର କେନ୍ଦ୍ର ?? କଷ୍ଟରେ ଜନତା??ଲୋକ ଛଟପଟ ମିଳୁନି ଭାତ ଡାଲମା...

 
Ft
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବନ୍ଦ ହୋଇଗଲା ଆହାର କେନ୍ଦ୍ର। ଆଉ ମଧ୍ୟ ମିଳିବନି ପାଞ୍ଚ ଟଙ୍କିଆ ଭାତ ଡାଲମା। ପାଞ୍ଚ ଟଙ୍କା ଦେଲେ ଲୋକ ପେଟପୂରା ଭାତ ଡାଲମା ଖାଉଥିଲେ। ହେଲେ ନବୀନ ପଟ୍ଟନାୟକ ହାରିଗଲେ ବୋଲି ଏବେ ଓଡ଼ିଶାରେ ବନ୍ଦ ହୋଇଗଲା ପାଞ୍ଚ ଟଙ୍କିଆ ଆହାର କେନ୍ଦ୍ର। ଆଉ ଓଡ଼ିଶାରେ ବନ୍ଦ ହୋଇଗଲା ଅନେକ ପାଞ୍ଚ ଟଙ୍କିଆ ଆହାର କେନ୍ଦ୍ର। ହାରିଗଲେ ନବୀନ ପଟ୍ଟନାୟକ ଓ ହାରି ଗଲା ବିଜେଡ଼ି।
Hb
ଯେଉଁ ଯେଉଁ ଯୋଜନା ମଧ୍ଯ ଓଡ଼ିଶାରେ ହୋଇଥିଲା ତାହା ଏବେ ବନ୍ଦ ହେବାକୁ ଯାଉଛି। ଆଗକୁ ମଧ୍ଯ ଆଉ ମିଳିବନି ପାଞ୍ଚ ଟଙ୍କିଆ ଭାତ ଡାଲମା। ଲୋକ ମଧ୍ୟ ସେହି ପାଞ୍ଚ ଟଙ୍କିଆ ଭାତ ଡାଲମା ଖାଇବାକୁ ପାଇବେ ନାହିଁ। କାରଣ ମୋ ଆହାର କେନ୍ଦ୍ର କୁଆଡେ ଆଗକୁ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି। ସାରା ଓଡ଼ିଶା ହସୁଥିଲା ଯେତେବେଳେ ଓଡ଼ିଶାରେ ସବୁକିଛି ଥିଲା। ହେଲେ ଓଡ଼ିଆରେ ଏବେ ଏକ ବଡ଼ ପରିବର୍ତ୍ତନ ହୋଇ ଯାଇଛି।
Hh
ଏହି ବଡ଼ ପରିବର୍ତନ ଓଡ଼ିଶାବାସୀଙ୍କ ଉପରେ କେଉଁ ବଡ଼ ପରିବର୍ତ୍ତନ ପକାଇବାକୁ ଯାଉଛି ତାହା ଏବେ ସମୟ ହିଁ କହିବ। ମୋ ସରକାର ଠାରୁ ଆରମ୍ଭ କରି ମୋ ଯୋଜନା , ଆଉ ମୋ ଆହାର କେନ୍ଦ୍ର ଏମିତି ସବୁ ଯୋଜନା ଓଡ଼ିଶାରେ ଲାଗୁ ହୋଇଥିଲା। ଏମିତି ଅନେକ ଯୋଜନା ଓଡ଼ିଶାରେ ଲାଗୁ କରାଇଥିଲେ ନବୀନ ପଟ୍ଟନାୟକ। ହେଲେ ଯେତେବେଳେ ଓଡ଼ିଶାବାସୀ ଓଡ଼ିଶାରେ ନବୀନ ଙ୍କୁ ଛାଡି ବିଜେପି କୁ ବାଛିଛନ୍ତି ,
ସେତେବେଳେ ଓଡ଼ିଶାରେ ଲାଗୁ ହୋଇଥିବା ସବୁ ବିଜେଡ଼ି ନବୀନ ପଟ୍ଟନାୟକ ଙ୍କ ଯୋଜନା ଆଗକୁ ବନ୍ଦ ହେବାକୁ ଯାଉଛି ବୋଲି କୁହା ଯାଇଛି। ତାହା ମଧ୍ୟରେ ମୋ ଆହାର କେନ୍ଦ୍ର ମଧ୍ୟ ରହିଛି। ଯେଉଁଠାରେ ହଜାର ହଜାର ଲୋକ ମାତ୍ରା ପାଞ୍ଚ ଟଙ୍କା ରେ ଭାତ ଡାଲମା ଖାଉଥିଲେ। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗୁଛି। ତେବେ ଆପଣଙ୍କୁ କଣ ଲାଗୁଛି ଆଗକୁ ମୋ ଏହାର ଯୋଜନା ଚାଲିବ କି ନାହିଁ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।