Movie prime

ହାତଗଣ୍ଠି ପୂର୍ବରୁ ରାଗିଲା ବ୍ରାହ୍ମଣ.. ଦେଇ ଦେଲା ବ୍ରହ୍ମ ଅଭିଶାପ..

 
Gh

ବାହାଘର ବେଦି ଉପରେ ହଠାତ୍ ରାଗି ଗଲେ ନନା। ବରକନ୍ୟାକୁ ଆଶୀର୍ବାଦ ଦେବା ବଦଳରେ ନନା ଅଭିଶାପ ଦେଇଦେଲେ। ବରକନ୍ୟାଙ୍କ ହାତଗଣ୍ଠି ପଡ଼ୁଥିଲା, ନନା ରାଗରେ ତମ ତମ ହେଇ ବେଦି ଉପରୁ ଉଠିଥିଲେ। ଆଉ ନୂଆ ନୂଆ ସାଜୁଥିବା ସ୍ୱାମୀ ସ୍ତ୍ରୀଙ୍କୁ ବାହାଘର ଦେବି ଉପରେ ଇମିତି ଅଭିଶାପ ଦେଇଦେଲେ। ଯାହାର ଫଳରେ ବାହାଘର ବେଳର ଏହି ଭିଡ଼ିଓ ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହେଇ ଯିବେ। ହଁ ଦର୍ଶକ ବନ୍ଧୁ ହଠାତ୍ ବାହାଘର ବେଦି ଉପରେ ରାଗି ଉଠିଲେ ନନା।

Bh

ଆଉ ବେଦି ଉପରେ ବରକନ୍ୟାଙ୍କର ବିବାହ କରୁ କରୁ ସେଇଠି ପାଟି କରିଥିଲେ। ଆଉ ବାହାଘର କେବେବି ସଂପୂର୍ଣ୍ଣ ହେବନି କହି ନନା ସେଠୁ ଚାଲି ଯାଇଥିଲେ। ଦର୍ଶକ ବନ୍ଧୁ ବେଦି ଉପରେ ଚାଲିଥିଲା ବାହାଘର ବେଦି ଉପରେ ବରକନ୍ୟାଙ୍କର ହାତଗଣ୍ଠି ମଧ୍ୟ ପଡୁଥିଲା। ଜିନ୍ତୁ ସେଇଠି ଘଟି ଯାଇଥିଲା ଏମିତି କିଛି ଏକ ବଡ଼ ଅଘଟଣ। ଯେଉଁଥି ପାଇଁ ବରକନ୍ୟାଙ୍କର ବିବାହ କରୁଥିବା ନନା ରାଗରେ ଚାଲି ଯାଇଥିଲେ। ଆଉ ସେଇଠି ଅଧା ରହି ଯାଇଥିଲା ବରକନ୍ୟାଙ୍କର ବାହାଘର। ବରକନ୍ୟାଙ୍କର ବାହାଘର ପାଇଁ ଏହି ନନାଙ୍କୁ କୁଆଡେ଼ ଡକା ଯାଇଥିଲା। କିନ୍ତୁ ସେହି ବାହାଘର ମଝିରୁ ନନାଙ୍କୁ କୁଆଡେ଼ ଅପମାନ ଦିଆ ଯାଇଥିଲା।

Gg

ବରକନ୍ୟାଙ୍କ ସମ୍ପର୍କୀୟ ଲୋକ, କୁଣିଆ, ସାଙ୍ଗସାଥୀ ମିଶି ନନାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ ଏବଂ ଏପଟେ ମୋବାଇଲରେ ଭିଡ଼ିଓ କରାଯାଉଥିଲା ଆଉ ସେପଟେ ନନାଙ୍କୁ ହଇରାଣ କରା ଯାଉଥିଲା। କିଏ କିଏ ନନାଙ୍କ ମୁଣ୍ଡରେ ବ୍ୟାଗ୍ ରଖି ଦେଉଥିଲା ତ ଆଉ କିଏ ନନାଙ୍କ ଉପରକୁ ପଥର ମାଡ଼ କରୁଥିଲା। ଆଉ କିଏ କିଏ ନନା ମନ୍ତ୍ର ପାଠ ପଢ଼ୁ ପଢୁ ତାଙ୍କ ଉପରକୁ ପିନ୍ଧିବା ଲୁଗା ଫୋପାଡୁ ଥିଲା। ତଥାପି ନନା ବେଦି ଉପରେ ବସି ବରକନ୍ୟାଙ୍କ ବିବାହ କରୁଥିଲେ। କିନ୍ତୁ ଯେତେବେଳେ ନନାଙ୍କ ଉପରକୁ ଅଳତା ଫୋପଡା ଯାଇଥିଲା ,ଯେତେବେଳେ ନନାଙ୍କ ଉପରକୁ ନାଲି ରଙ୍ଗ ଫୋପଡ଼ା ଯାଇଥିଲା ସେତେବେଳେ ନନା ହଠାତ୍ ବାହାଘର ବେଦି ଉପରେ ରାଗି ଯାଇଥିଲେ।

ଆଉ ସେଇଠି ଲୋକଙ୍କୁ ପାଟି କରି ବାହାଘର ଅଧାରୁ ଚାଲି ଯାଇଥିଲେ। ଆଉ ବରକନ୍ୟାଙ୍କ ବିବାହ ହୋଇ ପାରିବ ନାହିଁ କହି ସେଠୁ ଚାଲି ଯାଇଥିଲେ। ଯଦି ଜଣେ ବ୍ରାହ୍ମଣଙ୍କୁ ଏମିତି ଅପମାନ ଦିଆଯାଏ ତାହାଲେ ଜଣେ ବ୍ରାହ୍ମଣ କିମ୍ବା ଲୋକ ଆଉ କେତେ ସହିଥାନ୍ତା । ଶେଷରେ ସହି ସହି ସେ ନନା ଜଣକ ବାହାଘର ମଝିରୁ ଚାଲି ଯାଇଥିଲେ। ତେବେ ପରେ ଯେଉଁମାନେ ନନାଙ୍କୁ ଯେଉଁମାନେ ହାଇରଣ କରୁଥିଲେ ସେମାନଙ୍କୁ ଘର ଲୋକମାନେ ଗାଳିଗୁଳଜ କରୁଥିଲେ ମଧ୍ୟ ମାମଲାର କିଛି ସମାଧାନ ହୋଇ ନଥିଲା। ଆଉ ସେହି ବାହାଘର ଭିତରେ ଏମିତି ଏକ ବଡ଼ ଅଘଟଣ ଘଟି ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.