ହଠାତ୍ ATM ଭିତରେ କଣ ହେଇଗଲା ଦେଖିବାକୁ ଗଦା ହେଇଗଲେ ଶହ ଶହ ଲୋକେ ଆଉ ତାପରେ
Mar 13, 2025, 11:46 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଖବର ଶୁଣିବେ ତାହା ଶୁଣିଲେ ଯେ କେହି ବି ମୁଣ୍ଡରେ ହାତ ଦେବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଏଟିଏମ୍ ସାମ୍ନାରେ ପ୍ରବଳ ଭିଡ଼ ଲାଗିଛି । ଏଟିଏମ୍ ସାମ୍ନାରେ ଭିଡ ଲାଗିବାର କାରଣ ମଧ୍ୟ ଜାଣି ରଖନ୍ତୁ ।

ଘର, ବସ୍ତ୍ର ଏବଂ ବାସଗୃହ ଭଳି ଏଟିଏମ୍ ଏହି ଯୁଗରେ ଏକ ଆବଶ୍ୟକୀୟ ଜିନିଷ ହୋଇଯାଇଛି । ଏଟିଏମ୍ ଲୋକଙ୍କୁ ଏବେ ଅନେକ ସାହାଯ୍ୟ କରୁଛି । ଏଟିଏମ୍ ଥିବାରୁ ଲୋକମାନେ ସହଜରେ ପଇସା ପାଇ ପାରୁଛନ୍ତି । ଏବେ ଏହି ଭିଡିଓରେ ଦେଖିପାରିବେ କି ଏଟିଏମ୍ ସାମ୍ନାରେ ଏଭଳି ସବୁ ଲୋକମାନଙ୍କ ଭିଡ ଲାଗିଛି । କିଏ କାହାକୁ ଅନାଇ ଦେଉଛି ତ ଆଉ କିଏ କଣ ଭାବୁଛି । ଲୋକମାନେ ଏବେ ଏଭଳି ଭିଡ ଜମାଇ ଛିଡ଼ା ହୋଇଛନ୍ତି । ଏହି ଏଟିଏମ୍ ବନ୍ଦ ହୋଇଯାଇଛି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରେ ଥିବା ଏକ ଏଟିଏମ୍ ବନ୍ଦ ହୋଇଯାଇଛି ଯାହାକୁ ଲୋକମାନେ ଅଧିକ ମାତ୍ରାରେ ବ୍ୟବହାର କରୁଥିଲେ । ଏହି ଏଟିଏମ୍ ଲୋକମାନଙ୍କୁ ସାହାଯ୍ୟ କରିଥାଏ । କିନ୍ତୁ ଏବେ ଏହା ଦୀର୍ଘ ଦେଢମାସ ହେବ ବନ୍ଦ ହୋଇଛି । ଆଉ ଏହି କାରଣରୁ ଅନ୍ୟ ଏଟିଏମ୍ ଯେଉଁ ସ୍ଥାନରେ ଅଛି ସେହି ସ୍ଥାନରେ ଅଧିକ ଭିଡ ରହିଛି । ଏବେ ଏହିସବୁ ବିଷୟରେ ଅନେକ କଥା ଆସୁଛି । ଲୋକମାନେ ଏଟିଏମ୍ ବନ୍ଦ ଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ଅଛନ୍ତି ।
ଏହି ବ୍ୟାଙ୍କ ସେବା ହୁଏତ ଲୋକମାନେ ଠିକସେ ପାଇ ପାରୁ ନାହାଁନ୍ତି । ଲୋକମାନେ ଏଭଳି ଅନେକ ଅସୁବିଧା ଭୋଗ କରିବେ । ଏହି ଏଟିଏମ୍ ଆଉ କେତେଦିନ ପର୍ଯ୍ୟନ୍ତ ଏଭଳି ବନ୍ଦ ରହିବ ଏହାକୁ ନେଇ ଏବେ ଲୋକମାନେ ପ୍ରଶ୍ନ କରିଛନ୍ତି । ଏହି ଏଟିଏମ୍ ସେବା ଦ୍ଵାରା ଯେ କେହିବି ଟଙ୍କା ଉଠାଇ ନିଜର କାନ କରୁଥିଲା । ଏବେ ଏହି କଳାହାଣ୍ଡି ଜିଲ୍ଲାରେ ଅନେକ ଏଟିଏମ୍ ବନ୍ଦ ହୋଇଛି ବୋଲି ସୂଚନା ମିଳିଛି । ଏବେ ଏହି ସବୁ ଏଟିଏମ୍ କେବେ ଖୋଲୁଛି ତାକୁ ଅପେକ୍ଷା ରହିଛି ।