Movie prime

ହଠାତ୍ ଘଟିଲା ଏମିତି ଘଟଣା... ଗ୍ୟାସ୍ ସିଲିଣ୍ଡର୍ ଫାଟି ହେଲା ଛଅଜଣଙ୍କ ମୃ-ତ୍ୟୁ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ଗ୍ୟାସ୍ ସିଲିଣ୍ଡର ଫାଟିବା ଯୋଗୁଁ ପରିବାରର ଛଅ ଜଣ ସଦସ୍ୟଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶ ର ଲକ୍ଷ୍ନୌ ରେ ଗତ ରାତିରେ ଏକ ବଡ଼ ଅଘଟଣ ଘଟି ଯାଇଛି। ରାଜ୍ୟର ବୁଲନ୍ଦ ସହରରେ ଥିବା ସିକନ୍ଦରାବାଦ୍ ଥାନା,ଆଶାପୁରି ରେ ରିଆଜୁଦ୍ଦୀନ ଙ୍କ ଘରେ ଏଭଳି ଏକ ଅଘଟଣ ଘଟି ଯାଇଛି। ମିଳିଥିବା ସୁଚନା ମୁତାବକ,
Vv
ରିଆଜୁଦ୍ଦୀନ ଙ୍କ ପରିବାରଙ୍କ ସଦସ୍ୟ ୧୮ ଜଣ। ଗତ ରାତିରେ ଅଧିକାଂଶ ପରିବାରର ସଦସ୍ୟ ଘରେ ଥିବା ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣା ରେ ପାଞ୍ଚ ଜଣଙ୍କ ଘଟଣା ସ୍ଥଳରେ ମୃ-ତ୍ୟୁ ହୋଇଥିବା ବେଳେ ନଅ ଜଣ ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରାଯାଇଛି। ସେଠାରେ ପୁଣି ଆଉ ଜଣକ ମୃ-ତ୍ୟୁ ହେବା ପରେ ମୃ-ତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ପାଇଛି।
Yg
ତେବେ ଏହି ମୃ-ତ-କଙ୍କ ମଧ୍ୟରେ ତିନିଜଣ ପୁରୁଷ ଆଉ ତିନିଜଣ ମହିଳା ଥିବା ଜଣା ପଡ଼ିଛି। ଖବର ପାଇ ସେଠାରେ ଅଗ୍ନିଶମ ବିଭାଗ, ଏନଡିଆରଏଫ୍ ଟିମ୍ ଓ ପ୍ରଶାସନିକ ଟିମ ସେଠାରେ ଯାଇ ପହଞ୍ଚି ଥିଲେ। ଆଉ ସେଠାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣା ସ୍ଥଳ କୁ ଛାନବିନ୍ କରୁଥିବା ଡିସିପି କହିଛନ୍ତି। ଏହି ଘଟଣାର ତଦନ୍ତ ପରେ ହିଁ ଏହି ଦୁର୍ଘଟଣା ପଛରେ ଥିବା ,
ପ୍ରକୃତ କାରଣ କଣ ତାହା ଜଣା ପଡ଼ିବ। ତେବେ ଏହି ଘଟଣା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି କି ଏହି ଦୁର୍ଘଟଣା କଣ ପାଇଁ ଘଟି ଥାଇ ପାରେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୂଲି ଯିବେ ନାହିଁ। ଆପଣ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.