Movie prime

ହଠାତ୍ କାରକୁ ଆସି ଧକ୍କା ଦେଲା..ଟ୍ରାକ୍ଟର ଚାଲିଗଲା ୪ ଜଣଙ୍କ ଜୀବନ...

 
Vgg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଘଟଣା ଘଟୁଥିବାର ନିଶ୍ଚୟ ଭାବରେ ଦେଖିଥିବେ।ବର୍ତ୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। କାର ରୁ ଧକ୍କା ଦେଲା ଟ୍ରାକ୍ଟର। ଚାରି ଜଣଙ୍କ ଜୀବନ ଚାଲି ଯାଇଥିବା ଜଣାପଡିଛି।ଉତ୍ତର ପ୍ରଦେଶ ନଇଡା ରେ ଏଭଳି ଘଟଣା ଦେଖିବାକୁ ମିଳିଛି।
Bb
ବର୍ତ୍ତମାନ ଚାରିଆଡ଼େ ସଡ଼କ ଦୁର୍ଘଟଣା ହେବାରେ ଲାଗିଛି।ଏଠାରେ ଏକ କାର ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଥିଲା।ଏବଂ ଚାରି ଜଣ ସାଙ୍ଗ କାର ଭିତରେ ଥିଲେ।ଚାରି ଜଣକର ମୃ-ତ୍ୟୁ ହୋଇଛି।ରବିବାର ଦିନ ବିଳମ୍ବିତ ରାତିରେ ପ୍ରାୟ ୨ ଟା ରେ ଏହି ଘଟଣା ଘଟିଥିବା କୁହାଯାଇଛି।ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ।ଏହାପରେ ତଦନ୍ତ ଆରମ୍ଭ କରିଥିଲେ।
Bb
ଏବଂ ମାମଲା ରୁଜୁ କରିବା ସହ ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି।ତେବେ ଏହି ଦୁର୍ଘଟଣା ରେ କାର ଟି ସମ୍ପୂର୍ଣ ଭାବରେ ଭାଙ୍ଗି ରୁଜି ଯାଇଛି। କାର ଭିତରେ ରୁଟି ଖଣ୍ଡ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ ନଇଡା ରୁ ଖାଦ୍ୟ ଖାଇ ପାଞ୍ଚ ଜଣ ସାଙ୍ଗ ଦିଲ୍ଲୀ ଅଭିମୁଖେ ଯାଇଥିଲେ।ହଠାତ୍ ସେକ୍ଟର ୧୧ ନିକଟ ରେ ଏକ ଟ୍ରାକ୍ଟର ତାଙ୍କ କାର କୁ ଜୋରଦାର ଧକ୍କା ଦେଇଥିଲା।ତେବେ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ କାର ରେ ଥିବା ତିନି ଜଣଙ୍କର ଘଟଣା ସ୍ଥଳରେ ହିଁ ମୃ-ତ୍ୟୁ ଘଟିଥିଲା।
ଅନ୍ୟ ଜଣେ ହସ୍ପିଟାଲ ରେ ମୃ-ତ୍ୟୁବରଣ କରିଥିଲେ ।ସେପଟେ ହସ୍ପିଟାଲ ରେ ବର୍ତ୍ତମାନ ଜଣଙ୍କର ଚିକିତ୍ସା ଚାଲିଛି। ବର୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ଅନେକ କଥା ଆଲୋଚନା କରିବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.