ହଠାତ୍ ରାଗିଗଲେ ରାମଦେବ ବାବା ଅଭିନେତ୍ରୀଙ୍କ ପଦ ଗଲା ଆଉ ତାପରେ
Feb 1, 2025, 11:19 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ମହାକୁମ୍ଭରେ ହୋଇଥିବା ଘଟଣା । ଅଭିନେତ୍ରୀଙ୍କୁ କିଛି ପଦବୀ ଦିଆଯାଇଥିଲା ଆଉ ତାଙ୍କୁ ଏହି ପଦବୀରୁ କାଢି ଦିଆଗଲା । ଅଭିନେତ୍ରୀଙ୍କୁ କିଛି ପଦ ଦିଆଯାଇଥାଏ । କୁମ୍ଭମେଳାକୁ ଅନେକ ଅଭିନେତ୍ରୀ ଆସିଥିଲେ । ଆଉ ଏଠାକୁ ଅନେକ ନେତା, ଅଭିନେତା ଆସିଥିଲେ । ଜଣେ ଅଭିନେତ୍ରୀ ଏହି କୁମ୍ଭମେଳାକୁ ଆସିଥିଲେ ।

ଏହି ଅଭିନେତ୍ରୀ ଜଣକ ବଲିଉଡ୍ ଅଭିନେତ୍ରୀ । ବଲିଉଡ୍ ଜଗତର ପୁରୁଣା ଫିଲ୍ମରେ ସେ ଅଭିନୟ କରିଥିଲେ । ଏହି ଅଭିନେତ୍ରୀ ଜଣକ ଭାରତରେ ଖୁବ୍ ଜଣାଶୁଣା ଅଟନ୍ତି । କିନ୍ତୁ ସେ ଏବେ ଆଧ୍ୟାତ୍ମିକ ଯୁଗକୁ ଆପଣାଇ ନେଇଛନ୍ତି । ଏହି ଅଭିନେତ୍ରୀ ଜଣଙ୍କୁ ମହାମଣ୍ଡଳଶ୍ୱର ପଦରେ ରଖା ଯାଇଥିଲା । ଏହି ଅଭିନେତ୍ରୀ ଜଣକ ଅନେକ ଦିନରୁ ଆଧ୍ୟାତ୍ମିକ ଭାବନାରେ ରହିଛନ୍ତି । ଏହି ଅଭିନେତ୍ରୀ ଜଣକ ଏତେ ବଡ ପଦରେ ଥାଇ ମଧ୍ୟ ତାଙ୍କୁ ଏବେ ବାହାର କରିଛନ୍ତି । ପ୍ରୟାଗରାଜ ଠାରେ ଚାଲିଥିଲା ମହାକୁମ୍ଭ ମେଳା ଅନୁଷ୍ଠିତ ହୋଇଥିଲା ।

ଆଉ ସେଠାରେ କିନ୍ନର ଆଖଡ଼ା ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିନ୍ନର ଆଖଡାର ପ୍ରତିଷ୍ଠାତା ଋଷି ଅଜୟ ଦାସ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଳଶ୍ୱର ପଦରୁ ବାହାର କରି ଦେଇଛନ୍ତି । ଆଉ ତାଙ୍କୁ ଆଖଡ଼ାରୁ ବାହାର କରି ଦେଇଛନ୍ତି । ମମତା କୁଲକର୍ଣ୍ଣୀଙ୍କ ସମେତ ଲକ୍ଷ୍ମୀ ନାରାୟଣ ତ୍ରୀପାଠୀଙ୍କୁ ଆଚାର୍ଯ୍ୟ ମହାମଣ୍ଡଳଶ୍ୱର ପଦବୀରୁ ଏବଂ ଆଖଡ଼ା ପଦବୀରୁ ହଟେଇ ଦେଇଥିଲେ । ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ପ୍ରୟାଗରାଜ ଠାରେ ସନ୍ନ୍ୟାସୀନୀ ବେଶରେ ହୋଇଥିଲେ ।
ଏହାପରେ ମମତା ସଂଗମରେ ପିଣ୍ଡଦାନ କରିଥିଲେ । ଆଖଡ଼ାରେ ଅଭିଷେକ ହୋଇଥିଲା । ମମତା କୁଲକର୍ଣ୍ଣୀ ଏହି ସନ୍ନ୍ୟାସୀନୀ ହେବା ପରେ ତାଙ୍କୁ ନୂଆ ନାମ ଦିଆଯାଇଥିଲା । ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳଶ୍ୱର ପଦରେ ରଖା ଯାଇଥିଲା । ତାଙ୍କୁ ମହାମଣ୍ଡଳଶ୍ୱର ପଦରେ ରଖାଯିବା ପରେ ବିବାଦ ଦେଖିବାକୁ ମିଳିଥିଲା । ମମତା କୁଲକର୍ଣ୍ଣୀ ସାଂସାରିକ ଥିଲେ ଆଉ ଗୋଟିଏ ଦିନରେ ସେ ସନ୍ନ୍ୟାସୀନି କିଭଳି ହୋଇଗଲେ ବୋଲି ବାବା ରାମଦେବ ପ୍ରଶ୍ନ କରିଥିଲେ । ଏବେ ଏତେ ସବୁ ବିବାଦ ପରେ ତାଙ୍କୁ ଏହି ପଦରୁ କାଢି ଦେଇଥିଲେ । ମମତା କହିଥିଲେ ସେ ୨୦୦୨ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ତପସ୍ୟା କରିଥିଲେ ।