Movie prime

ହେ ଭଗବାନ ଇଏସବୁ କି ପ୍ରକାର ଚମତ୍କାର....ମାଟି ଖୋଳିଲେ ବାହାରୁଛି ପୁଳା ପୁଳା ସୁନା ମୂର୍ତି

 
Bb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଘଟଣା ଘଟୁଥିବାର ନିଶ୍ଚୟ ଭାବରେ ଦେଖିଥିବେ।ବର୍ତ୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଯେତେ ଖୋଳିଲେ ସେତେ ବାହାରୁଛି ଅଳଙ୍କାର ଆଉ ମୂର୍ତ୍ତି।ଚାଲିଛି ମାଟି ଖୋଳା ଆଉ ଗୋଟେ ପରେ ଗୋଟେ ମୂର୍ତ୍ତି କୁ କାଢି ବାହାରେ ରଖା ଯାଉଛି।
Bb
ଏଭଳି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏହି ମୂର୍ତ୍ତି କୌଣସି ମନ୍ଦିର କିମ୍ବା ଅଲୌକିକ ଜାଗା ର ନୁହେଁ ବରଂ ଜଣଙ୍କ ଘର ଭିତରୁ ବାହାରିଛି।ଆଉ ଏହି ଘଟଣା କୁ ଚପେଇ ଦେବାକୁ ପ୍ରୟାସ ଚାଲିଛି।ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ବହୁ ବର୍ଷ ପୁରୁଣା ମୂର୍ତ୍ତି କିପରି ଘର ଭିତରକୁ ଆସିଲା।ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା।ଏହି ଅଳଙ୍କାର ଆଉ ମୂର୍ତ୍ତି ବାବା ଆଖଣ୍ଡଳମଣି ଙ୍କ ର ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
Bb
ଏମିତି ଅଲୌକିକ ଘଟଣା ବିଷୟରେ ଜାଣିବା ପରେ ଚର୍ଚ୍ଚା ହେଉଛି।ପ୍ରାୟ ୧୫ ଫୁଟ ତଳକୁ ଖୋଳା ଯାଇଛି ଗାତ।ଗାତ ଖୋଳିବା ପରେ ସେଥିରୁ ବିଭିନ୍ନ ପ୍ରକାରର ଦେବାଦେବୀ ଙ୍କ ଅଳଙ୍କାର ଏବଂ ମୂର୍ତ୍ତି ବାହାରି ଥିଲା।ଏହି ଘଟଣା ଟି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି।ଆରୋଡ଼ି ର ବାବା ଆଖଣ୍ଡଳମଣି ଙ୍କ ପୀଠ ରେ ଆଲୋଚନା ହେବାରେ ଲାଗିଛି।ଆରୋଡି ର ଘର ଭିତରେ ବିରଳ ମୂର୍ତ୍ତି ସହ କୋଟି ଟଙ୍କା ର ସୁନା ଅଳଙ୍କାର ଉଦ୍ଧାର କରାଯାଇଛି।
ଏହି ଘଟଣା କୁ ଲୋକ ଲୋଚନ କୁ ନ ଆଣିବା ପାଇଁ ଚପେଇ ଦେବାକୁ ଉଦ୍ୟମ କରୁଥିବା ବେଳେ ମୁହଁ ଖୋଲିଛନ୍ତି ଉଦ୍ଧାର କରିଥିବା ପଣ୍ଡିତ।ବର୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ଅନେକ କଥା ଆଲୋଚନା କରିବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.