Movie prime

ଧୋକା ପାଇ ସହି ପାରିଲେନି ଶେଷରେ କ୍ଷମା ମାଗି କଲେ ଏମିତି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଧୋକା ମିଳିବା ପରେ କୁସ୍ତି ଯୋଦ୍ଧା ଭିନେଶ ଭାଙ୍ଗି ପଡିଛନ୍ତି। ଶେଷରେ ମାଙ୍କୁ କ୍ଷମା ମାଗି ନେଇଗଲେ ବଡ ନିଷ୍ପତି। ଡାକ୍ତରଖାନା ବେଡରେ କାଟୁଛି ପୁରା ଦିନ। 
Bb
ବନ୍ଧୁଗଣ ଭିନେଶଙ୍କର ଅନେକ ଆଶା ଥିଲା ଅଲମ୍ପପିକରେ ଭାରତକୁ ସ୍ଵର୍ଣ୍ଣ ପଦକ ଦେବେ। ମାଆ ବାପାଙ୍କ ସ୍ବପ୍ନକୁ ପୂରଣ କରିବେ। ହେଲେ ସେମିତି କିଛି ହେଲା ନାହିଁ। ଭିନେଶଙ୍କ ଆଶା ଅଧାରେ ହିଁ ରହିଗଲା। ଭିନେଶ ସେମି ଫାଇନାଲରେ ବିଜୟ ହାସଲ କଲା ପରେ, ଫାଇନାଲର ଗୋଟିଏ ଦିନ ପୂର୍ବରୁ ଭିନେଶଙ୍କୁ ଫାଇନାଲ ଖେଳିବାକୁ ଦିଆଗଲା ନାହିଁ। 
Gh
ପୁରା ଦେଶ ଏକଥା ଶୁଣି ସ୍ତବ୍ଧ ହେଇଯାଇଛି। ହାତ ପାଖକୁ ପଦକ ଆସି ଫେରିଯାଇଛି। ଯାହା ପରେ ଭାଙ୍ଗି ପଡିଛନ୍ତି କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ। କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ନେଇଯାଇଛନ୍ତି ବଡ ନିଷ୍ପତି। ଭିନେଶ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ, "ମା କୁସ୍ତି ଆଜି ମୋ ଠାରୁ ଜିତି ଗଲା କିନ୍ତୁ ମୁ ହାରିଗଲି। ମତେ କ୍ଷମା କରିଦିଅ ମାଆ। ଆପଣଙ୍କର ସ୍ବପ୍ନ ଓ ମୋର ସହିବା ଶକ୍ତି ସବୁ ଭାଙ୍ଗି ଯାଇଛି। 
ମୋ ପାଖରେ ଏହାଠାରୁ ଆଉ ଅଧିକ ଶକ୍ତି ନାହିଁ। ମୁଁ ବିଦାୟ ଦେଉଛି କୁସ୍ତିକୁ"। ଏମିତି କିଛି ପୋଷ୍ଟ କରି ଭିନେଶ କୁସ୍ତିକୁ ଅଲବିଦା ଦେଇଛନ୍ତି। ଭିନେଶ ୨୦୦୧ ରୁ ୨୦୨୪ ପର୍ଯ୍ୟନ୍ତ କୁସ୍ତି ଖେଳିଛନ୍ତି। ଅନେକ ଟାଇଟନ ଜିତିବା ସହ ଦେଶ ପାଇଁ ଅନେକ ସୁନାମ ଅର୍ଜନ କରିଛନ୍ତି। ଭିନେଶଙ୍କ ଏଭଳି ନିଷ୍ପତି ପୁରା ଭାରତକୁ କନ୍ଦାଇ ଦେଇଛି। ସଂଘର୍ଷର ରାସ୍ତାରେ ସେ ଆଜି ପୁଣିଥରେ ହରିବାକୁ ବାଧ୍ୟ ହେଇଛନ୍ତି। 
ଭିନେଶ ଏଥିପାଇଁ କାହାକୁ ମଧ୍ୟ ଦୋଷାରାପ କରିନାହାନ୍ତି। ତେବେ ସୂଚନା ମୁତାବିକ ଭିନେଶ କୁସ୍ତିରେ ସେମୀ ଫାଇନାଲ ଜିତିବା ପରେ ବୁଧବାର ରାତିରେ ଫାଇନାଲ ଖେଳି ଥାଆନ୍ତେ। ହେଲେ ମଙ୍ଗଳବାର ରାତିରେ ତାଙ୍କୁ ଓଜନ ୫୦ କେଜିରୁ ମାତ୍ର ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ଖେଳିବାକୁ ଦିଆଯାଇନଥିଲା। ଯାହାକୁ ନେଇ ଭିନେଶ ପୁରା ଭାଙ୍ଗିଯାଇ ଏମିତି ବଡ ପଦକ୍ଷେପ ନେଇଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.