Movie prime

ନିଜେ କରିଲେ ଦୁ-ଷ୍କ-ର୍ମ ଆଉ ବୟାନ ଦେଲେ ଏମିତି ଦେଖନ୍ତୁ ପୋଲିସ ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତିନିଜଣ ଦୁ-ଷ୍କ-ର୍ମ କରିଥିବା ପୁରୁଷମାନେ ଥାନାରେ ଯାଇ ଅଭିଯୋଗ କରିଥିଲେ । ଏହି ତିନିଜଣ ପୁରୁଷ ଏହି ଦୁ-ଷ୍କ-ର୍ମରେ ସାମିଲ ହୋଇଥିଲେ ।
Gh
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘୁଇଁବୃତ୍ତି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର ଜଣେ ଆଦିବାସୀ ମହିଳାଙ୍କ ସହିତ ଏଭଳି ଘଟଣା ଘଟିଛି । ଏହି ଆଦିବାସୀ ମହିଳାଙ୍କୁ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗରେ ଏହି ତିନିଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି । ଏହି ତିନିଜଣ ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ଏବେ ଏହି ମହିଳା ଜଣଙ୍କର ଡାକ୍ତରୀ ମଇନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ଏହି ମହିଳା ଜଣଙ୍କୁ ଏବେ ଚାନ୍ଦବାଲି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
Hh
ଚାନ୍ଦବାଲି ଏସଡିପିଓ ଏହି ବିଷୟରେ କହିଛନ୍ତି । ସୂଚନା ଅନୁସାରେ ଗତ ୨୫ ତାରିଖ ଦିନ ଆଦିବାସୀ ମହିଳା ଭଦ୍ରକ ରୁ ଚାନ୍ଦବାଲି ଆସିଥିଲେ । ସେ ଚାଷ କାର୍ଯ୍ୟ କରିବାକୁ ଆସିଥିଲେ । ଆଉ ସେ ସବୁଦିନ ଚାଷ କାମ କରିବାକୁ ଆସିଥାନ୍ତି । ସେହିଦିନ କୌଣସି କାମ ନ ମିଳିବାରୁ ସେ ଚାନ୍ଦବାଲି ଫେରୁଥିଲେ । ଆଉ ସେ ସନ୍ଧ୍ୟା ସମୟରେ ନୂଆ ଗାଁ ବାଟ ଦେଇ ଯାଉଥିବା ବେଳେ ତାଙ୍କ ସହିତ ଏଭଳି ଘଟଣା ଘଟିଥିଲା । ଏହି ମହିଳା ଜଣକ ଯାଉଥିବା ବାଟରେ ତାଙ୍କୁ ତିନିଜଣ ଯୁବକ ନେଇ ଯାଇଥିଲେ ।
ଆଉ ଏହି ତିନିଜଣ ଯୁବକ ତାଙ୍କୁ ନେଇ ଦୁ-ଷ୍କ-ର୍ମ କରିଥିଲେ । ଏହି ତିନିଜଣ ଯୁବକ ପୋଲିସକୁ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସକୁ ଫୋନ କରି ଏହି ତିନିଜଣ ଯୁବକ ଏହି ମହିଳାଙ୍କ ଉପରେ ହୋଇଥିବା ଅନ୍ୟାୟ ବିଷୟରେ କହିଥିଲେ । ଆଉ ସେମାନେ ଖସି ଯିବାକୁ ଚାହୁଁଥିଲେ କିନ୍ତୁ ଏବେ ପୋଲିସ ତାଙ୍କୁ ତଦନ୍ତ କରି ଧରି ଦେଇଛି । ଏହି ତିନିଜଣ ଦୁର୍ବୃତ୍ତ ଏବେ ଧରା ପଡ଼ିବା ପରେ କୋର୍ଟ ଚାଲାଣ କରାଯାଇଛି । ଏବେ ଏହି ଘଟଣାର ତଦନ୍ତ ହେଉଛି ।