Movie prime

ଘର ଭିତରେ କବାଟ ଦେଇ ମୋ ଭଉଣୀ ସହ ଏମିତି କଲେ...

 
Gy
ନମସ୍କାର ପାଠକ ବନ୍ଧୁ।ତିନି ବର୍ଷ ର ଗ-ର୍ଭ-ବ-ତୀ ବୋହୂ କୁ ମାରି ଦେଲେ ଶାଶୁ ଘର ଲୋକେ।ସାମାନ୍ୟ ଦୁଇ ଲକ୍ଷ ଟଙ୍କା ପାଇଁ ଚାଲି ଗଲା ବୋହୂ ର ଜୀବନ।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମ ରେ।ବିବାହ ର ଚାରି ମାସ ଭିତରେ ଚାଲି ଗଲା ଝିଅ ର ଜୀବନ।ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି ବୋହୂ ର ପରିବାର ଲୋକେ।
Hh
ସୂଚନା ଅନୁସାରେ ଗତ ଚାରିମାସ ତଳେ ସେହି ଅଞ୍ଚଳ ର ଅକ୍ଷୟ ସ୍ୱାଇଁ ଙ୍କୁ ବିବାହ କରି ଥିଲେ ମାନସୀ ମହାନ୍ତି।ଅକ୍ଷୟ ଗୋଟିଏ ଛୋଟ ଚାହା ଦୋକାନ କରି ଥିଲେ।ବିବାହ ସମୟ ରେ ସେମାନେ କୌଣସି ପ୍ରକାର ଯୌତୁକ ମାଗି ନ ଥିଲେ।ହେଲେ ବିବାହ ପରେ ଅକ୍ଷୟ ଗୋଟିଏ ବଡ ଦୋକାନ ଖୋଲିବା ପାଇଁ ଦୁଇ ଲକ୍ଷ ଟଙ୍କା ମାଗି ଥିଲେ।ଏହା ପରେ ମାନସୀ ଙ୍କ ପରିବାର ଲୋକେ କିଛି ଦିନ ଭିତରେ ଟଙ୍କା ଦେଇ ଦେବେ ବୋଲି କହି ଥିଲେ।ହେଲେ କିଏ ଜାଣି ଥିଲା ଏହା ପୂର୍ବ ରୁ ମାନସୀ ଙ୍କ ସହିତ ଏଭଳି କିଛି ଘଟଣା ଘଟିବ।
Hh
ମାନସୀ ଘର କାମ ସାରିବା ପରେ ନିଜ ରୁମ୍ ର ଫ୍ୟାନ ରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରିଛନ୍ତି।ଏନେଇ ମାନସୀ ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ମାନସୀ ଙ୍କୁ ତାଙ୍କ ସ୍ଵାମୀ ଓ ଶ୍ୱଶୁର ବହୁତ ହଇରାଣ କରୁ ଥିଲେ।ସେ ତିନି ମାସ ର ଗର୍ଭବତୀ ଥିଲେ।ହେଲେ ତାଙ୍କୁ ଖାଇବାକୁ ଦେଉ ନ ଥିଲେ।ସେଥିପାଇଁ ମାନସୀ ବହୁତ କଷ୍ଟ ରେ ଥିଲେ।ତେବେ ଆଉ ଗୋଟିଏ ଦିନ ପାରେ ମାନସୀ ଘର କୁ ଆସି ଥାଆନ୍ତେ।
ହେଲେ ଏପରି କଣ ହୋଇଗଲା ତାଙ୍କ ସହିତ।ମାନସୀ ଙ୍କ ଶ୍ବଶୁର କହିଛନ୍ତି କି ଏଥିରେ ତାଙ୍କର କିଛି ବି ଭୁଲ ନାହିଁ।ସେ ତାଙ୍କ ବୋହୂ ଙ୍କୁ ବହୁତ ଭଲ ପାଉ ଥିଲେ।ହେଲେ ମାନସୀ ଏଭଳି କାହିଁକି କଲେ ତାହା କେହି ଜାଣି ନାହାଁନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.